ଓଡ଼ିଶାରେ ପାସ୍ ହାର ଉତ୍ସାହଜନକ
ଭୁବନେଶ୍ୱର,୧୫ା୫(ବ୍ୟୁରୋ): ସିଆଇଏସ୍ସିଇ ବୋର୍ଡ ପକ୍ଷରୁ ରବିବାର ଆଇସିଏସ୍ଇ ଦଶମ ଏବଂ ଆଇଏସ୍ସି ଦ୍ୱାଦଶ ପରୀକ୍ଷା ଫଳ ରବିବାର ଅପରାହ୍ନରେ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ଛାତ୍ରୀଛାତ୍ର ଉତ୍ସାହଜନକ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ଦଶମ ପାସ୍ ହାର ୯୮.୫୪ ପ୍ରତିଶତ (ଦେଶରେ ୯୮.୯୪%)…
ବିଜୟ ପଥେ କଂଗ୍ରେସ, କାଲି ବିଧାୟକ ଦଳର ବୈଠକ, ୫ ଷ୍ଟାର ହୋଟେଲରେ ୫୦ ରୁମ୍ ବୁକ
ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନର ଗଣତି ଶନିବାର ସକାଳୁ ଆରମ୍ଭ ହୋଇଯାଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଗଣତି ପରେ କଂଗ୍ରେସକୁ ବହୁମତ ମିଳିବା ଦେଖାଯାଉଛି। ଏବେ ପର୍ଯ୍ୟନ୍ତ ମିଳିଥିବା ଫଳଫଳ ଅନୁଯାୟୀ, କଂଗ୍ରେସ ୧୧୯ଟି ଆସନରେ ଆଗରେ ରହିଛି। ଅନ୍ୟପଟେ…
‘ଇଣ୍ଡିଆ: ଦ ମୋଦି କୋଶ୍ଚିନ୍’ ମିଥ୍ୟା ଉପରେ ଆଧାରିତ
ନୂଆଦିଲ୍ଲୀ,୧୧।୫:ଫିଲ୍ମ ଦ କେରଲା ଷ୍ଟୋରି ନେଇ ବିବାଦ ଥମିବାର ନାଁ ନେଉନାହିଁ। ସୁଦୀପ୍ତୋ ସେନଙ୍କ୍ ନିର୍ଦ୍ଦେଶିତ ଏହି ଫିଲ୍ମରେ କେରଳର ହିନ୍ଦୁମାନଙ୍କର କାହାଣୀ ଅଛି ଯେଉଁମାନଙ୍କର ଧର୍ମ ପରିବର୍ତ୍ତନ କରି ଆଇଏସଆଇଏସ୍ରେ ଯୋଗ ଦେବାକୁ ସିରିଆକୁ ନିଆଯାଇଥିଲେ। ଏହି ଫିଲ୍ମକୁ କେତେକ…
ସିନ୍ଦେ ବନାମ ଉଦ୍ଧବ: ସୁପ୍ରିମକୋର୍ଟରେ ଆଜି ଶୁଣାଣି
ନୂଆଦିଲ୍ଲୀ,୧୧।୫:ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏମ.ଆର୍ ଶାହା, କୃଷ୍ଣ ମୁରାରି, ହିମା କୋହିଲି, ପି.ଏସ୍ ନରସିଂହ୍ମାଙ୍କ ୫ଜଣିଆ ସମ୍ବିଧାନ ବେଞ୍ଚ ଗତ ବର୍ଷ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସମ୍ପର୍କରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେବେ।…
ଦି କେରଲା ଷ୍ଟୋରି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା, ମେ ୧୫ରେ ଶୁଣାଣି
ନୂଆଦିଲ୍ଲୀ,୯।୫: ରିଲିଜ୍ ପରେ ଦି କେରଲା ଷ୍ଟୋରି ବିବାଦ ଘେରରେ ଛନ୍ଦି ହୋଇ ରହିଛି। ତେବେ ଏହି ମଧ୍ୟରେ ଯାଚିକାକର୍ତ୍ତା କେରଳ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ମାମଲାର ଶୁଣାଣି ପାଇଁ ପହଞ୍ଚିଛନ୍ତି। ଫିଲ୍ମକୁ ବ୍ୟାନ କରିବା ପାଇଁ ଅଭିଯୋଗରେ…
ଯନ୍ତରମନ୍ତର ପୂର୍ବରୁ ବୋଟ କ୍ଳବ୍ରେ ହେଉଥିଲା ବିରୋଧ ପ୍ରଦର୍ଶନ…ଜାଣନ୍ତୁ ଯନ୍ତରମନ୍ତରର ଇତିହାସ
ନୂଆଦିଲ୍ଲୀ,୮।୫: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନଶୋଷଣର ଅଭିଯୋଗ ଆଣି କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଯନ୍ତରମନ୍ତରଠାରେ ଦୀର୍ଘ ୧୬ଦିନ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି। କେବଳ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ନୁହେଁ ପୂର୍ବରୁ କୃଷକ ଆନ୍ଦୋଳନ, ନିର୍ଭୟା…
୧୩୦୦ ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିଲା ରାଜ୍ୟାଭିଷେକ ଚୌକି
ଲଣ୍ଡନ, ୭।୫: କିଙ୍ଗ୍ ଚାଲର୍ସ ୩ୟଙ୍କୁ ଯେଉଁ ସ୍ବତନ୍ତ୍ର ଚୌକିରେ ବସାଇ ରାଜ୍ୟାଭିଷେକ କରାଯାଇଛି, ତାହା ୧୩୦୦ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା। ଏହାକୁ ସେଣ୍ଟ ଏଡ୍ଓ୍ବାର୍ଡଙ୍କ ଚେୟାର ବୋଲି କୁହାଯାଏ। ଚୌକିର ଉଚ୍ଚତା ୬ ଫୁଟ୍ ୯ ଇଞ୍ଚ। ସ୍ବତନ୍ତ୍ର ଭାବେ…
ଜେଲରୁ ଆସି ବାପାଙ୍କୁ କାନ୍ଧଦେଲେ
ସମ୍ବଲପୁର,୭।୫(ବ୍ୟୁରୋ): ବାପାଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ବିଚାର ବିଭାଗ ହେପାଜତରେ ଥିବା ଅଭିଯୁକ୍ତ ଶିଶିର ବହିଦାର କୋର୍ଟଙ୍କ ସ୍ବତନ୍ତ୍ର ଅନୁମତି ନେଇ ଶନିବାର ରାଜଘାଟରେ ବାପାଙ୍କୁ ଶେଷ ଦର୍ଶନ କରିବା ସହ କାନ୍ଧ ଦେଇଥିଲେ। ସମ୍ବଲପୁର ଜିଲା ଜଜ୍ ଓ…
ଜଙ୍ଗଲରେ ବିତୁଛି ପ୍ରମିଳାଙ୍କ ଜୀବନ
ପିପିଲି,୬।୫(ଡି.ଏନ.ଏ.): ପିପିଲି ବ୍ଲକ ଅଞ୍ଚଳରେ ଜଣେ ବୃଦ୍ଧା ପ୍ରାୟ ୨୦ବର୍ଷରୁ ଅଧିକ ସମୟ ହେବ ଜଙ୍ଗଲ ଭିତରେ ଦୁର୍ବିସହ ଜୀବନଯାପନ କାଟୁଛନ୍ତି। ସେ ହେଉଛନ୍ତି ପ୍ରମିଳା ସ୍ବାଇଁ, ବୟସ ୭୦ ଛୁଇଁଲାଣି, ଚନ୍ଦ୍ରଦେଇପୁର ପଞ୍ଚାୟତ ୧୪ ନମ୍ବର ୱାର୍ଡରେ ଚାଳ ଘରଟିଏ। ପରିବାର…
ଯାଜପୁରର ପୂର୍ବତନ ଜିଲାପାଳଙ୍କୁ ଲୋକାୟୁକ୍ତଙ୍କ ଜବାବ ଦାଖଲ ନୋଟିସ
ଯାଜପୁର ଅଫିସ,୬।୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି କଳାପଥର ଖାଦାନରୁ ହରିଲୁଟ ମାମଲାରେ କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପକ୍ଷରୁ ଲୋକାୟୁକ୍ତରେ ତଦନ୍ତ ରିପୋର୍ଟ ଦାଖଲ ହୋଇଛି। ଏହି ରିପୋର୍ଟରେ ୨୦୦ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ଦର୍ଶାଇ…
ଜୁଲାଇ ୩୦ରେ ଓଏସ୍ଏସ୍ସିର ଆକାଉଣ୍ଟାଣ୍ଟ ପରୀକ୍ଷା -ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁ ପୂର୍ବରୁ ବାତିଲ ହୋଇଥିଲା
ଭୁବନେଶ୍ୱର,୨।୫(ବ୍ୟୁରୋ): ବାତିଲ ହୋଇଥିବା ଓଏସ୍ଏସ୍ସି ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା ପୁଣି ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ୩୦ରେ ଏହି ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ହେବ ବୋଲି ମଙ୍ଗଳବାର ଓଏସ୍ଏସ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ଜିଲା ମୁଖ୍ୟାଳୟରେ ଗୋଟିଏ ସିଟିଂରେ…
ବିଷାକ୍ତ ଗ୍ୟାସ୍ ଲିକ୍ରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
ଲୁଧିଆନା,୩୦ା୪: ପଞ୍ଜାବର ଲୁଧିଆନା ଜିଲା ଗେସ୍ପୁରା ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ୫ଜଣ ମହିଳା ୪ଜଣ ପୁରୁଷ ଏବଂ ୨ଜଣ ନାବାଳକ ଥିବା ଜଣାପଡିଛି। ଅସୁସ୍ଥଙ୍କୁ…
Archives


