ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୦, ୨୦୨୨ )

ଭୁବନେଶ୍ୱର ୟୁନିଟ-୧ ଆଦିବାସୀ ପଡିଆରେ ରାଜ୍ୟସ୍ତରୀୟ ସରଗିଫୁଲ ମହୋତ୍ସବ ଆରମ୍ଭ

 

 

ଉତ୍କଳ ମଣ୍ଡପରେ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀ ଆନୁକୂଲ୍ୟରେ ଶ୍ରୀ ଜଗନ୍ନାଥ ଚେତନା ସମାରୋହରେ, ରାଜପଥରେ କୀର୍ତ୍ତନ କରି ଯାଉଛନ୍ତି

 

ଖ୍ରୀଷ୍ଟମାସ ପୂର୍ବରୁ କଟକର କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ କ୍ୟାଥୋଲିକ ଚର୍ଚ୍ଚକୁ ମହିଳାମାନେ ସଜାଉଛନ୍ତି

 

ଭୁବନେଶ୍ୱର ୟୁନିଟ୍- ୪ ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡା ଦିବସ ପାଳିତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୪, ୨୦୨୨)

କଟକ ଗଡଗଡ଼େଶ୍ୱର ମନ୍ଦିରରେ ଅନୁଷ୍ଠିତ ଶିବ ପାର୍ବତୀ ବିବାହ ମହୋତ୍ସବ   କଟକ ବାରବାଟୀ ଷ୍ଟାଡ଼ିଅମ ରାସ୍ତା ପାର୍ଶ୍ୱରେ ଶୁଷ୍କ ଅବସ୍ଥାରେ ଥିବା ଵୃକ୍ଷକୁ ଓଡ୍ରାଫ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୨, ୨୦୨୨ )

କଟକ କୁମ୍ଭାର ସାହି ଅଂଚଳରେ ଜଣେ ଶିଳ୍ପୀ ଶ୍ରୀଗଣେଷଙ୍କ ମୁର୍ମୟୀ ପ୍ରତିମା ଗଢୁଛନ୍ତି   ଭୁବନେଶ୍ୱରରେ ବିଜେପି କାର୍ଯ୍ୟକର୍ତ୍ତାମାନେ ‘ଆଜାଦି କା ଅମୃତ ମହୋତ୍ସବ’କୁ ପାଳନ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୪ , ୨୦୨୨)

ଭାରତୀୟ ମହିଳା ହକି ଦଳ ଏଫଆଇଏଚ ପ୍ରୋ ଲିଗ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ଦେଖାଯାଇଛି ଓଡିଶା ମହିଳା ଫୁଟବଲ୍ ଲିଗ୍: ଭୁବନେଶ୍ୱରର କ୍ୟାପିଟାଲ୍...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୭, ୨୦୨୦)

କଟକ ମହାନଦୀ ରିଙ୍ଗବନ୍ଧ ରାସ୍ତାରେ ପାଣିସିଙ୍ଗେଡା ବିକୁଛନ୍ତି ଜଣେ ବ୍ୟବସାୟୀ କଟକ ରାଣୀହାଟରେ ଧାନ କେଣ୍ଡା ଦେଖୁଛନ୍ତି ଗ୍ରାହକ କଟକ ମହାନଦୀ ଜଳରାଶିରେ ଖାଦ୍ୟାନ୍ୱେଷଣ କରୁଛି...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୪ , ୨୦୨୨)

ସିଡ଼ିଏ ନେତାଜୀ ସେତୁ ଓ ଚାନ୍ଦିନଚୌକ ମୁଖ୍ୟ ରାସ୍ତା କୁହୁଡିରେ ଆଚ୍ଛାଦିତ ଗଣତନ୍ତ୍ରଦିବସ ଉପଲକ୍ଷେ ଲୋୟର ପିମଜି ଠାରେ ପରେଡ ଅଭ୍ୟାସ ଚାଲିଛି

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୪, ୨୦୨୨ )

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଶିଶୁ ଏବଂ ଯୁବ ମହୋତ୍ସବ ‘ଅଞ୍ଜଳି’   କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ, ପେଟ୍ରୋଲ, ଡିଜେଲ ଦର ହ୍ରାସ କରିବାକୁ ଦାବି କରି...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୩, ୨୦୨୨)

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ନୂଆଖାଇ ପରିବାର ପକ୍ଷରୁ ନୂଆଖାଇ ଭେଟଘାଟରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ   କଟକ ସ୍ଥିତ ମା’ ବାସନ୍ତୀ ଦୁର୍ଗାଙ୍କ କମଳା ବେଶ  ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୯, ୨୦୨୨)

ଧଉଳି ରୋଡରେ ଜଣେ ଚାଷୀ ବିଲରୁ ହଳ ସାରି ଫେରୁଛନ୍ତି   ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ OSDMA ପକ୍ଷରୁ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ବିପର୍ଯ୍ୟୟ...

Advertisement
Archives

Model This Week