ସୀମାରେ ଶାନ୍ତି ଚାହୁଁନି ଚାଇନା

ନୂଆଦିଲ୍ଲୀ, ୧୧ା୧୦: ଗତ ବର୍ଷ ମେ’ରୁ ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦର କୌଣସି ସମାଧାନ ବାହାରିପାରିନାହିଁ। ରବିବାର ଉଭୟ ଦେଶ ମଧ୍ୟରେ ତ୍ରୟୋଦଶ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି। ସମାଧାନ ପାଇଁ ଭାରତ ପକ୍ଷରୁ ଅନେକ ଗଠନମୂଳକ ପରାମର୍ଶ ଦିଆଯାଇଥିଲେ ହେଁ ଚାଇନା ତାହାକୁ ଶୁଣି ନ ଥିଲା କିମ୍ବା ନିଜ ଆଡ଼ୁ କୌଣସି ସମାଧାନର ବାଟ ବାହାର କରି ନ ଥିଲା ବୋଲି ଭାରତୀୟ ସେନା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ବୈଠକରେ କୌଣସି ସିଦ୍ଧାନ୍ତ ବାହାରି ନ ଥିଲେ ହେଁ ଚାଇନା ସୀମା ବିବାଦର ସମାଧାନ ନିମନ୍ତେ ଆଗକୁ ବଢ଼ିବ ବୋଲି ଆଶା ଥିବା ସେନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନ ପାଇଁ ବନ୍ଦ ରହିବ ଇଣ୍ଟରନେଟ୍‌

କୋଲକାତା,୬।୩: ପଶ୍ଚିମବଙ୍ଗର କିଛି ଜିଲାରେ ମୋବାଇଲ ଇଣ୍ଟରନେଟ୍‌ ଏବଂ ବ୍ରଡବାଣ୍ଡ ସର୍ଭିସକୁ ୭ ଦିନ ପାଇଁ ସାମୟିକ ଭାବେ ସସ୍‌ପେଣ୍ଡ କରାଯିବ। ଏ ନେଇ ନିର୍ଦ୍ଦେଶ...

କରୋନା ସଂକ୍ରମିତ ୪୦ ପ୍ରତିଶତ ରୋଗୀଙ୍କ ପାଖରେ ନାହିଁ କୌଣସି ଲକ୍ଷଣ

ନୂଆଦିଲ୍ଲୀ,୯।୮: ଏବେସୁଦ୍ଧା ବିଶ୍ୱରେ କରୋନା ସଂକ୍ରମଣ ୨କୋଟିରେ ପହଞ୍ଚି ସାରିଲାଣି। ଏହାସହ ୭.୨୯ ଲକ୍ଷ ଲୋକଙ୍କର କରୋନା ଯୋଗୁ ମୃତ୍ୟୁ ବି ହେଲାଣି। ତେବେ ଏମାନଙ୍କ...

ଡିମ୍ପଲ ନୁହେଁ ଜୟନ୍ତ ଚୌଧୁରୀଙ୍କୁ ମିଳିଲା ରାଜ୍ୟ ସଭା ଟିକେଟ

ନୂଆଦିଲ୍ଲୀ,୨୬ ।୫: ଉତ୍ତର ପ୍ରଦେଶରେ ୧୧ ରାଜ୍ୟ ସଭା ଆସନ ପାଇଁ ହେଉଥିବା ନିର୍ବାଚନରେ ସମାଜବାଦୀ ପାର୍ଟି ଆଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି...

ଯୋଗୀଙ୍କ ନାଁରେ ଅଭିଯୋଗ ଆଣିଲା ଏଏପି

ନୂଆଦିଲ୍ଲୀ,୨।୨: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ଆମ ଆଦମୀ ପାର୍ଟି(ଏଏପି)। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା...

ଆଜିର ଆହ୍ବାନ ଜନସଂଖ୍ୟା ନିୟନ୍ତ୍ରଣ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଗର୍ଭନିରୋଧ ପ୍ରତି ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ପାଳନ କରାଯାଉଛି ଗର୍ଭ ନିରୋଧକ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର...

ଶାହରୁଖ୍‌ ଭାଜପାରେ ମିଶିଲେ ‘ଡ୍ରଗ୍ସ ହେବ ଚିନି’

ନୂଆଦିଲ୍ଲୀ,୨୭।୧୦: ଶାହରୁଖ୍‌ ଭାଜପାରେ ମିଶିଲେ ଡ୍ରଗ୍ସ ହେବ ଚିନି। ଏଭଳି ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୂଜବଳ। ଭାଜପାର ଦୋମୁହାଁ ନୀତିକୁ ନେଇ ସେ...

ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ସରକାର…

ନୂଆଦିଲ୍ଲୀ,୫।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଜାରି ରହିଛି। ବିରୋଧୀ ସଦସ୍ୟଙ୍କ ଯୋଗୁ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ...

ଶସ୍ତା ହେଲା ପେଟ୍ରୋଲ

ନୂଆଦିଲ୍ଲୀ,୧।୧୨: ରାଜଧାନୀ ଦିଲ୍ଲୀବାସୀଙ୍କୁ ଏକ ବଡ଼ ଆରାମ ଦେଇଛନ୍ତି କେଜ୍‌ରିଓ୍ବାଲ୍‌ ସରକାର। ଅରବିନ୍ଦ କେଜ୍ରିୱାଲଙ୍କ ସରକାର ୧ ଡିସେମ୍ବର ୨୦୨୧ ରେ ରାଜଧାନୀରେ ପେଟ୍ରୋଲ ଉପରେ...

Advertisement
Archives

Model This Week