Uncategorized

‘ତୁମ ପାଇଁ ସେନାରେ ସ୍ଥାନ ନାହିଁ’ ଇସାଇ ଅଧିକାରୀଙ୍କୁ କାହିଁକି ଏମିତି କହିଲେ କୋର୍ଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜଣେ ଖ୍ରୀଷ୍ଟିଆନ ସେନା ଅଧିକାରୀଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିଥିଲେ। ଗୁରୁଦ୍ୱାରରେ ପ୍ରାର୍ଥନାରେ ଯୋଗ ଦେବାକୁ ମନା କରିବାରୁ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଘୋଷଣା…

ହ୍ୟୁମାନଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର…

ଭୁବନେଶ୍ୱର,୨୪।୧୧: ହ୍ୟୁମାନ ମୃତ୍ୟୁକୁ ନେଇ ତେଜୁଛି ଅସନ୍ତୋଷ। ଗୃହ ବିଭାଗର ଦ୍ୱାରସ୍ଥ ହେଲା ଓଡ଼ିଶା ସିଭିଲ ସୋସାଇଟି। ନିରପେକ୍ଷ ତଦନ୍ତ ସହ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ଦାବି ହୋଇଛି। ଲୋକସେବା ଭବନରେ ଗୃହ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଭେଟି ଦାବି…

ଧର୍ମେନ୍ଦ୍ର ଚାହୁଁ ନ ଥିଲେ ହେମାମାଳିନୀ ରାଜନୀତି କରନ୍ତୁ….

ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଆଉ କେଇଟା ଦିନ ପରେ ଡିସେମ୍ବର ୮ରେ ସେ ତାଙ୍କର ଜନ୍ମଦିନ ପାଳନ କରିଥାନ୍ତେ। ଧର୍ମେନ୍ଦ୍ର ତାଙ୍କର ଚମତ୍କାର ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଦେଶ ତଥା…

ନିର୍ବାଚନ ଫଳାଫଳ ପୂର୍ବରୁ ଲାଗିଲା ନୀତୀଶଙ୍କ ପୋଷ୍ଟର, ସମର୍ଥକ କହିଲେ ଟାଇଗର…

ପାଟନା,୧୩।୧୧: ବିହାରର ୨୪୩ ବିଧାନସଭା ଆସନର ଫଳାଫଳ ଘୋଷଣା ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବା ବେଳେ, ଅନେକ ଏକଜିଟ ପୋଲ ପ୍ରକାଶିତ ହୋଇସାରିଛି। ଏହି ସମସ୍ତ ଏକଜିଟ ପୋଲଗୁଡ଼ିକ ପ୍ରାୟତଃ NDAର ବିଜୟକୁ ନିଶ୍ଚିତ କରିଛି। ଏହାର…

ଚୋରି କରୁଥିଲେ ବାଇକ୍‌, ଧରିଲେ ଗାଁ ଲୋକେ

ମୋହନା,୫।୧୧(ମନ୍ମଥ ମିଶ୍ର)ଗାଁରେ ପଶି ବାଇକ୍‌ ଚୋରି କରୁଥିଲେ, ଉଠିପଡିଲେ ଧରିଲେ ଗାଁ ଲୋକେ। ତିନି ଜଣ ଚୋରଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ଏଭଳି ଘଟଣା ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାରିଆବନ୍ଧ ଗାଁରେ ଦେଖିବାକୁ ମିଳିଛି । ଏହି…

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ କନ୍ଧମାଳ ସୁରକ୍ଷା ଅଭିଯାନ

ଦାରିଙ୍ଗବାଡି, ୩୦।୧୦ (ଅରୁଣ ସାହୁ): କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ଦଫା ଦାବି ନେଇ ଶୁକ୍ରବାର କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାପାଇଁ ନିଷ୍ପତି ହୋଇଥିବା ଅଭିଯାନର ଆବାହକ ପ୍ରତାପ ପ୍ରଧାନ ନିଷ୍ପତି ଗ୍ରହଣ କରିଥିବା ଜଣାପଡିଛି। ସେହି ଦାବି…

ନଭେମ୍ବର ପହିଲାରୁ ବଦଳିଯିବ ବ୍ୟାଙ୍କ ଆକାଉଣ୍ଟର ପୁରା ସିଷ୍ଟମ, ନୋମିନିଠାରୁ ନେଇ ୩୧ ପୁରୁଣା ଆଇନ  … 

ନୂଆଦିଲ୍ଲୀ,୩୦।୧୦: ଯେତେବେଳେ ଆପଣ କୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଯାଆନ୍ତି, ଆପଣଙ୍କୁ ଏକ ଫର୍ମ ଦିଆଯାଏ ଯେଉଁଥିରେ ଆପଣଙ୍କ ବିବରଣୀ ସହିତ ନୋମିନି ଡିଟେଲ୍‌ ପଚରାଯାଏ। ପ୍ରତ୍ୟେକ ଆକାଉଣ୍ଟ ପାଇଁ ନୋମିନି ଆବଶ୍ୟକ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି,…

୭ ବର୍ଷର ପୁଅକୁ ଛାଡ଼ିବାକୁ ରାଜିହେଲେନି ପ୍ରେମିକା: ଏମିତି କାଣ୍ଡ କରିଦେଲେ ପ୍ରେମିକ

କାନପୁର,୨୫।୧୦: ଉତ୍ତର ପ୍ରଦେଶର କାନପୁରରେ ଅନ୍ଧ ପ୍ରେମ ଏକ ନିଷ୍ପାପ ଶିଶୁର ଜୀବନ ନେଇଛି। ବାର୍ରା ଅଞ୍ଚଳରେ ଜଣେ ୭ ବର୍ଷର ବାଳକର ହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଅଭିଯୁକ୍ତ ଯୁବକକୁ ରାତିସାରା ଏନକାଉଣ୍ଟର ପରେ ପୋଲିସ…

ଛତ୍ରପୁରରେ ପୋଲିସ ଶହୀଦ ସ୍ମୃତି ଦିବସ

ଛତ୍ରପୁର,୨୧ା୧୦(ଦିଲୀପ ସାମଲ): ଛତ୍ରପୁର ରିଜର୍ଭ ପୋଲିସ ପଡିଆଠାରେ ଗଞ୍ଜାମ ପୋଲିସ ଜିଲା ତରଫରୁ ୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଶହୀଦ ସ୍ମୃତି ସ୍ମାରକୀରେ ପୁଷ୍ପଗୁଚ୍ଛ…

ବଡ଼ ଭାଇଙ୍କୁ ନିଜ ପ୍ରପର୍ଟି ଦେଇଦେଲେ ବିରାଟ କୋହଲି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୬।୧୦: ବିରାଟ କୋହଲି ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳ ସହିତ ପର୍ଥରେ ଅଛନ୍ତି। ଏଠାରେ ଭାରତ ବନାମ ଅଷ୍ଟ୍ରେଲିଆ ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଚଳିତ ବର୍ଷ ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ଏହା କୋହଲିଙ୍କ…

‘କୁମ୍ଭୀର ବ୍ୟାଟେରି ଫାର୍ମିଂ’ କାହିଁକି ବିସ୍ମୃତ

ଦୈନିକ ଧରିତ୍ରୀରେ ୭ ଅକ୍ଟୋବର୨୦୨୫ରେ ପ୍ରକାଶିତ ‘କାରଖାନା କୃଷି ….’ ଲେଖାଟି ପଢ଼ିବା ପରେ କେଇ ଦଶନ୍ଧି ପଛକୁ ଫେରିଗଲି। ଓଡ଼ିଶାରେ ୧୯୭୫ ମସିହାରୁ ପ୍ରଥମ କରି ଯେତେବେଳେ କୁମ୍ଭୀର ଯୋଜନା ଆରମ୍ଭ କରାଗଲା, ସେତିକି ବେଳଠୁ ଫୁଡ ଆଣ୍ଡ୍‌ ଏଗ୍ରିକଲଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?