Uncategorized

ଜ୍ଞାନବ୍ୟାପୀରେ କୌଣସି ତ୍ରିଶୂଳ ନାହିଁ…

ବାରଣାସୀ,୩୧।୭: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନକୁ ନେଇ ସମାଜବାଦୀ ପାର୍ଟି(ଏସପି) ଏମପି ଶଫିକୁରହମାମ ବର୍କ ଦାବି କରିଛନ୍ତି କି ମୁସଲମାନମାନଙ୍କ ଦ୍ୱାରା କୌଣସି ଭୁଲ ହୋଇନାହିଁ, ଆଉ ଜ୍ଞାନବ୍ୟାପୀ ଉପରେ ଆଇନତଃ ସେମାନଙ୍କର ବି ଅଧିକାର ରହିଛି। ସେ ଅଭିଯୋଗ କରିଛନ୍ତି…

୧୨୫୦ କୋଟିର ୮ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୨୬।୭(ଅନିଲ ଦାସ): ରାଜ୍ୟ ସରକାର ୧୨୫୦ କୋଟି ଟଙ୍କାର ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୬୪୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ…

ଶୋଇଥିବା ବେଳେ ୨ ଭାଇଙ୍କୁ କାମୁଡ଼ିଲା ଚିତି: ମା’ କୋଳ ଖାଲି

ଦେବଗଡ଼,୨୫।୭: (ଶଶାଙ୍କ ଶେଖର ଝାଙ୍କର ): ସାପ କାମୁଡାରେ ମଙ୍ଗଳବାର ସକାଳେ ୨ ଭାଇଙ୍କ ମୃତ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପୌରାଞ୍ଚଳର ୱାର୍ଡ ନଂ.-୯ ରେ ଥିବା ଜାଙ୍ଗିଲିକୁଦର ଠାରେ । ମୃତ ୨ ନାବାଳକ ହେଲେ…

ଭାରତୀୟ କ୍ରିକେଟର ଭବିଷ୍ୟତ

ଏମର୍ଜିଂ ଏସିଆ କପ୍‌ ୨୦୨୩ ଶ୍ରୀଲଙ୍କାରେ ଉଦ୍‌ଯାପିତ ହୋଇଯାଇଛି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ପରାଜିତ ହୋଇ ଭାରତ ରନର ଅପ୍‌ରେ ସନ୍ତୁଷ୍ଟ ରହିଛି। କେବଳ ଫାଇନାଲ୍‌କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ବେଶ୍‌ ଚମତ୍କାର…

ଭାରତ ସିରିଜ୍‌ ବିଜୟୀ

ପୋର୍ଟ ଅଫ୍‌ ସ୍ପେନ୍‌, ୨୫ା୭: ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ରହିଥିବା ଭାରତୀୟ ଦଳ ଟେଷ୍ଟ ସିରିଜକୁ ଜିତି ନେଇଛି। ଅନ୍ତିମ ଟେଷ୍ଟ ଅମୀମାଂସିତ ଭାବରେ ଶେଷ ହେବାରୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ…

‘ମରିବୁ ପଛେ ଆମ ସ୍କୁଲ ଛାଡ଼ିବୁ ନାହିଁ’

ଭୁବନେଶ୍ୱର,୧୮ା୭ (ଅନୁରାଧା ମହାରଣା): ଆମ ସ୍କୁଲ୍‌ରେ ଆମେ ପଢ଼ିବୁ। ଅନ୍ୟ ସ୍କୁଲକୁ ଯିବୁ ନାହିଁ। ମରିବୁ ପଛେ କାହାକୁ ଆମ ସ୍କୁଲ ଛାଡ଼ିବୁ ନାହିଁ। ଏମିତି କିଛି ସ୍ଳୋଗାନ ଦେଇ ଭୁବନେଶ୍ୱର ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସୋମବାର ସ୍କୁଲ…

ମାଦଳବାଦ୍ୟର ଗାଁ କିରିଙ୍ଗିସେରା

ଓଡ଼ିଶାର ପ୍ରତ୍ୟେକ ଗଁାର ରହିଛି ନିଜସ୍ବ ଏକ ପରିଚୟ। କେଉଁ ଗାଁ ସ୍ବଚ୍ଛତା ପାଇଁ ପ୍ରସିଦ୍ଧ ତ କେଉଁ ଗାଁ ତା’ର କଳା କାରୀଗରି ପାଇଁ। ସେମିତି ଏକ ଗାଁ ହେଉଛି ସୁନ୍ଦରଗଡ ଜିଲାର କୁତ୍ରାବ୍ଲକ ଅନ୍ତର୍ଗତ କିରିଙ୍ଗିସେରା; ଯିଏ କି…

ସେରାମିକ୍‌ ଶିଳ୍ପୀ ସରୋଜ

ଶିଳ୍ପୀଙ୍କ ଯାଦୁକରୀ ହାତର ସ୍ପର୍ଶରେ ଯେକୌଣସି ପଦାର୍ଥ ହୋଇଯାଏ ଆକର୍ଷଣୀୟ। ସେ ପଥର ଶିଳ୍ପୀ ହୁଅନ୍ତୁ କି ମାଟି କାରିଗର। ଏମିତି ଜଣେ କାରିଗରଙ୍କ ହାତରେ ପ୍ରସ୍ତୁତ ହୋଇଥିବା ଟେରାକୋଟା ଓ ସେରାମିକ୍‌ର କଳାକୃତିକୁ ଦେଖିଲେ କେହି ସହଜରେ ଆଖି ଫେରାଇ…

ସିସୋର୍‌ ଚିଟ୍‌ଫଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କ ଆବେଦନ ଖାରଜ

କଟକ,୧୫।୭ (କାର୍ତ୍ତିକ ସାହୁ): ସିସୋର୍‌ ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ପ୍ରଶାନ୍ତଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ଥିବା ୧୯ଟି ମାମଲା ସିବିଆଇ ଅଦାଲତରେ ଶୁଣାଣି ପାଇଁ ପ୍ରଶାନ୍ତ ହାଇକୋର୍ଟରେ ଏକ ମାମଲା…

ପୁଣି ପଦ୍ମିନୀ

ଓଡ଼ିଶାର ଚେସ୍‌ ସମ୍ରାଜ୍ଞୀ ପଦ୍ମିନୀ ରାଉତ ନିଜ ଜାଜ୍ୱଲ୍ୟମାନ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ଅହମଦାବାଦରେ ନିକଟରେ ଶେଷ ହୋଇଥିବା ଜାତୀୟ ମହିଳା ଚେସ୍‌ରେ ସେ ଟାଇଟଲ ବିଜୟିନୀ ହୋଇଛନ୍ତି। ଫଳରେ କିଛି ବର୍ଷର ନୀରବତା ପରେ ପୁଣି…

ଆଉ ୪ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ଭୁବନେଶ୍ୱର,୧୨।୭(ସତ୍ୟଜିତ୍‌ ରାଉତ):  ବାଲେଶ୍ୱର ଜିଲାର ବହୁ ଚର୍ଚ୍ଚିତ ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ସିବିଆଇ ଅଧିକ ଖୋଳତାଡ଼ ଚଳାଇଛି। ତେବେ ଗିରଫ ହୋଇଥିବା ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍‌ ଏବଂ ଟେକ୍ନିସିଆନ୍‌…

ଗୋଡ଼ଭଙ୍ଗା ଘାଟିରେ ଦୁର୍ଘଟଣା : ଘାଟି ତଳକୁ ଖସିଲା ଟ୍ରକ୍‌ ବସ୍‌

ଠାକୁରମୁଣ୍ଡା,୧୧।୦୭(ତାରାକାନ୍ତ ପଟ୍ଟନାୟକ): ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଗୋଡ଼ଭଙ୍ଗା ଘାଟିରେ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ପଛପଟୁ ଗୋଟିଏ ମାଲବାହୀ ଟ୍ରକ୍‌ ଧକ୍କା ଦେବାରୁ ବସ୍‌ ଓ ଟ୍ରକ ଉଭୟ ଘାଟି ତଳକୁ ଖସିପଡଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri