Video

Will govt extend 21-day lockdown? କଣ ଏପ୍ରିଲ ୧୪ ପରେ ଆହୁରି ବଢିବ ଲକଡାଉନ୍ ଅବଧି

କରୋନା ଭଳି ମାରାତ୍ମକ ଭୂତାଣୁ କୁ ପ୍ରତିହତ କରିବା ଲାଗି ସରକାର ସାରା ଦେଶକୁ ୨୧ ଦିନ ଲାଗି ଲକଡାଉନ ଘୋଷଣା କରଛନ୍ତି। ଏହାପରେ ଦିଲ୍ଲୀଠୁ ପଲ୍ଲୀ ରାସ୍ତାଘାଟ ଶୁନଶାନ୍ ଓ ଜନଶୂନ୍ୟ। ଏହାଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ…

ଭୋକ ଉପାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ନିବେଦନ | Odia migrant workers seek evacuation

ମହାରାଷ୍ଟ୍ରରେ ଫସିଛନ୍ତି ୧୦୦ରୁ ଅଧିକ ଓଡ଼ିଆ ଦାଦନ ଶ୍ରମିକ । ଓଡ଼ିଶା ଫେରିବାକୁ ଚାହୁଁଛୁ ବୋଲି ଏକ ଭିଡ଼ିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏହିମାନେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଳସି ଗାଁ ପଂଚାୟତର ମସାଣିବନ୍ଧା, କୋକୋଡମାଲ…

ଲକଡାଉନ ପରଠୁ ଆମେ ବହୁତ କଷ୍ଟରେ ଚଲୁଛୁ | This is how lockdown affects Salia Sahi residents

କରୋନା କୋଭି଼ଡ-୧୯ର ଭୟାବହତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସାରା ଦେଶ ଏବେ ୨୧ଦିନ ଲାଗି ଲକଡାଉନ୍ । ଏହାପରେ ସମସ୍ତେ ନିଜ ଘରେ ରହୁଛନ୍ତି । ଏହାରି ଭିତରେ ଆମେ ଆସି ପହଞ୍ଚିଛୁ ସାଲିଆ ସାହିରେ ।…

Third COVID-19 positive case in Odisha I କର କ୍ଲିନିକରେ ତୃତୀୟ କରୋନା ଚିହ୍ନଟ

ରାଜ୍ୟରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଉକ୍ତ ବ୍ୟକ୍ତି ୧୦ମାର୍ଚ୍ଚରେ ଦିଲ୍ଲୀରୁ ଫେରିବା ପରେ କର କ୍ଲିନିକକୁ ୨୧ରେ ଚିକିତ୍ସା ଲାଗି ଯାଇଥିଲେ । ତେଣୁ ଉକ୍ତ କ୍ଲିନିକ ମଧ୍ୟକୁ ଆଉ କେହି…

Unit -1 market relocated to Rajmahal | ଘୁଂଚିଲା ୧ ନଂ ହାଟ, ଅସନ୍ତୋଷ ପ୍ରକାଶ କଲେ ବ୍ୟବସାୟୀ

କରୋନା ସଂକ୍ରମଣକୁ ରୋକିବା ଲାଗି ସାମାଜିକ ଦୂରତା ହିଁ ଜରୁରୀ । ଏଥିପାଇଁ ଭୁବନେଶ୍ୱର ମହାନଗର ପକ୍ଷରୁ ୧ନଂ ହାଟକୁ ରାଜମହଲ ଛକ ଓ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର କରାଯାଇଛି । ସାମାଜିକ ଦୂରତା ଏବଂ ଲୋକମାନେ ସଚେତନ ହେଲେ ହିଁ…

ଲକଡାଉନ୍ ସମୟରେ ଜାଣନ୍ତୁ କେଉଁ ସେବା ହେବ ପ୍ରଭାବିତ | This is how things will get affected during lockdown

କରୋନାଭାଇରସକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ବଡ ଘୋଷଣା କରିଛନ୍ତି । ୨୪ ମାର୍ଚ୍ଚ ରାତି ୧୨ଟାରୁ ୨୧ଦିନ ଲାଗି ମୋଦି ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ଏହାପରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠୁଛି କି ଏହି ସମୟରେ…

କରୋନା ନେଇ ସତର୍କ କରାଇଲା ଓଲିଉଡ୍ । Ollywood raise awareness on coronavirus

କରୋନାଭାଇରସ / କୋଭିଡ-୧୯ ପାଇଁ ଆମ ଦେଶ ସମେତ ପୁରା ବିଶ୍ୱ ସମୁଦାୟ ଏବେ ଚିନ୍ତିତ। ଏଭଳି ବିଷମ ପରିସ୍ଥିତିରେ ରାଜ୍ୟ ତଥା କେନ୍ଦ୍ର ସରକାର ଜନସାଧାରଣଙ୍କୁ ଘରୁ ନବାହାରିବା ଲାଗି ସଚେତନ କରାଉଛନ୍ତି। ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର କଳାକାରମାନେ ମଧ୍ୟ…

ଜନତା କର୍ଫ୍ୟୁ-ରାଜଧାନୀ ଶୂନଶାନ୍ | Bhubaneswar comes to a halt amid ‘Janata Curfew’

ସବୁଠି ଆତଙ୍କ ଖେଳାଇଛି କରୋନା ଭାଇରସ୍ । ସାରାଦେଶରେ ବର୍ତମାନ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଶହରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଦୃଷ୍ଟିରେ ରଖି ୨୨ତାରିଖରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri