ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୪, ୨୦୨୨ )

ଗୋପାଳପୁର ବେଳାଭୂମି ମହୋତ୍ସବ

 

 

ଖ୍ରୀଷ୍ଟମାସ ଅବସରରେ ସାନ୍ତା ଘୋଡା ଗାଡିରେ ଯାଉଛନ୍ତି

 

 

ଭୁବନେଶ୍ୱର ସୈନିକ ବିଦ୍ୟାଳୟର ୬୦ତମ ବାର୍ଷିକ ଦିବସ ଉତ୍ସବରେ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି

 

 

ଭୁବନେଶ୍ୱର ଜୟଦେବ ବିହାରରେ ହକି ପୁରୁଷ ବିଶ୍ୱକପ ପାୟୀ ନିର୍ମିତ କଳାକୃତି ସମ୍ମୁଖରେ ଯୁବକମାନେ ସେଲଫି ନେଉଛନ୍ତି

 

 

ଭୁବନେଶ୍ୱର ପ୍ରେସ୍ କ୍ଲବରେ, ଭୁବନେଶ୍ୱର ପୋଏଟ୍ରି କ୍ଲବ ଦ୍ୱାରା ଆୟୋଜିତ ସାଂସ୍କୃତିକ ଉତ୍ସବ

 

ସତ୍ୟନଗର ଚର୍ଚ୍ଚ ବଡ଼ଦିନ ପାଇଁ ଆଲୋକରେ ସୁସଜ୍ଜିତ ହୋଇଛି ଓ ଯୁବତୀମାନେ ମହମବତୀ ଜାଳି ପାର୍ଥନା କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୯, ୨୦୨୧)

ରାଜଭବନ ସମୁଖ ପାର୍କରେ ଜଣେ ବୃଦ୍ଧ ପାଇପରୁ ପାଣି ପିଉଛନ୍ତି ସ୍ୱାଧୀନତା ଦିବସ ରେ ଜାତୀୟପତାକା ର ଚାହିଦା କୁ ନେଇ ଗଙ୍ଗାମନ୍ଦିର ଅଞ୍ଚଳ ରେ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୬, ୨୦୨୨ )

  ନୂଆଦିଲ୍ଲୀରେ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଦଳୀୟ କର୍ମୀ  ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୮, ୨୦୨୦)

ବୋ‍ଇତ ବନ୍ଦାଣ ଉତ୍ସବ ଲାଗି ଭୁବନେଶ୍ୱର ରାଜମହଲରେ ଡଙ୍ଗା ବିକ୍ରୀ କଟକ ତାଳଦଣ୍ଡା କେନାଲ ଜଳରାଶିରେ ବିତରଣ କରୁଛନ୍ତି ବତକ  କଟକ ବାଲିଯାତ୍ରା ତଳପଡିଆରେ ପିଲାମାନେ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୫ , ୨୦୨୨)

ଉଦ୍ଘାଟନୀ ସମାରୋହ ରେ ବିମାନ ଶୋଭାଯାତ୍ରା କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ବାୟାବାବା ମଠ ରାସ୍ତାରେ ଥିବା ବେଆଇନି ଦୋକାନ କୁ ବିଡିଏ ଉଛେଦ କରୁଛି...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୪, ୨୦୨୧)

ଟ୍ରାଫିକ ନିୟମ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରର ଏଜି ସ୍କୋୟାରରେ ଷ୍ଟ୍ରିଟ୍ ଖେଳ ପ୍ରଦର୍ଶନ କରାଯାଇଛି ଭୁବନେଶ୍ୱରର ଜନତା ମଇଦାନରେ ହ୍ୟାଣ୍ଡଲୁମ୍, ଟେକ୍ସଟାଇଲ୍...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୯, ୨୦୨୨)

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରିଲା ରାଜ୍ୟସ୍ତରୀୟ ଭୋଟର ସଚେତନତା ରାଲି ଭୁବନେଶ୍ୱରରେ ଛାଡ଼ଖାଇ ଲାଗି ଆମିଷ ବଜାରରେ ଜମୁଛି ଭିଡ଼ ବିଭିନ୍ନ ଅନିୟମିତତାକୁ ପ୍ରତିବାଦ କରି...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୩ , ୨୦୨୦)

ଶଟଡାଉନ ଖୋଲିବା ପରେ ରାଜଧାନୀରେ ଲୋକଙ୍କ ଭିଡ ରସୁଲଗଡ ଜିଜିପି କଲୋନୀରେ ଜଣେ ଲୋକ କୁକୁଡାକୁ ଖାଇବାକୁ ଦେଉଛନ୍ତି କଟକସ୍ଥିତ ମିଶନ ରୋଡରେ ମାସ୍କ କିଣୁଥିବା...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୧, ୨୦୨୦)

କୁମାରପୂର୍ଣ୍ଣିମା ଅବସରରେ ଆଞ୍ଜୁଳି ଟେକୁଛନ୍ତି ବାଳିକା ଭୁବନେଶ୍ୱର ବିଭିନ୍ନ ପୂଜାମଣ୍ଡପରେ ଗଜଲକ୍ଷ୍ମୀ ପୂଜା ରାଜଧାନୀ ପ୍ରଦର୍ଶନୀ ପଡିଆ ପାର୍ଶ୍ୱରେ ଖେଳଣା ଦେଖୁଛନ୍ତି ଜଣେ ବାଳିକା କଟକ...

Advertisement
Archives

Model This Week