
ଭୁବନେଶ୍ୱର ଉପକଣ୍ଠ ଶ୍ୟାମପୁରରେ ଦୋଳ ମେଳଣ ଉତ୍ସବ

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ସେଭେନ ପିଲରସ୍ ଅଫ ବିଶଡମ ସଭା ଗୃହ ପରିସରରେ ଫିଲ୍ମ ପୋଷ୍ଟରକୁ ଛାତ୍ରୀଛାତ୍ର ମାନେ ଦେଖୁଛନ୍ତି

ରେଭେନ୍ସା ବିଶ୍ୱବିଦ୍ୟାଳୟ ସେଭେନ ପିଲରସ୍ ଅଫ ବିଶଡମ ସଭା ଗୃହ ସମ୍ମୁଖରେ ଥିବା ଫିଲ୍ମ ଫେଷ୍ଟିଭାଲ କାର୍ଯ୍ୟସୂଚୀ ଛାତ୍ରୀଛାତ୍ର ମାନେ ଦେଖୁଛନ୍ତି


