ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୯ , ୨୦୨୩ )
ବାରବାଟୀ ଷ୍ଟାଡିୟମ ରେ ହେବାକୁଥିବା ହକି ବିଶ୍ୱକପ ଉଦ୍ଘାଟନୀ ର ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅଭ୍ୟାସ ଚାଲିଛି ଆଲୋକ ରେ ସଯିତ ପେଣ୍ଡାଲ ହକି ବିଶ୍ୱକପ ପୂର୍ବରୁ ସଜାଇ ହଉଛି ରାଜଧାନୀ ଭୁବନେଶ୍ୱର
ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୮, ୨୦୨୩ )
କଟକ କଳାକାର ସଂଗଠନ ନେତାଜୀ ସେତୁ ନିକଟ ଗାନ୍ଧୀ ସ୍ମାରକୀ ପାର୍କରେ ହକି ବିଶ୍ୱକପ ଉପରେ କଳା ପ୍ରଦର୍ଶନୀ ଆୟୋଜନ କରିଛନ୍ତି ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସୌନ୍ଦଯ୍ୟକରଣ କରାଯାଉଛି କମିଶନରେଟ୍ ପୋଲିସ୍ ପକ୍ଷରୁ କଟକସ୍ଥିତ ବକ୍ସି…
ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୭, ୨୦୨୩ )
ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି ଶ୍ରୀକ୍ଷେତ୍ରରେ, ବରଗଡ ଧନୁଯାତ୍ରାରେ ମହାରାଜା କଂସ ଭୂମିକାରେ ଅଭିନୟ କରିଥିବା ଅଭିନେତା ହୃଶିକେଶ ଭୋଇ ବିଶ୍ୱକପ ହକିର ମେଗା ଉଦଘାଟନୀ ଉତ୍ସବ ପାଇଁ କଟକ ବାରବାଟୀ…
ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୬, ୨୦୨୩ )
ଭୁବନେଶ୍ୱରରେ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାଗଲା ଗଭର୍ନର ହାଉସ୍ ବେଲଜିୟମ ପୁରୁଷ ହକି ଦଳ, ହକି ବିଶ୍ୱକପ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଭୁବନେଶ୍ୱରରେ ହକି ବିଶ୍ୱକପ ପୂର୍ବରୁ ଅଗ୍ନିଶମ ସେବା କର୍ମଚାରୀମାନେ ରାସ୍ତାପାର୍ଶ୍ୱରୁ ଧୂଳି…
ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୫, ୨୦୨୩ )
ଆନ୍ତ ବିଶ୍ୱବିଦ୍ୟାଳୟ ମହିଳା ହକି ଚାମ୍ପିଅନସିପ୍: ଉତ୍କଳ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ କ୍ରୀଡ଼ା କମ୍ପ୍ଲେକ୍ସରେ ଫକିର ମୋହନ ବିଶ୍ୱବିଦ୍ୟାଳୟ ବନାମ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମ୍ୟାଚ୍ ଖେଳା ଯାଇଛି ଆଗାମୀ ବିଶ୍ୱକପ ପୂର୍ବରୁ ୟୁନିଟ୍- ୪ ହାଉସିଂ ବୋର୍ଡ ଛକରେ ହକିକୁ ପ୍ରୋତ୍ସାହିତ…
ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୪ , ୨୦୨୩ )
ହକି ବିଶ୍ୱକପ ପାଇଁ ନେଦରଲ୍ୟାଣ୍ଡ ହକି ଖେଳାଳିମାନେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଯାଇଛନ୍ତି
ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୩, ୨୦୨୩ )
ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଓଡିଶା ସଂଗୀତ ନାଟକ ଏକାଡେମୀ ଓଡ଼ିଆ ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ନାଟ୍ୟଧାରାର ନାଟକ ‘ତାରି ଲାଗି’ ଭଞ୍ଜକଳା ମଣ୍ଡପରେ ପଦର୍ଶିତ ହେଉଛି ଭୁବନେଶ୍ୱର ବିଜେବି ନଗର ପାର୍କ ନିକଟରେ ବିଡିଏ…
ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୨, ୨୦୨୩ )
ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି କୁ ପିଲାମାନେ ଦେଖୁଛନ୍ତି
ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧, ୨୦୨୩ )
ନୂଆବର୍ଷରେ ଭୁବନେଶ୍ୱର ରାମ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଧାଡି କଟକ କ୍ୟାଣ୍ଟନମେଣ୍ଟ ରୋଡ ନିକଟ କ୍ୟାଥୋଲିକ ଚର୍ଚ୍ଚରେ ନବବର୍ଷ ଅବସରରେ ସାମୁହିକ ପାର୍ଥନା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି କଟକ ଚଣ୍ଡି ମନ୍ଦିରରେ…
ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୩୧ , ୨୦୨୨)
ନବ ବର୍ଷର ଶୁଭେଚ୍ଛା ପାଇଁ ଗୌରୀ ଶଙ୍କର ପାର୍କ ନିକଟରେ ଥିବା ଫୁଲ ଦୋକାନ ସମ୍ମୁଖରେ ବିକ୍ରୟ ପାଇଁ ରଖା ଯାଇଥିବା ଫୁଲ
ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୯, ୨୦୨୨ )
ରାଜ୍ୟ ସଂଗ୍ରହାଳୟର ୯୦ତମ ପ୍ରତିଷ୍ଠା ଦିବସ ପାଳନ ଭୁବନେଶ୍ୱର ପିଏମଜି ସ୍କୋୟାରରେ ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବିରେ ଓଡିଶା କୋଭିଡ-୧୯ ପାରାମେଡିକାଲ ଆସୋସିଏସନର ସଦସ୍ୟମାନଙ୍କ ବିକ୍ଷୋଭ ଭୁବନେଶ୍ୱର ଗୌତମ ନଗରରେ ବିଡିଏ ପକ୍ଷରୁ ଉଚ୍ଛେଦ…
ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୮, ୨୦୨୨ )
ପିପିଲି ବାଇପାସ୍ ନିକଟରେ ଜଣେ କୃଷକ ତାଙ୍କ ମୁଣ୍ଡରେ ଧାନ ଭାର ବହନ କରିଛନ୍ତି ଅଙ୍ଗନୱାଡି କର୍ମୀମାନେ କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ନିଜର ୮ ଦଫା ଦାବି ପୂରଣ ପାଇଁ ବିକ୍ଷୋଭ କରୁଛନ୍ତି ଭୁବନେଶ୍ୱର…
Archives


