ଶାହିନଙ୍କ ବିପକ୍ଷରେ ପ୍ରଥମ ଓଭରରେ ଛକା ମାରି ଇତିହାସ ରଚିଲେ ରୋହିତ ଶର୍ମା
କଲମ୍ବୋ,୧୦।୯: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ବିପକ୍ଷ ଏସିଆ କପ୍ ୨୦୨୩ର ସୁପର ୪ ମୁକାବିଲାରେ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ଓପନିଂ…
ସୌମ୍ୟ ଦଳ ଛାଡ଼ି ସମ୍ପାଦକୀୟ ଲେଖନ୍ତୁ : ପ୍ରତାପ
ଭୁବନେଶ୍ୱର,୧୦।୯(ଅନିଲ ଦାସ): ଦଳ ଓ ସରକାରଙ୍କ ବିରୋଧରେ ମତ ଦେଉଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିର ଜଣଙ୍କ ପରେ ଜଣେ ନେତା ସମାଲୋଚନା କରିଛନ୍ତି। ଶନିବାର ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ତାଙ୍କୁ ଦଳ ବିରୋଧୀ ମନ୍ତବ୍ୟ ପାଇଁ କଡା ସମାଲୋଚନା କରିଛନ୍ତି।…
ମାର୍ଚ୍ଚ ସୁଦ୍ଧା ପାନୀୟ ଜଳ ପ୍ରକଳ୍ପ, ରାସ୍ତା କାର୍ଯ୍ୟ ଶେଷ କର
ଫୁଲବାଣୀ,୯ା୯(ରାକେଶ କୁମାର ରାଉତ): ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି ା କନ୍ଧମାଳ ଏମ୍ପି ଅଚ୍ୟୁତାନନ୍ଦ ସାମନ୍ତ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପାନୀୟ ଜଳ ଯୋଗାଣ…
ସୁଦାନ ସୈନ୍ୟଙ୍କ ଆକ୍ରମଣରେ ୩୨ ସାଧାରଣ ଲୋକଙ୍କ ମୃତ୍ୟୁ…
ଖାର୍ତୁମ,୭।୯ : ସୁଦାନରେ ସେନା ଦ୍ୱାରା ଆର୍ଟିଲିରି ଅଗ୍ନିକାଣ୍ଡରେ ୩୨ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏପ୍ରିଲରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଗୋଟିଏ ଦିନରେ ସର୍ବାଧିକ ଲୋକ ଆହତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି…
‘ସୋନିଆ ଗାନ୍ଧୀ ମୂଳତଃ ଖ୍ରୀଷ୍ଟିଆନ, ସନାତନୀ ନୁହେଁ’
ନୂଆଦିଲ୍ଲୀ,୬।୯: ଭାଜପାର ପରିବର୍ତ୍ତନ ଯାତ୍ରାରେ ଯୋଗଦେବା ପାଇଁ ଧୋଲପୁରରେ ପହଞ୍ଚିଥିବା ସିକର ଏମ୍ପି ସୁମେଧାନନ୍ଦ ସରସ୍ବତୀ ସୋନିଆ ଗାନ୍ଧୀ ଏବଂ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ ସୋନିଆ ଗାନ୍ଧୀଙ୍କୁ ଖ୍ରୀଷ୍ଟିଆନ ସଂସ୍କୃତିର ବୋଲି କହିଛନ୍ତି। ସୁମେଧାନନ୍ଦ କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ…
ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ସଂସ୍କୃତି ବିକଶିତ ହୋଇଛି: ସିଜେଆଇ…
ନୂଆଦିଲ୍ଲୀ,୨।୯ : ଦେଶର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ ଶନିବାର କହିଛନ୍ତି ଭାରତୀୟ ଅନୁଷ୍ଠାନଗୁଡ଼ିକ ସଂଳାପ, ସହନଶୀଳତା ଏବଂ ସହଭାଗୀ ମୂଲ୍ୟବୋଧ ମାଧ୍ୟମରେ ସମସ୍ୟାର ସମାଧାନ କରିବାର ସଂସ୍କୃତି ବିକଶିତ କରିଛନ୍ତି। ଅପରପକ୍ଷରେ କେତେକ ବିଦେଶୀ ରାଷ୍ଟ୍ରରେ ଅସ୍ତ୍ରଶସ୍ତ୍ର ବ୍ୟବହାର…
ମଦ ପିଇବାକୁ ଟଙ୍କା ନଦେବାରୁ ସାବତ ମା’ଙ୍କୁ ଆକ୍ରମଣ କଲେ ପୁଅ
ଭୁବନେଶ୍ୱର,୧।୯(ସୂର୍ଯ୍ୟକାନ୍ତ ବେହେରା): ମଦ ପିଇବାକୁ ଟଙ୍କା ନ ଦେବାରୁ ସାବତ ମା’ଙ୍କୁ ମାଡ ମାରିବା ସହ ଇଟାରେ ଆକ୍ରମଣ କଲେ ପୁଅ । ଏଭଳି ଘଟଣା ଏୟାରପୋର୍ଟ ଥାନା ଅନ୍ତର୍ଗତ କେଳାସାହିରେ ଘଟିଛି। ଅଭିଯୋଗ ପରେ ସମ୍ପୃକ୍ତ ପୁଅଙ୍କୁ ଗିରଫ କରି…
ଟିଏସ୍ଏମ୍ଏଲ୍ ପକ୍ଷରୁ ଜ୍ଞାନ ବିନିମୟ ଅଧିବେଶନ
ଭୁବନେଶ୍ୱର,୧।୯:ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍) ପକ୍ଷରୁ ଗୁରୁବାର ଭାରତୀୟ ଖଣି ଇଞ୍ଜିନିୟର ସଂଘ (ଏମ୍ଇଏଆଇ)ର ଭୁବନେଶ୍ୱର ଚାପ୍ଟର ପାଇଁ ଏକ ବୈଷୟିକ ଅଧିବେଶନର ଆୟୋଜନ କରାଯାଇଥିଲା। ବିଶେଷକରି ଉକ୍ତ ଅଧିବେଶନରେ ‘ସମ୍ବଳ ଆକଳନର ଗୁଣବତ୍ତା: ଖଣି ମିଲ୍-ସମନ୍ବୟ ମାଧ୍ୟମରେ ଉପତ୍ାଦକତା…
ଜଘନ୍ୟ ଅପରାଧ ମାନବ ଚାଲାଣ
ସମୀରା। ପଶ୍ଚିମବଙ୍ଗର ୧୪ ବର୍ଷ ବୟସର ସ୍କୁଲ ଛାତ୍ରୀ। ପାଠ ପଢ଼ିବାକୁ ପ୍ରବଳ ଆଗ୍ରହ। ମାତ୍ର ଦାରିଦ୍ର୍ୟ ଯୋଗୁ ବାପମାଆ ବନ୍ଦକରିଦେଲେ ତା’ର ପାଠପଢ଼ା। ମନ ବୁଝିଲା ନାହିଁ। ପାଠ ପଢ଼ିବା ଆଶାରେ ସମୀରା ପଳାଇଲା ମୁମ୍ବାଇରେ ରହୁଥିବା ତା’ର ଭିଣୋଇଙ୍କ…
ନିମ୍ନମାନର ହଷ୍ଟେଲ ନିର୍ମାଣ କରି ସରକାରୀ ଅର୍ଥ ତୋସରପାତ
ସୋନପୁର,୨୯ା୮(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲାରେ ୪ଟି ନିମ୍ନମାନର ଅନୁସୂଚିତ ଜାତି(ଏସ୍ସି) ଛାତ୍ରୀନିବାସ ନିର୍ମାଣ କରି ସରକାରୀ ଟଙ୍କା ତୋସରପାତ ହୋଇଥିଲା। ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ଏହାର ତଦନ୍ତ କରୁଥିଲା। ଏହି ଘଟଣାରେ ପ୍ରଥମ ଶ୍ରେଣୀ ଠିକାଦାର ବିଜୟ କୁମାର ଅଗ୍ରଓ୍ବାଲ ଓ…
ଅଲିମ୍ପିକ୍ସରେ ଭାରତ
ନିର୍ବିବାଦରେ ଦେଶର ମହାନତମ ଏବଂ ସଫଳତମ କ୍ରୀଡାବିତ୍ର ମାନ୍ୟତା ପାଇଥିବା କିମ୍ବଦନ୍ତୀ ହକି ଖେଳାଳି ସ୍ବର୍ଗତ ମେଜର ଧ୍ୟାନଚାନ୍ଦଙ୍କର ୧୧୮ ତମ ଜନ୍ମବାର୍ଷିକୀ ଅଗଷ୍ଟ ୨୯ ତାରିଖ ଦିନ ସାରା ଦେଶରେ ‘ଜାତୀୟ କ୍ରୀଡ଼ାଦିବସ’ ଭାବେ ପାଳନ ହେଉଛି। ଏହି ଅବସରରେ…
କୋଭିଡ ମହାମାରୀ ବିଶ୍ୱକୁ ଜଣାଇଦେଲା ବିକାଶଶୀଳ ଦେଶର ଗୁରୁତ୍ୱ: ଏସ ଜୟଶଙ୍କର
ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବି -୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ। ତାଙ୍କ ପୂର୍ବରୁ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବ୍ୟବସାୟ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଜୟଶଙ୍କର କହିଛନ୍ତି ଯେ ଗତ ଡିସେମ୍ବରରେ ଯେତେବେଳେ ଭାରତ ଜି -୨୦ର…
Archives


