Posted inଜାତୀୟ

ପଙ୍ଗୋଙ୍ଗ ହ୍ରଦରେ ଦ୍ୱିତୀୟ ବ୍ରିଜ୍‌ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୨୧।୫ : ପୂର୍ବ ଲଦାଖ ଅନ୍ତର୍ଗତ ପଙ୍ଗୋଙ୍ଗ ସୋ’ରେ ଚାଇନା ଦ୍ୱିତୀୟ ବ୍ରିଜ୍‌ ନିର୍ମାଣ କରୁଛି। ଚଳିତ ବର୍ଷ ଆରମ୍ଭରେ ସେଠାରୁ କିଛି ଦୂରରେ ବେଜିଂ ପ୍ରଥମ ବ୍ରିଜ୍‌ ନିର୍ମାଣ କରିଥିଲା। ନିର୍ମାଣ ହେଉଥିବା ଅଞ୍ଚଳକୁ ଚାଇନା ବେଆଇନ ଭାବେ ଦଖଲ କରିଛି। ଏହାର ଅଯଥା ଦାବି ଓ ନିର୍ମାଣକୁ ଭାରତ ଗ୍ରହଣ କରିବ ନାହିଁ ବୋଲି ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୀମା ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସଂହତିର ସୁରକ୍ଷା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିପାରୁ ନ ଥିଲେ ସ୍ବାମୀ, ପିଠିରେ ବୋହି ଷ୍ଟେଶନ ନେଲେ ସ୍ତ୍ରୀ

କରୋନା ମହାମାରୀ ସଙ୍କଟ ବେଳେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢିବାକୁ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକ...

୭୨୮୪୯ ବର୍ଗ କିଲୋମିଟର ଅଞ୍ଚଳ ଜଙ୍ଗଲ ବାଘଙ୍କ ନାମରେ, ଖର୍ଚ୍ଚ ହେଉଛି ବାର୍ଷିକ ୩୪ ହଜାର ଲକ୍ଷ ଟଙ୍କା…

ନୂଆଦିଲ୍ଲୀ, ୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ନାମ୍ବିଆର ଆଠଟି ଚିତା ଭାରତରେ ପହଞ୍ଚିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସେମାନଙ୍କୁ ...

ମାତ୍ର ୧୨୦ ଭାରତୀୟ ଯବାନଙ୍କ ଦ୍ୱାରା ୧୩୦୦ ଚାଇନା ସୈନ୍ୟ ହୋଇଥିଲେ ନିହତ

ଲଦାଖ,୨୨।୬: ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷ ଯୋଗୁ ଭାରତ ଚାଇନା ସୀମାରେ ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ଚାଇନା ୧୯୬୨ର ଇତିହାସକୁ ଏବେ ବି...

ଅନିଦ୍ରା ସମସ୍ୟା ଦୂର କରିବା ପାଇଁ ତକିଆ ତଳେ ରଖନ୍ତୁ ଏହାକୁ…

ମନୁଷ୍ୟକୁ ନିରୋଗ ରଖିବା ପାଇଁ ଗୋଲାପ ଫୁଲ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନିଦ୍ରା ରୋଗରୁ ଦୂରେଇ ରହିବା ଲାଗି ଏହା ମହୌଷଧୀ ସଦୃଶ କାମ...

ଇଡି କାର୍ଯ୍ୟାଳୟରେ କଟିଲା ନୱାବଙ୍କ ପ୍ରଥମ ରାତି

ମୁମ୍ବାଇ,୨୪ ।୨: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନୱାବ ମଲିକଙ୍କ ଗିରଫକୁ ନେଇ ରାଜନୀତି ତାପମାତ୍ରା ବଢିବାରେ ଲାଗିଛି । ଏହା କେବଳ ମହାରାଷ୍ଟ୍ର ନୁହେଁ...

୫-ଜି ସ୍ପେକ୍ଟ୍ରମ୍‌ ନିଲାମ ନେଇ କାର୍ଯ୍ୟ ଆରମ୍ଭ, ଚଳିତ ବର୍ଷ ମିଳିପାରେ ସେବା…

ନୂଆଦିଲ୍ଲୀ, ୩୦।୫ : ଦେଶରେ ୫-ଜି ସ୍ପେକ୍ଟ୍ରମର ନିଲାମ ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ଏହାର ସେବା ଚଳିତ ବର୍ଷ ଆରମ୍ଭ ହୋଇପାରିବାର ଆଶା ରହିଛି।...

ଲଦାଖର ଜାମିଆ ମସଜିଦ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୬।୧୧: ଲଦାଖର ଡ୍ରାସସ୍ଥିତ ଜାମିଆ ମସଜିଦ୍‌ରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଏନେଇ ଖବର ପାଇବା ପରେ ସେନା ଏବଂ ପୋଲିସ କର୍ମଚାରୀମାନେ ମିଶି ନିଆଁକୁ...

କରୋନା ସହ ଲଢିବା ପାଇଁ ରେସ୍ତୋରାଁରେ ମିଳୁଛି ଆୟର୍ବେଦୀୟ ଥାଳି ସହ ଆଲକୋହଲିକ କାଢା

ନୂଆଦିଲ୍ଲୀ,୩ ।୧୦: କରୋନା ମହାମାରୀ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ଲୋକେ ବାହାରେ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ସାମାନ୍ୟ ଭୟ...

Advertisement
Archives

Model This Week