ଜମିରେ ଧାନ କାଟୁଛନ୍ତି ଡାବୁଗାଁ ବିଧାୟକ
ନବରଙ୍ଗପୁର,୧୪୧୧(ବି.ପ୍ର.): ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜର ନିଅାରା କାଯର୍ୟ ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ଏବେ ନବରଙ୍ଗପୁର ବ୍ଲକ ଅଧୀନ ପୂଜାରୀଗୁଡାସ୍ଥିତ ନିଜ ଚାଷଜମିରେ ସେ ଶ୍ରମିକମାନଙ୍କ ସହ ମିଶି ଧାନ କାଟୁଥିବା ଭିଡିଓ ଭାଇରାଲ ହୋଇଛି ନିଜେ ପ୍ରତ୍ୟେକ୍ଷ…
ସ୍ବାମୀଙ୍କ ସହ ଅଣ୍ଡର ଓ୍ବାଟର ହନିମୁନ୍ ଉପଭୋଗ କରୁଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ନିକଟରେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି। ଆଜିକାଲି କାଜଲ ସ୍ବାମୀ ଗୌତମଙ୍କ ସହ ମାଳଦ୍ୱୀପରେ ହନିମୁନ୍ କରୁଛନ୍ତି। ତେବେ ସୋସିଆଲ ମିଡିଆରେ ସେମାନଙ୍କର ହନିମୁନ୍ର ଫଟୋ ଭାଇରାଲ ହେଉଛି। କାଜଲ କ୍ରମାଗତ ଭାବରେ ହନିମୁନ୍ର…
ଏଥର ହେବନି ବାଲିଯାତ୍ରା, ଆମେ ଦୁଃଖିତ
ଭାଇଚାରାର ସହର କଟକ । କାର୍ତ୍ତିକ ମାସ ହେଲେ ସିଲଭର ସିଟିରେ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା କଥା ମନେ ପଡେ । କାର୍ତ୍ତିକ ମାସ ଆରମ୍ଭ ହୋଇଥିବା ବେଳେ ଏତେବେଳକୁ ବାଲିଯାତ୍ରାର ପ୍ରସ୍ତୁତିକାର୍ୟ୍ୟ ଆରମ୍ଭ ହୋଇଯାଇଥାଏ । କିନ୍ତୁ ଏଥର ସବୁ…
ଏମିତି ଦେଶ, ଯେଉଁଠି ସନ୍ତାନ ଜନ୍ମ ଦେଲେ ପିଲା ପିଛା ମିଳେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା
ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ସନ୍ତାନ ଜନ୍ମ ଦେଲେ ମାତାପିତାଙ୍କୁ ପୁରସ୍କାର ସ୍ବରୂପ ମିଳିଥାଏ ଲକ୍ଷାଧିକ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଦେଶ ହେଉଛି ଫିନ୍ଲ୍ୟାଣ୍ଡ। ଏଠାକାର ଲେଷ୍ଟିଜାରଓ୍ବିରେ ସନ୍ତାନ ଜନ୍ମ ହେଲେ ପ୍ରତି…
ସୈଫ୍ ଅଲ୍ଲୀ ଖାନ୍ଙ୍କ ପୂର୍ବରୁ ଏହି ଖାନ୍ଙ୍କ ପ୍ରେମରେ ପାଗଳ ଥିଲେ କରୀନା
ବଲିଉଡ୍ ଅଭିନେତ୍ରୀ କରୀନା କପୁର, ସୈଫ୍ ଅଲ୍ଲୀ ଖାନ୍ଙ୍କ ପୂର୍ବରୁ ଅନେକ କଳାକାରଙ୍କୁ ଡେଟ୍ କରିସାରିଛନ୍ତି। କିନ୍ତୁ ଶାହିଦ କପୁରଙ୍କ ସହ ତାଙ୍କ ସମ୍ପର୍କ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା। ଫିଲ୍ମ ‘ଫିଦା’ର ଶୁଟିଂ ସେଟ୍ରୁ ଉଭୟ ପରସ୍ପରର ଅଧିକ ନିକଟତର…
ଆଖିବୁଜିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ
ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ଅନିଲ ନାଇଡୁଙ୍କ ପରଲୋକ ଘଟିଛି। ସେ ଅନେକ ବିଜ୍ଞାପନରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ। ଅମିତାଭ ବଚ୍ଚନଙ୍କ ଫିଲ୍ମ ପା’ ଏବଂ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ମିଶନ ମଙ୍ଗଲ ଏବଂ ପ୍ୟାଡ୍ମ୍ୟାନ୍ର ସହ-ନିର୍ମାତା ଥିଲେ। ଅନିଲ ନାଇଡୁ ଏକ…
ପର୍ଯ୍ୟଟନକୁ ଅବହେଳା
ନାରାୟଣ ଚନ୍ଦ୍ର ବିଶ୍ୱାଳ ବୁଦ୍ଧିଷ୍ଟ ସର୍କିଟରୁ ଆରମ୍ଭ କରି ଟେମ୍ପୁଲ ସର୍କିଟ, ଇକୋ ଟୁରିଜମ୍, ଟ୍ରାଇବାଲ ଟୁରିଜମ୍, ୱାଇଲ୍ଡଲାଇଫ ଟୁରିଜମ୍, କୋଷ୍ଟାଲ ଟୁରିଜମ୍ ଭଳି କ୍ଷେତ୍ରରେ ଓଡ଼ିଶାରେ ରହିଛି ପର୍ଯ୍ୟାପ୍ତ ଭିତ୍ତିଭୂମି; ଯାହା କି ପ୍ରତିବର୍ଷ ଦେଶ ବିଦେଶର କୋଟିଏରୁ ଅଧିକ…
୧୦୨ ମିଟରର ବିଶାଳ ଛକା ମାରିଲେ ଧୋନୀ
ଦୁବାଇ, ୧୪।୧୦: ଚଳିତ ଆଇପିଏଲ୍ରେ ମଙ୍ଗଳବାର ସନ୍ରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷ ମୁକାବିଲାକୁ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ୨୦ ରନରେ ଜିତି ନେଇଥିଲା। ଚଳିତ ସିଜନରେ ଚେନ୍ନାଇର ଏହା ୩ୟ ବିଜୟ ଥିଲା। ତେବେ ଏହି ମ୍ୟାଚ୍ରେ ସବୁଠାରୁ ଉଲ୍ଲେଖନୀୟ ଘଟଣା…
ସୋନୁ ସୁଦ ସାହାଯ୍ୟ ନୁହେଁ, କରୁଛନ୍ତି ଘୋଟାଲା!
ବଲିଉଡ୍ ଅଭିନେତା ସୋନୁ ସୁଦ କରୋନା ସମୟରେ ପ୍ରବାସୀ ଶ୍ରମିକ ତଥା ଅସହାୟ ଲୋକଙ୍କୁ ସାହାଯ୍ୟ କରି ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏଥିପାଇଁ କିଛି ଲୋକ ତାଙ୍କୁ ଭଗବାନ ଭଳି ପୂଜା ମଧ୍ୟ କରୁଛନ୍ତି। ମାତ୍ର ଏବେ କିଛି ଦିନ ହେବ…
ଗୁରୁଦିବସରେ ଗୁଗଲର ଡୁଡଲ: ଶିକ୍ଷକଙ୍କ ପ୍ରତି ଏପରି ଜଣାଇଲା ସମ୍ମାନ
ନୂଆଦିଲ୍ଲୀ: ଆଜି ଗୁରୁଦିବସ। ପୂର୍ବତନ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ। ଏହି ଦିନରେ ଛାତ୍ରୀଛାତ୍ରମାନେ ନିଜର ଗୁରୁଙ୍କୁ ମନେପକାଉଛନ୍ତି। ଏହି କ୍ରମରେ ସର୍ଚ୍ଚ ଇଞ୍ଜିନ୍ ଗୁଗଲ ମଧ୍ୟ ଡୁଡଲ କରି ଏହି ଦିନକୁ ପାଳନ…
ଭାରତୀୟ ରେଲ୍ଓ୍ବେ ଇତିହାସରେ ପ୍ରଥମ ଥର: ଟ୍ରେନରେ ବାଂଲାଦେଶ ପଠାଗଲା ୧୦୦ ଟ୍ରାକ୍ଟର
ନୂଆଦିଲ୍ଲୀ, ୩।୯: ପ୍ରଥମ ଥର ଲାଗି ଟ୍ରେନ ମାଧ୍ୟମରେ ୧୦୦ ଟ୍ରାକ୍ଟର ବାଂଲାଦେଶକୁ ପଠାଇ ଭାରତୀୟ ରେଲ୍ଓ୍ବେ ଇତିହାସ ରଚିଛି। ରେଳମନ୍ତ୍ରୀ ପିୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ଟୁଇଟ୍ ମାଧ୍ୟମରେ ସୂଚନା ଦେଇ ଗୋୟଲ କହିଛନ୍ତି, ଉତ୍ତର ପ୍ରଦେଶର ଦାଦ୍ରିରେ…
ମୋଦି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ନମ୍ର ବ୍ୟକ୍ତି: କଙ୍ଗନା
ବମ୍ବେ: କଙ୍ଗନା ରାଣାଓ୍ବତ୍ ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ନିଜର ରୋକ୍ଠୋକ୍ କଥାକୁ ନେଇ ସେ ଏକାଧିକ ଥର ଚର୍ଚ୍ଚାକୁ ଆସିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ପ୍ରଶଂସକଙ୍କୁ ବ୍ୟଥିତ କରିଥିବା ବେଳେ ସେ ବଲିଉଡ୍ର ନେପୋଟିଜିମ୍ ବିରୋଧରେ ମୁହଁ ଖୋଲିଥିଲେ।…
Archives


