Uncategorized

ପ୍ରସ୍ତୁତ ହେବ ଚିଠା ଯୋଜନା

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ମୋଟର ଚାଳକ ଏବଂ ମୋଟର କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ବିଭିନ୍ନ ଘରୋଇ ଓ ଅଣସଂଗଠିତ ପରିବହନ ସଂସ୍ଥା ପ୍ରଭୃତିରେ କାମ କରୁଥିବା ଚାଳକ ଓ କର୍ମଚାରୀମାନଙ୍କର…

ଟି-୨୦ ବିଶ୍ୱକପ୍‌ରେ କ’ଣ ରହିବ ଭାରତର ରଣନୀତି: ରୋହିତ ଶର୍ମା କଲେ ଖୁଲାସା

ସିଡନୀ,୧୯।୧୦: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। ଏବେ କ୍ୱାଲିଫାୟର ରାଉଣ୍ଡ ମ୍ୟାଚ ଖେଳାଯାଉଛି। ଭାରତର ପ୍ରଥମ ମ୍ୟାଚ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ରହିଛି। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା କେଉଁ ଯୋଜନା ସହିତ ଭାରତ ଏହି…

ଅନ୍ତର୍ଜାତୀୟ ସୁରକ୍ଷା ନିୟମ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଛି ଚାଇନା, ବ୍ରିଟେନର ଅଭିଯୋଗ…

ଲଣ୍ଡନ,୧୩।୧୦ : ବ୍ରିଟେନର ସାଇବର-ଇଣ୍ଟେଲିଜେନ୍ସ ଏଜେନ୍ସିର ମୁଖ୍ୟ ଜେରେମି ଫ୍ଲେମିଙ୍ଗ ଚାଇନା ଅନ୍ତର୍ଜାତୀୟ ସୁରକ୍ଷାର ନିୟମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଏହାର ଅଞ୍ଚଳକୁ ବୃଦ୍ଧି କରିବା ତଥା ଅନ୍ୟ ଦେଶରେ ପ୍ରଭାବ ବଢ଼ାଇବା ପାଇଁ ଚାଇନା ଏହାର…

ଏକତରଫା ପ୍ରେମ କରି ଯୁବତୀଙ୍କୁ ଜାଳିଦେଲେ

ରାଞ୍ଚି,୭।୧୦: ଝାଡଖଣ୍ଡର ଦୁମକାରେ ଏକତରଫା ପ୍ରେମ ପାଇଁ ଜଣେ ଯୁବତୀଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଭଳି ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ବିବାହିତ ଯୁବକ ତାଙ୍କୁ ବଳପୂର୍ବକ ବିବାହ କରିବାକୁ ଚାହୁଁଥିଲେ, ପରିବାରର ମନା ପରେ ସେ ଯୁବତୀଙ୍କୁ ହତ୍ୟା…

ଦିଲ୍ଲୀ ଅବକାରୀ ଦୁର୍ନୀତି: ପୁଣି ୩୫ ସ୍ଥାନରେ ଇଡି ଚଢାଉ

ନୂଆଦିଲ୍ଲୀ,୭।୧୦: ଦିଲ୍ଲୀରେ ହୋଇଥିବା ଅବକାରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଟିମ୍‌ ସର୍ଚ୍ଚ ଅପରେସନ କରୁଛନ୍ତି। ଇଡି ଦଳ ଦିଲ୍ଲୀ, ପଞ୍ଜାବ ଏବଂ ହାଇଦ୍ରାବାଦ ସମେତ ୩୫ଟି ସ୍ଥାନରେ ଚଢାଉ କରୁଛି। ଦିଲ୍ଲୀର ଆମ…

ଜୟଦୁର୍ଗା ଗ୍ରୁପ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୭।୧୦: ରାଜ୍ୟର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ତଥା ଜୟଦୁର୍ଗା ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ବାର୍ଷିକ ଉତ୍ସବ ନିକଟରେ ଶେଷ ହୋଇଯାଇଛି। ଏ ସମ୍ପର୍କରେ ଜୟଦୁର୍ଗା ଗ୍ରୁପ୍‌ର ଏମ୍‌ଡି ଇଂ. ବାବୁରାମ ସ୍ବାଇଁ କହିଛନ୍ତି, ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରତିଷ୍ଠାନର…

ଖଣି ଅଞ୍ଚଳରେ ପାର୍ବଣ ଫିକା

କେନ୍ଦୁଝର,୪ା୧୦(ସ୍ବ.ପ୍ର.): ଖଣିଖାଦାନ ଓ ଶିଳ୍ପ ବହୁଳ କେନ୍ଦୁଝର ଜିଲାରେ ମା’ ଦୁର୍ଗାଙ୍କ ପୂଜା, ପାର୍ବଣ ଅଞ୍ଚଳରେ ଅନ୍ୟତମ ପ୍ରମୁଖ ଉତ୍ସବ ଭାବରେ ପାଳିତ ହୋଇଥାଏ। କୋଭିଡ୍‌ ପରେ ଉତ୍ସବ ଚଳିତ ବର୍ଷ ଧୁମ୍‌ଧାମରେ ପାଳନ ହେବା ନେଇ ସମସ୍ତେ ଆଶା ରଖିଥିଲେ।…

ଦୀନେଶ କୁମାରଙ୍କୁ ଡବଲ ସ୍ବର୍ଣ୍ଣ

ଭୁବନେଶ୍ୱର,୪।୧୦ (କ୍ରୀଡ଼ା ପ୍ରତିନିଧି): ଗୁଜରାଟର ୬ ସହର ଅହମଦାବାଦ, ଗାନ୍ଧୀନଗର, ସୁରଟ, ଭଦୋଦରା, ରାଜକୋଟ ଓ ଭବନଗରରେ ଚାଲିଥିବା ଜାତୀୟ କ୍ରୀଡ଼ାର ୪ର୍ଥ ଦିବସରେ ସୋମବାର ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ସହ ମୋଟ୍‌ ୮ ପଦକ ମିଳିଛି। ସାଇକ୍ଲିଷ୍ଟ…

ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଲା ରୁଷିଆ

ଜାତିସଂଘ,୨୫।୯: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ ଏବଂ ବ୍ରାଜିଲ୍‌ର ପ୍ରାର୍ଥିତ୍ୱକୁ ରୁଷିଆ ସମର୍ଥନ ଜଣାଇଛି। ଅନ୍ତର୍ଜାତୀୟସ୍ତରରେ ଉଭୟ ଦେଶର ପ୍ରଭାବ ରହିଥିବା ମସ୍କୋ କହିଛି। ଜାତିସଂଘ ସାଧାରଣ ସଭାର ୭୭ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ରୁଷିଆ…

ମୃତ୍ୟୁ ପୂର୍ବରୁ ଏହାଥିଲା ରାଜୁଙ୍କ ବଡ଼ ସ୍ବପ୍ନ

ମୁମ୍ବାଇ: ବି-ଟାଉନ୍‌ର ଜଣାଶୁଣା ହାସ୍ୟ ଅଭିନେତାଙ୍କର ବୁଧବାର ୫୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବରରେ ସବୁଆଡେ ଶୋକର ଛାୟା ଖେଳିଯାଇଛି। ଅଗଷ୍ଟ ୧୦ରେ ହୃଦ୍‌ଘାତରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ଧରି ସେ ଦିଲ୍ଲୀ ଏମ୍ସ…

ବିଧାନସଭାକୁ ଗାଈ ଆଣିଲା ଭାଜପା

ଜୟପୁର,୨୧ା୯: ରାଜସ୍ଥାନରେ ଲମ୍ପି ଚର୍ମରୋଗ ଅଦ୍ୟାବଧି ୫୭,୦୦୦ ଗୋରୁଙ୍କ ଜୀବନ ନେଲାଣି। ଏହି ରୋଗରେ ୧୧ ଲକ୍ଷ ଗୋରୁ ପ୍ରଭାବିତ ହେଲେଣି। ଗୋରୁଙ୍କ ଲମ୍ପିଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ସ୍ଥାନୀୟ କୃଷକଙ୍କୁ କ୍ଷତି ସହିବାକୁ ପଡ଼ୁଛି। ରାଜ୍ୟ ସରକାର…

ଘୋଷଣା ଅଧିକ, ଖର୍ଚ୍ଚ କମ୍‌

ବଲାଙ୍ଗୀର ଅଫିସ, ୮ା୯: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଚରମ ଅବହେଳାର ପ୍ରକଳ୍ପ ହୋଇଯାଇଛି। ଏହି ପ୍ରକଳ୍ପ ପାଇଁ ଯେତିକି ଟଙ୍କା ବଜେଟରେ ଘୋଷଣା କରାଯାଉଛି, ସେତିକି ଟଙ୍କା ଖର୍ଚ୍ଚ ହେଉନାହିଁ। ରେଳମନ୍ତ୍ରୀ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ଇଞ୍ଚେ ଆଗକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri