ଆବଶ୍ୟକ ସାମଗ୍ରୀ: ୧/୩ କପ୍ ବଟର, ୧/୨ କପ୍ କଣ୍ଡେନ୍ସଡ଼ ମିଲ୍କ, ଏକ ଟେବୁଲ୍ ସ୍ପୁନ୍ ଚିନି, ୧/୨ ଟି ସ୍ପୁନ୍ ଭାନିଲା ଏସେନ୍ସ, ୧ କପ୍ ମଇଦା, ୩ ଟେବୁଲ୍ ସ୍ପୁନ୍ କୋକୋ ପାଉଡ଼ର, ୧ ଟି ସ୍ପୁନ୍ ବେକିଂ ପାଉଡ଼ର, ୧/୨ ଟି ସ୍ପୁନ୍ ବେକିଂ ସୋଡ଼ା, ଚିମୁଟାଏ ଲୁଣ, ୨ ଟେବୁଲ୍ ସ୍ପୁନ୍ ଚକୋ ଚିପ୍ସ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ବଟର ନେଇ ସେଥିରେ ଚିନି ଏବଂ କଣ୍ଡେନ୍ସଡ଼ ମିଲ୍କ ନେଇ ଭଲ ଭାବେ ଫେଣ୍ଟନ୍ତୁ। ଚିନି ସମ୍ପୂର୍ଣ୍ଣ ମିଶି ଯିବା ପରେ ସେଥିରେ ଭାନିଲା ଏସେନ୍ସ ପକାଇ ପୁଣି ଫେଣ୍ଟନ୍ତୁ। ବର୍ତ୍ତମାନ ଅନ୍ୟ ଏକ ପାତ୍ରରେ ମଇଦା, କୋକୋ ପାଉଡ଼ର, ବେକିଂ ପାଉଡ଼ର ନେଇ ଛଣା ସାହାଯ୍ୟରେ ଚଲାଇ ଦିଅନ୍ତୁ। ଏହି ମିଶ୍ରଣକୁ ପୂର୍ବ ପ୍ରସ୍ତୁତ ମିଶ୍ରଣରେ ଧୀରେ ଧୀରେ ପକାଇ ଭଲ ଭାବେ ଗୋଳାନ୍ତୁ।
ବର୍ତ୍ତମାନ କପ୍ ଆକାରର କେକ୍ ପ୍ୟାନ୍ ନେଇ ତା’ ଭିତରେ ଭଲ ଭାବେ ବଟର, ଲଗାଇ ଦିଅନ୍ତୁ। ଏହା ଉପରେ ପୂର୍ବ ପ୍ରସ୍ତୁତ କେକ୍ ମିଶ୍ରଣକୁ ଢାଳନ୍ତୁ। ଏହାକୁ ମାଇକ୍ରୋଓ୍ବେଭ୍ରେ ରଖନ୍ତୁ। କେକ୍ ପ୍ରସ୍ତୁତ ହୋଇଗଲା ପରେ ଏହାକୁ ବାହାରକୁ କାଢି ନିଜେ ଖାଇବା ସହ ପରିବାର ଲୋକଙ୍କୁ ବି ସର୍ଭ କରନ୍ତୁ।
Posted inHome Left, ଜୀବନଚର୍ଯ୍ୟା View All
ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ
ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…
ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ
କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…
ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…
କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍ ଜିଲା ତ୍ରିଭୁବନ…
ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…
ହକି ବିଶ୍ୱକପ୍: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା
ବେଲଫିଅସ,୩୦ା୮: ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍ ତଥା…
ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ
ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…
ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ
କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…
ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍ ଗଲେ ଯୁବକ
ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…
Archives

