ଝିଅର ଚରିତ୍ର ସଂହାର କରନାହିଁ: ମମିତା ମେହେରଙ୍କ ବାପା
ବଲାଙ୍ଗୀର ଅଫିସ, ୭ା୧୧: ମମିତା ମେହେର ହତ୍ୟା ଘଟଣାକୁ ନେଇ ତାଙ୍କ ପିତା ଏକ ଭିଡିଓ ବାର୍ତ୍ତାରେ ଝିଅର ଚରିତ୍ର ସଂହାର ନ କରିବା ଏବଂ ଏହାକୁ ନେଇ ରାଜନୀତି ନ କରିବାକୁ ଅନୁରୋଧ କରିଛନ୍ତି। ଭାଇରାଲ ହୋଇଥିବା ଏକ ଭିଡିଓ…
‘ପ୍ରତିଜ୍ଞା’ର ଔପନ୍ୟାସିକ
ଟାଇପ୍ରାଇଟର କିମ୍ବା କମ୍ପ୍ୟୁଟର ବ୍ୟବହାର ନ କରି ପ୍ରାରମ୍ଭିକ ଲେଖା ଲଙ୍ଗ୍ହାଣ୍ଡ୍ ନୋଟ୍ବୁକ୍ ଉପରେ ଟର୍ଟଏଜଶେଲ୍ ଫାଉଣ୍ଟେନ୍ ପେନ୍ ଚଲାଇ ସୃଜନ କାର୍ଯ୍ୟରେ ନିମଗ୍ନ ରହିବାରେ ଦକ୍ଷିଣ ଆଫ୍ରିକୀୟ ଔପନ୍ୟାସିକ ଡାମୋନ ଗାଲ୍ଗୁଟ୍ ଆନନ୍ଦ ପାଇଥାଆନ୍ତି। କୌଣସି ଲେଖାକୁ ପୂର୍ଣ୍ଣାଙ୍ଗ ରୂପ…
ଗାଁକୁ ଫେରିବାର ବେଳ
ବିଚିତ୍ର ବିଶ୍ୱାଳ କରୋନା ମହାମାରୀ ଆମଠାରୁ ଅନେକ କିଛି ଛଡ଼େଇ ନେଇଥିବା ବେଳେ ଆମକୁ ଏକ ବଡ଼ ଶିକ୍ଷା ଦେଇଯାଇଛି। ତାହା ହେଉଛି ବିକାଶର ଗାଡ଼ିର ଦିଗକୁ ଏବେ ବଦଳେଇବାର ସମୟ ଆସିଛି। ଗାଁକୁ ଭାଙ୍ଗି ସହରୀକରଣ କରିବାର ଯେଉଁ ବିକାଶର…
ହାତୀ ଆତଙ୍କ, ବ୍ୟାପକ ଫସଲ ନଷ୍ଟ
ଡେରାବିଶ, ୨୮।୧୦(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଞ୍ଚଳରେ ବୁଧବାର ଏକ ବଣୁଆ ହାତୀ ଆତଙ୍କ ସୃଷ୍ଟି କରିଥିଲା। ସକାଳେ ହାତୀଟି ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମ ଦେଇ ହରିଦାସପୁର-ପାରାଦ୍ୱୀପ ରେଳପଥ ନିକଟରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଏକ ମାଲ୍ ବୋଝେଇ…
ପିଲାଙ୍କ ସ୍ବପ୍ନ
ନିଜ ପିଲାର ଉଜ୍ଜ୍ୱଳ ଭବିଷ୍ୟତ କେଉଁ ଅଭିଭାବକଙ୍କ କାମନା ନୁହେଁ । ହେଲେ କେବେ କେବେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଭର୍ତ୍ତି କରାଇବାକୁ ନେଇ ସେମାନଙ୍କ ଜିଦ୍ ପିଲାର କ୍ୟାରିଅର୍ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ପିଲାର ଆଗ୍ରହ ଥିବା…
ପୁଅ ଚିତା ନ ଲିଭୁଣୁ ଆଖି ବୁଜିଲେ ମା’
ପାତ୍ରପୁର,୨୦ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବାଦପୁର ଗ୍ରାମରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ପୁଅର ଚିତା ଜଳୁଥିବା ବେଳେ ମା’ଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମା’ ପଦ୍ମାବତୀ ପ୍ରଧାନ ଓ ତାଙ୍କର ପୁଅ ପୂର୍ଣ୍ଣଚନ୍ଦ୍ର। ୧୦…
ଗିରଫ ହେଲେ ଏହି ମହାନ କ୍ରିକେଟର୍
ସିଡନୀ,୨୦।୧୦: ଘରୋଇ ହିଂସା ଅଭିଯୋଗରେ ଅଷ୍ଟ୍ରେଲୀୟ କ୍ରିକେଟ ମହାନ ମାଇକେଲ ସ୍ଲେଟରଙ୍କୁ ବୁଧବାର ସିଡନୀରେ ଗିରଫ କରାଯାଇଛି। ଗତ ସପ୍ତାହରେ ହୋଇଥିବା ଏକ ଘଟଣାରେ ୫୧ ବର୍ଷିୟ ସ୍ଲେଟରଙ୍କୁ ଗିରଫ କରାଯାଇଥିଲା। ନ୍ୟୁ ସାଉଥ ୱେଲ୍ସ ପୋଲିସ ସିଡନୀର ଏକ ସମୁଦ୍ର…
ଟ୍ୟୁନିସିଆ ବାର୍ତ୍ତାବହ
ଉତ୍ତର ଆଫ୍ରିକୀୟ ଦେଶ ଟ୍ୟୁନିସିଆ ୨୦୧୧ରେ ଦେଖିଥିଲା ଜସ୍ମିନ୍ ରିଭୋଲ୍ୟୁଶନ ବା ମଲ୍ଲୀଫୁଲ ବିପ୍ଳବ। ତତ୍କାଳୀନ ରାଷ୍ଟ୍ରପତି ଜିନେ ଅଲ୍-ଆବିଦିନ୍ ବେନ୍ ଅଲ୍ଲୀଙ୍କ ଶାସନରେ ଲୋକଙ୍କ ଉପରେ ଅତ୍ୟାଚାର ବଢ଼ିବା ସହ ଦୁର୍ନୀତି ଶେଷ ସୀମାରେ ପହଞ୍ଚତ୍ୟାଇଥିଲା। ଫଳରେ ଦାରିଦ୍ର୍ୟ ସମଗ୍ର…
ସ୍ପେଶାଲ ସଜବାଜ
ତେଲୁଗୁ ସିନେମାର ଅନ୍ୟତମ ପରିଚିତ ଅଭିନେତା ପ୍ରଭାସ। ଏବେ ତାଙ୍କୁ ନେଇ ଚର୍ଚ୍ଚା। କାରଣ ଖୁବ୍ ଶୀଘ୍ର ସେ ବଡ଼ ପରଦାରେ ଖାକି ପୋଷାକ ଗେଟ୍ଅପ୍ରେ ଦେଖିବାକୁ ମିଳିବେ। କଥା କ’ଣ କି ଏପରି ଏକ ଅଫର ପାଇବା ପରେ ସେ…
ସୀମାରେ ଶାନ୍ତି ଚାହୁଁନି ଚାଇନା
ନୂଆଦିଲ୍ଲୀ, ୧୧ା୧୦: ଗତ ବର୍ଷ ମେ’ରୁ ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦର କୌଣସି ସମାଧାନ ବାହାରିପାରିନାହିଁ। ରବିବାର ଉଭୟ ଦେଶ ମଧ୍ୟରେ ତ୍ରୟୋଦଶ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି। ସମାଧାନ ପାଇଁ ଭାରତ ପକ୍ଷରୁ…
ବଗିଚାରେ ଟଳିପଡ଼ିଲେ ନନ୍ଦନକାନନ କର୍ମଚାରୀ
ବାରଙ୍ଗ,୭।୧୦:(ଡି.ଏନ୍.ଏ.): ନନ୍ଦନକାନନ ଷ୍ଟୋର ରେଞ୍ଜର କାର୍ଯ୍ୟାଳୟ ସମ୍ମୁଖ ବଗିଚାରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କର ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ନନ୍ଦନକାନନ ଥାନା ରଘୁନାଥପୁରର ଜର୍ମାନୀ ନାୟକ(୫୪)। ସେ ନନ୍ଦନକାନନର ରାତ୍ରି ଜଗୁଆଳି ହୋଇ ଷ୍ଟୋର ବିଭାଗ ଅଧୀନରେ ମାଳି…
ପ୍ରାଣୀ ସମ୍ପଦର ସୁରକ୍ଷା ହେଉ
ଡ. ଅଜୟ କୁମାର ପାତ୍ର ସମୟ ଥିଲା, ମଣିଷ-ମଣିଷ ମଧ୍ୟରେ, ମଣିଷ ଓ ସକଳ ଜୀବମାନଙ୍କ ମଧ୍ୟରେ ଆନ୍ତରିକତା, ସ୍ନେହ, ମମତା, ସହାନୁଭୂତି ଓ ସହଯୋଗିତା ଭରି ରହିଥିଲା। ସରଗର ସୁଖ ମର୍ତ୍ତ୍ୟରେ ହିଁ ମିଳୁଥିଲା। ପ୍ରକୃତି କୋଳରେ ଗ୍ରାମ୍ୟ ସଂସ୍କୃତି…
Archives


