Posted inUncategorized

୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ୱର, ୨୯।୧୧(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କମୁଛି ପାରଦ। ଫଳରେ ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ରବିବାର ରାତିରେ ୯ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଥିଲା। କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ କନ୍ଧମାଳର ଜି. ଉଦୟଗିରିରେ ୮, ଫୁଲବାଣୀ ୮.୫, କେନ୍ଦୁଝର ୯.୫, କୋରାପୁଟ ୯.୫, ଦାରିଙ୍ଗବାଡ଼ି ୯.୫, ସୁନ୍ଦରଗଡ଼ର କିରେଇରେ ୯.୫, ସମ୍ବଲପୁର ଚିପିଲିମାରେ ୯.୮ ଓ ଭବନୀପାଟଣାରେ ୧୦ ଡିଗ୍ରୀ ତାପମାତ୍ରା ରହିଥିଲା। ସେପଟେ ସୋମବାର ୧୮ ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବାବେଳେ ୪ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଥିଲା ପାରଦ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଫୁଲବାଣୀରେ ସର୍ବନିମ୍ନ ୮.୫ ଡିଗ୍ରୀ ତାପମାତ୍ରା ରହିଥିଲା। ସେହିଭଳି କୋରାପୁଟ ୯.୫, ଦାରିଙ୍ଗବାଡ଼ି ୯.୫, କେନ୍ଦୁଝରଗଡ଼ ୯.୬, ଭବାନୀପାଟଣା ୧୦, ଭୁବନେଶ୍ୱର ୧୪, ଅନୁଗୋଳ ୧୨, ଝାରସୁଗୁଡ଼ା ୧୧.୨, ସମ୍ବଲପୁର ୧୩.୩, ସୁନ୍ଦରଗଡ଼ ୧୨, ହୀରାକୁଦ ୧୧.୯, ବଲାଙ୍ଗୀର ୧୨.୮, ଟିଟିଲାଗଡ଼ ୧୪, ମାଲକାନଗିରି ୧୪.୫, ସୋନପୁର ୧୩, ବରଗଡ଼ ୧୨.୬, ଦେବଗଡ଼ ୧୨ ଓ କେନ୍ଦ୍ରାପଡ଼ାରେ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘୧୧ ମାସରେ କେତେ ଜମି ଅଧିଗ୍ରହଣ ହୋଇଛି ସ୍ପଷ୍ଟ କର’

ପଦ୍ମପୁର,୨୯।୧୧(ଡି.ଏନ.ଏ.): ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ପଦ୍ମପୁରର ଏକ ନିର୍ବାଚନୀ ସଭାରେ ବରଗଡ-ନୂଆପଡା ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର କାଲି ଜମି ଦେଲେ ପଅରଦିନ...

ଯୋଗୀ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା

ଲକ୍ଷ୍ନୌ,୭।୯: ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ଅଜିଜ୍‌ କୁରେଶୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ସେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା...

୨୨ ବର୍ଷ ଧରି ପୋଲ ପାଇଁ ହନ୍ତସନ୍ତ ଟେଲାପାଲିବାସୀ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୪ା୩: କନ୍ଧମାଳ ଜିଲା ଫିରଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଟେଲାପାଲି ଗ୍ରାମବାସୀ ଆଜକୁ ଦୀର୍ଘ ୨୨ ବର୍ଷ ହେବ ନାହିଁ ନ ଥିବା...

‘ପ୍ରତିଜ୍ଞା’ର ଔପନ୍ୟାସିକ

ଟାଇପ୍‌ରାଇଟର କିମ୍ବା କମ୍ପ୍ୟୁଟର ବ୍ୟବହାର ନ କରି ପ୍ରାରମ୍ଭିକ ଲେଖା ଲଙ୍ଗ୍‌ହାଣ୍ଡ୍‌ ନୋଟ୍‌ବୁକ୍‌ ଉପରେ ଟର୍ଟଏଜଶେଲ୍‌ ଫାଉଣ୍ଟେନ୍‌ ପେନ୍‌ ଚଲାଇ ସୃଜନ କାର୍ଯ୍ୟରେ ନିମଗ୍ନ ରହିବାରେ...

ଅଭିଯୁକ୍ତ ଟିଉଶନ ସାର୍‌ ଗିରଫ

ଭୁବନେଶ୍ୱର/ ସମ୍ବଲପୁର,୨୩।୧୨(ବ୍ୟୁରୋ): ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରୁ ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ଟିଉଶନ୍‌ ସାର୍‌ ଗୋପାଳକୃଷ୍ଣ ବାଡ଼ତିଆଙ୍କୁ ପୋଲିସ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରୁ...

ଦୀନେଶ କୁମାରଙ୍କୁ ଡବଲ ସ୍ବର୍ଣ୍ଣ

ଭୁବନେଶ୍ୱର,୪।୧୦ (କ୍ରୀଡ଼ା ପ୍ରତିନିଧି): ଗୁଜରାଟର ୬ ସହର ଅହମଦାବାଦ, ଗାନ୍ଧୀନଗର, ସୁରଟ, ଭଦୋଦରା, ରାଜକୋଟ ଓ ଭବନଗରରେ ଚାଲିଥିବା ଜାତୀୟ କ୍ରୀଡ଼ାର ୪ର୍ଥ ଦିବସରେ ସୋମବାର...

ଟ୍ରେନ୍‌ ଶୌଚାଳୟରେ ପଡ଼ି ମହିଳା ଯାତ୍ରୀଙ୍କ ଚାଳିଗଲା ଜୀବନ

ବ୍ରହ୍ମପୁର ଅଫିସ,୧୬।୧: ରେଳପଥ ପୋଲିସ ରବିବାର ରାତିରେ ଜଣେ ମହିଳା ଯାତ୍ରୀଙ୍କ ମୃତଦେହ କୋଣାର୍କ ଏକ୍ସପ୍ରେସ୍‌ର ଶୌଚାଳୟରୁ ଉଦ୍ଧାର କରିଛି। ମୃତ ମହିଳା ଜଣଙ୍କ ଗଞ୍ଜାମ...

ମହିଳା ଟ୍ରାଫିକ୍‌ କନଷ୍ଟେବଳଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର,୯।୨(ବ୍ୟୁରୋ): କାର୍ଯ୍ୟ ସମ୍ପାଦନ କରୁଥିବା ଦୁଇ ମହିଳା କନଷ୍ଟେବଳଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ...

Advertisement
Archives

Model This Week