ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୨୨, ୨୦୨୩ )

କଟକ ଯୋବ୍ରା ରିଂ ରୋଡ ପାର୍ଶ୍ୱରେ ଜଣେ ମହିଳା କାରିଗର ବାଉଁଶରୁ ବିଭିର୍ଣ୍ଣ ଘରୋଇ ବ୍ୟବହାର ସାମଗ୍ରୀ ତିଆରି କରୁଛନ୍ତି

 

କଟକ ଚୌଧୁରୀ ବଜାରରେ ଜଣେ ବ୍ୟବସାୟୀ ରଙ୍ଗ ବେରଙ୍ଗର ପିଚିକାରୀ ଗୁଡିକ ବିକ୍ରୟ ପାଇଁ ଟାଙ୍ଗି ରଖୁଛନ୍ତି

 

 

ଭୁବନେଶ୍ୱରରେ ପ୍ରବଳ ଉତ୍ତାପରୁ ରକ୍ଷା ପାଇବା ପାଇଁ ଛାତ୍ରୀମାନେ ମୁହଁ ଘୋଡେଇ ହୋଇ ଯାଉଛନ୍ତି

 

 

କଟକ ରାଣୀହାଟ ହିନ୍ଦ ସିନେମା ଛକ ଠାରେ ନିର୍ମିତ ହେଉଥିବା କ୍ଲକ୍ ଟାୱାର କାମ ଶେଷ ପର୍ଯ୍ୟାୟରେ

 

 

ଭୁବନେଶ୍ୱରରେ ଜଣେ ଟ୍ରଲି ଚାଳକ ଓଭର ବ୍ରିଜ ତଳେ ଛାଇରେ ବିଶ୍ରାମ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୨, ୨୦୨୧)

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ରଥ କାଠ   ଭୁବନେଶ୍ୱର ଏଜି ଛକଠାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ଟ୍ରାଫିକ ସୁରକ୍ଷା ସଚେତନତା ଅଭିଯାନ   ବିଡ଼ିଏ ଓ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୫, ୨୦୨୦)

କଟକ ବିଡାନାସୀରେ ଜଳମଗ୍ନ ଅଞ୍ଚଳରୁ ମୋଟର ପମ୍ପ ଦ୍ୱାରା ଜଳ ନିଷ୍କାସନ କରାଯାଉଛି କଟକ ରିଙ୍ଗବନ୍ଧ ରାସ୍ତାପାର୍ଶ୍ୱ ଗଛଡାଳରେ ବସିଥିବା ପକ୍ଷୀ ମହାନଦୀ ପଠାରେ ଶୋଭା...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୯, ୨୦୨୧)

କଟକ ବାରବାଟୀ ଷ୍ଟାଡିଅମ ନବନିର୍ମିତ ପଡ଼ିଆରେ ଖାଦ୍ୟ ଅନ୍ୱେଷଣରେ ଚଢ଼େଇ ମହାପୁରୁଷ ମହମ୍ମଦଙ୍କ ପବିତ୍ର ଜୟନ୍ତୀ ଅବସରରେ ସୁସଜ୍ଜିତ କଟକ ଦରଘାବଜ଼ାରସ୍ଥିତ କଦମ-ଏ-ରସୂଲ

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨୪, ୨୦୨୧ )

ମହାନଦୀର ମୁଣ୍ଡଳି ବ୍ୟାରେଜରେ ଜଳ ସ୍ରୋତରୁ ହାତୀ ଉଦ୍ଧାର କାର୍ଯ୍ୟ ଦେଖିବାକୁ ପ୍ରବଳ ଜନ ଗହଳି   ଭୁବନେଶ୍ୱର ରାଜମହଲ ଛକରେ ବିଏମସି ପକ୍ଷରୁ ଷ୍ଟ୍ରିଟ...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୪, ୨୦୨୨ )

ପୁରୀ: ସ୍ନାନବେଦୀରେ ମହାପ୍ରଭୁ   ଭୁବନେଶ୍ୱର ୟୁନିଟ-୮ ଜଗନ୍ନାଥ ମନ୍ଦିର: ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜବେଶ   ଓଡିଶାର ବିଭିନ୍ନ ସ୍ଥାନରେ ରଜପର୍ବ ପାଳନ   ଭୁବନେଶ୍ୱର ଭଞ୍ଜକଳା...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୬, ୨୦୨୨)

ଖରା ବଢ଼ିବା ସାଙ୍ଗକୁ ଅସହ୍ୟ ଗରମ ଯୋଗୁ ଭୁବନେଶ୍ୱରରେ ଜନଜୀବନ ଅସ୍ତବ୍ୟସ୍ତ   ଭୁବନେଶ୍ୱର ପିଏମଜି ରୋଡ଼ରେ ଆଖୁରସ ପିଇବାକୁ ଭିଡ଼   ଓଡ଼ିଶାର ପ୍ରଥମ...

ଓଡ଼ିଶା: ଆଜିର ଫଟୋ ( ମେ ୫, ୨୦୨୧)

ଲକଡାଉନର ପ୍ରଥମ ଦିନ: ଭୁବନେଶ୍ୱର ସହର   କଟକ ସହରରେ ଖାଦ୍ୟ ଅନ୍ୱେଷଣରେ ଘୁରି ବୁଲୁଛନ୍ତି ପାରା     ଲକଡାଉନର ପ୍ରଥମ ଦିନ: କଟକ...

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୯, ୨୦୨୧)

କଟକ ଶେଖବଜାର ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ     ମା’ କଟକଚଣ୍ଡୀଙ୍କ ବନଦୁର୍ଗା ବେଶ   ମା’ ବାସନ୍ତୀଦୁର୍ଗାଙ୍କ ଅନ୍ନପୂର୍ଣ୍ଣା...

Advertisement
Archives

Model This Week