ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨, ୨୦୨୩ )

କଟକ ତିନିକୋଣିଆ ବଗିଚା ଅର୍ଣ୍ଣପୂର୍ଣ୍ଣା ଲେନରେ ଜଣେ କାରିଗର ବେଣାଚେରରେ ପରଦା ପ୍ରସ୍ତୁତ କରୁଛନ୍ତି

 

 

ଓଡ଼ିଶା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସାଇକେଲ ବିତରଣ ଉତ୍ସବର ଶୁଭାରମ୍ଭ କରୁଛନ୍ତି

 

 

ନିଶାନ ଯାତ୍ରା ପାଇଁ ମାରୱାଡି ମହିଳାମାନେ ହାତରେ ପତାକା ଧରି ଝାରପଡା ଶ୍ୟାମା ମନ୍ଦିର ଅଭିମୁଖେ ଯାଉଛନ୍ତି

 

 

ଏସୟୁସିଆଇ କମ୍ୟୁନିଷ୍ଟ ସଦସ୍ୟମାନଙ୍କ ଗୁରୁବାର ରାଜମହଲ ଛକରେ ରନ୍ଧନ ଗ୍ୟାସ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟ ମୁଲ୍ୟ ବୃଦ୍ଧି ବିରୋଧରେ ଧାରଣା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri