ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୩ , ୨୦୨୨ )

ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ସକାଳ ସମୟରେ ଘନ କୁହୁଡି

 

 

କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଦୃଷ୍ଟିବାଧିତ ଟି୨୦ ବିଶ୍ୱକପ୍‌ : ଭାରତ ବନାମ ବାଂଲାଦେଶ

 

 

କଟକ ବାଦାମବାଡ଼ି ଅଞ୍ଚଳ ସକାଳ ୮ ଘଟିକାରେ ଘନ କୁହୁଡିରେ ଆଚ୍ଛାଦିତ

 

 

ଆଜି ଭୁବନେଶ୍ୱର କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ

 

 

କଟକ ଟାଉନ ହଲରେ ଓଡିଶା ମୋ ପରିବାର ପକ୍ଷ୍ୟରୁ ଅନୁଷ୍ଠିତ ଚକ୍ଷୁ ଚିକିତ୍ସା ଶିବିର

 

ଭୁବନେଶ୍ୱର ବିଗ୍ ବଜାରରୁ ଉନ୍ନତି ଭବନ ରୋଡରେ ବିଡିଏ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଚାଲିଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୨ ସେପ୍ଟେମ୍ବର, ୨୦୨୪)

ଶରତ ଋତୁର ଆଗମନରେ ମହାନଦୀ ତଟ ପାର୍ଶ୍ୱରେ ଶୋଭା ପାଉଥିବା କାଶତଣ୍ଡୀ ଫୁଲ ମନସିଂହପାଟଣା ଅଞ୍ଚଳରେ ତାରକସି କାରିଗରଙ୍କ ନୂତନ ଚାନ୍ଦି ମେଢ଼ କାର୍ଯ୍ୟ ଚାଲିଛି

ଓଡ଼ିଶା: ଆଜିର ଫଟୋ ( ୧୧ ସେପ୍ଟେମ୍ବର, ୨୦୨୪ )

କଟକ କୁମ୍ଭାର ସାହି ଅଂଚଳରେ ବିଶ୍ୱକର୍ମାଙ୍କ ମୁର୍ମୟୀ ପ୍ରତିମାଙ୍କୁ ରଙ୍ଗ ତୁଳୀରେ ରୂପରେଖ ଦେଉଥିବା ଶିଳ୍ପୀ       ସୃଜନ ଦ୍ୱାରା ରବୀନ୍ଦ୍ର ମଣ୍ଡପରେ...

ଓଡ଼ିଶା: ଆଜିର ଫଟୋ ( ୧୦ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ଷଷ୍ଠ ସନ୍ଧ୍ୟା       କଟକ ସିଏମସି ହେଲଥ ସ୍କ୍ୱାର୍ଡ ପକ୍ଷରୁ ଲିଙ୍କ...

ଓଡ଼ିଶା: ଆଜିର ଫଟୋ (୭ ସେପ୍ଟେମ୍ବର, ୨୦୨୪ )

କଟକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା     ଭୁବନେଶ୍ୱରରେ ବିଭିନ୍ନ ସ୍ଥାନର ଗଣେଶ ପୂଜା       ବ୍ରହ୍ମପୁର ସହରରେ ବିଭିନ୍ନ ସ୍ଥାନର...

ଓଡ଼ିଶା: ଆଜିର ଫଟୋ (୫ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱରସ୍ଥିତ ୟୁନିଟ-୩ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ ପାଳିତ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍ଭେନସନ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବ ଓ...

ଓଡ଼ିଶା: ଆଜିର ଫଟୋ ( ୪ ସେପ୍ଟେମ୍ବର, ୨୦୨୪ )

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତନ ମନ୍ତବ୍ୟ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତିବାଦରେ ପୂର୍ବତନ ଛାତ୍ରୀଛାତ୍ର ଆସୋସିଏସନ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ମଶାଲ ଶୋଭାଯାତ୍ରା  ...

ଓଡ଼ିଶା: ଆଜିର ଫଟୋ ( ୩ ସେପ୍ଟେମ୍ବର, ୨୦୨୪ )

ଜିକେସିଏମ ଓଡିଶୀ ଗବେଷଣା କେନ୍ଦ୍ରରେ ଦେବଦାସୀ ଅନୁଷ୍ଠାନ ପକ୍ଷରୁ ନୃତ୍ୟଞ୍ଜଳିରେ ଓଡିଶୀ ନୃତ୍ୟ ପରିବେଷଣ     କଟକ ବଡ ମେଡିକାଲ ଚକ୍ଷୁ ବିଭାଗ ପକ୍ଷରୁ...

ଓଡ଼ିଶା: ଆଜିର ଫଟୋ ( ୨ ସେପ୍ଟେମ୍ବର, ୨୦୨୪ )

ଜିକେସିଏମରେ ଦେବଦାସୀ(ନୃତ୍ୟଞ୍ଜଳି)ର ୧୯ତମ ବାର୍ଷିକ ଉତ୍ସବ     ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ନୂଆ ଅଡିଟୋରିଉମ ପରିସରରେ ଡାକ୍ତରୀ ଛାତ୍ରଙ୍କ ପକ୍ଷରୁ ନିର୍ଭୟାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri