ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୭, ୨୦୨୨ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଉଦଯାପିତ ହେଲା ଜାତୀୟ ଛଉ ମହୋତ୍ସବ ‘ନାଟକୀ’

 

କଟକ ମିଶନ ରୋଡସ୍ଥିତ ଷ୍ଟୁଆର୍ଟ ସ୍କୁଲରେ ବଡ ଦିନ ଉପଲକ୍ଷେ ଉତ୍ସବ ପାଳନ

 

କଟକ ବ୍ରଜବିହାରୀ ପୁର ଧବଳେଶ୍ୱର ଗଡା ଅଂଚଳରେ ସିଏମସି ପକ୍ଷରୁ ଉଚ୍ଛେଦ ଚାଲିଛି

 

ଭୁବନେଶ୍ୱର ପାୱାର ହାଉସ ଛକରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୨୫ତମ ଜୟନ୍ତୀ ଅବସରରେ ଉତ୍କଳ ସମିଳନୀ ପକ୍ଷରୁ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

 

କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ୧୩ତମ ସାତ ସାହି କଟକ ନୃତ୍ୟ ଉତ୍ସବର ୮ମ ସନ୍ଧ୍ୟାରେ ପରିବେଷିତ ସମ୍ବଲପୁରୀ ନୃତ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri