ବିନା ଔଷଧରେ ନିୟନ୍ତ୍ରଣ ହେବ ବ୍ଲଡ୍ ପ୍ରେସର, ଜାଣି ରଖନ୍ତୁ କ’ଣ କୁହେ ରିପୋର୍ଟ…
ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (ସିଡିସି) ରିପୋର୍ଟରେ କୁହାଯାଇଛି ଯେ, ବ୍ଲଡ୍ ପ୍ରେସର ବା ରକ୍ତଚାପ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ନିଦ୍ରା ଜରୁରୀ। ଏହା ସହିତ ଆପଣ ଖାଦ୍ୟ ଏବଂ ସଠିକ ଜୀବନଶୈଳୀ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରିପାରିବେ। ଉଚ୍ଚ…
Mirage ୨୦୦୦: ପାକିସ୍ତାନରେ ଏୟାର ଷ୍ଟ୍ରାଇକ କରିଥିବା ବିମାନ ହେଲା ଦୁର୍ଘଟଣାଗ୍ରସ୍ତ
ମଧ୍ୟପ୍ରଦେଶ,୬।୧: ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରେ ଦୁର୍ଘଟଣଗ୍ରସ୍ଥ ହୋଇଛି ଭାରତୀୟ ବାୟୁସେନା ଲଢୁଆ ବିମାନ ମିରାଜ ୨୦୦୦। ନିୟମିତ ଅଭ୍ୟାସ ସମୟରେ ଏକ କ୍ଷେତରେ ବିମାନଟି ଖସି ପଡିଥିବା ସୂଚନା ମିଳିଛି। ବିମାନ ତଳକୁ ଖସିବା ପୂର୍ବରୁ ଦୁଇ ପାଇଲଟ ସୁରକ୍ଷିତ ଏଥିରୁ…
ନୂଆ ଇନିଂସ ଆରମ୍ଭ କଲେ ରିଷଭ ପନ୍ତ: ଦାନ କରିଦେବେ….
ନୂଆଦିଲ୍ଲୀ,୬।୨: ଭାରତୀୟ ଦଳର ଉଇକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଏକ ଫାଉଣ୍ଡେସନ ଆରମ୍ଭ କରୁଛନ୍ତି। ଏହି ଫାଉଣ୍ଡେସନର ନାମ ଆର୍ପିଏଫ୍ ଅର୍ଥାତ୍ ରିଷଭ ପନ୍ତ ଫାଉଣ୍ଡେସନ ହେବ। ଏହାସହ ସେ ରୋଜଗାରର…
ଚୁପ୍ଚାପ୍ ଜସପ୍ରିତ ବୁମ୍ରାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରୁ ହଟାଇଦେଲା BCCI, ଚମକାଇଲା ନିଷ୍ପତ୍ତି
ନୂଆଦିଲ୍ଲୀ,୪।୨: ଇଂଲଣ୍ଡ ବିପକ୍ଷ ଆଗାମୀ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଖେଳିବେ ନାହିଁ ଜସପ୍ରିତ ବୁମ୍ରା। କାରଣ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ତାଙ୍କୁ ଚୁପ୍ଚାପ ୧୬ ସଦସ୍ୟ ବିଶିଷ୍ଟ ଟିମ୍ରୁ ବାଦ୍ ଦେଇଛି। ମଙ୍ଗଳବାର ବିସିସିଆଇ ପକ୍ଷରୁ ଏନେଇ…
ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି…ସଂସଦରେ କାହିଁକି ଏମିତି କହିଲେ ଅଖିଳେଶ
ନୂଆଦିଲ୍ଲୀ,୪।୨: ସଂସଦର ବଜେଟ ଅଧିବେଶନ ଚାଲିଛି। ଏହି ସମୟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମହାକୁମ୍ଭ ମେଳାରେ ଘଟିଥିବା ଅଘଟଣକୁ ନେଇ ସଂସଦରେ ସରକାରଙ୍କୁ ସମାଲୋଚନା କରିଛନ୍ତି। କୁମ୍ଭରେ ମୃତକଙ୍କ ସଂଖ୍ୟା ପ୍ରକାଶ କରାଯାଉ ବୋଲି ଏସପି ସଭାପତି…
Union Budget 2025: ନିର୍ମଳାଙ୍କ ଘୋଷଣା ପରେ ମଧ୍ୟବିତ୍ତ ମାଲାମାଲ୍
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆୟକର ଉପରେ ଏକ ନୂତନ ଆଇନ ପ୍ରଣୟନ କରିବା କଥା କହି ଶ୍ରମିକ ବର୍ଗର ଲୋକଙ୍କୁ କିଛି ସମୟ ପାଇଁ ସସପେନ୍ସରେ ରଖିଥିଲେ। କିନ୍ତୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କ ଉପରେ କୌଣସି ଟିକସ…
ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ କୁ ସଫଳତା: ପୋଷାକ, ରେଶମ ଶିଳ୍ପ ଓ ହସ୍ତତନ୍ତରେ ଆସିବ ସମୃଦ୍ଧି
ଭୁବନେଶ୍ୱର, ୨୯।୧: ବୟନଶିଳ୍ପ, ପୋଷାକ ଶିଳ୍ପ, ରେଶମ ଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ ବିକାଶ ଓ ସମୃଦ୍ଧି ପାଇଁ ଅପାର ସମ୍ଭାବନା ଆଣିଛି ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ -୨୦୨୫ । ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ…
ଛାଡପତ୍ର ଚର୍ଚ୍ଚା ମଧ୍ୟରେ ମଦ ନିଶାରେ ଟଳୁଛନ୍ତି ଚହଲ: ଭାଇରାଲ ହେଉଛି ଭିଡ
ନୂଆଦିଲ୍ଲୀ,୬।୧: ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଖୁବ୍ଶୀଘ୍ର ଛାଡପତ୍ର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଦୁହେଁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଚହଲଙ୍କ ଏକ…
ଦେଶରେ ବଢି ଚାଲିଛି ମୁସଲମାନଙ୍କ ସଂଖ୍ୟା, ପ୍ରାୟତଃ ୩ ଶିଶୁ ପ୍ରସବ କରୁଛନ୍ତି ମହିଳା!
ନୂଆଦିଲ୍ଲୀ,୨୮।୧୨: ସୋସିଆଲ ମିଡିଆରେ ଏପରି ଅନେକ ଦାବି କରାଯାଇଛି ଯେ ୨୦୫୦ ସୁଦ୍ଧା ଭାରତରେ ମୁସଲମାନମାନେ ଜନସଂଖ୍ୟାର ୫୦ପ୍ରତିଶତରୁ ଅଧିକ ହେବେ, କିନ୍ତୁ ବାସ୍ତବତା ଆଉ କିଛି କହୁଛି। ବିଶ୍ୱର ସର୍ବବୃହତ ସର୍ଭେ ଏଜେନ୍ସି ଆକଳନ କରିଛି ଯେ ୨୦୫୦ ସୁଦ୍ଧା…
ମୁଁ ଇସ୍ତଫା ଦେଲେ ଖଡ୍ଗେଙ୍କର କିଛି ଲାଭ ହେବ ନାହିଁ, ଆଉ ୧୫ ବର୍ଷ ଅପେକ୍ଷା କରନ୍ତୁ: ଅମିତ ଶାହା
ନୂଆଦିଲ୍ଲୀ,୧୮।୧୨: ଆମ୍ବେଦକର ବିବାଦକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସମ୍ବିଧାନକୁ ନେଇ ବିତର୍କ ବେଳେ ରାଜ୍ୟ ସଭାରେ ସେ ଯାହା ବି କହିଥିଲେ କଂଗ୍ରେସ ତାକୁ କାଠି ଅଧା ଦେଖାଇଛି ବୋଲି ସେ କହିଛନ୍ତି। ଏହାଛଡ଼ା…
ଅପାଠୁଆ ସାକ୍ଷର
ସମୟ କ୍ରମେ ସବୁ ଆଜି ବଦଳି ଯାଇଛି, ବଦଳି ଯାଇଛି ଗାଁ ସ୍କୁଲର ଛପରଘର, ବଦଳି ଯାଇଛି ରାସ୍ତାଘାଟ, ବିଲବାଡି ନଈ, ନାଳର ଚେହେରା, ବଦଳି ଯାଇଛି ଲୋକମାନଙ୍କ ଚାଲିଚଳନ, ବେଶଭୂଷା ଓ ଖାଦ୍ୟପେୟ, ବଦଳି ଯାଇଛି ପିଲାଦିନେ ଦେଖିଥିବା ସନା…
ସମ୍ପର୍କର ପରିସୀମା ଏତିକିରୁ ଏତିକି..
ସମସ୍ତଙ୍କୁ ନିଜର କରି ହସଖୁସିରେ ପରିବାର ଚଳାଇବା ସବୁ ଗୃହିଣୀଙ୍କ ଉଦ୍ଦେଶ୍ୟ ହୋଇଥାଏ। ଏଥିପାଇଁ କଥାବାର୍ତ୍ତା ଚାଲିଚଳଣ ଉପରେ ଦୃଷ୍ଟିଦେବାକୁ ହୁଏ। ହେଲେ ଅନେକ ସମୟରେ ସମ୍ପର୍କୀୟ ଲୋକଙ୍କ ଆବଶ୍ୟକତାରୁ ଅଧିକ ହସ୍ତକ୍ଷେପ ବହୁ ବିଶୃଙ୍ଖଳା ସୃଷ୍ଟିକରେ। ତେଣୁ ଠିକ୍ ସମୟରେ…
Archives


