ଓଡ଼ିଶା: ଆଜିର ଫଟୋ ( ଜୁନ୍ ୪, ୨୦୨୩ )
ଗୋଷାଣୀ ନୂଆଗାଁ ଜଗନ୍ନାଥ ମନ୍ଦିରର ସ୍ନାନ ମଣ୍ଡପରେ ତିନିଜୀଉଙ୍କ ଦେବସ୍ନାନ ଓ ଗଜ ଉଦ୍ଧାରଣ ବେଶ ଭୁବନେଶ୍ୱର ୟୁନିଟ-୮ ଜଗନ୍ନାଥ ମନ୍ଦିରରେ ସ୍ନାନପୂର୍ଣ୍ଣିମାରେ ପ୍ରଭୁଙ୍କ ହାତୀବେଶ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…
ଓଡ଼ିଶା: ଆଜିର ଫଟୋ ( ଜୁନ୍ ୩, ୨୦୨୩ )
ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଆହତ ମାନଙ୍କୁ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଉଛି ଓ ମେଡିକାଲରେ ଜନ ଗହଳି ଭୁବନେଶ୍ୱର ରେଳ ଷ୍ଟେସନରେ, ଟ୍ରେନ ବାତିଲ ଯୋଗୁ ଯାତ୍ରୀମାନେ ଅପେକ୍ଷା କରିଛନ୍ତି ରାଜଧାନୀରେ…
ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨, ୨୦୨୩ )
ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଖରାରେ ଛିଡାହେଇ ଗୋଟେ ରାସ୍ତାକଡ଼ରେ ବେଲୁନ ବିକ୍ରି କରୁଥିବା କୁନି ଝିଅ ଆଇସକ୍ରିମ ଖାଉଛି
ଓଡ଼ିଶା: ଆଜିର ଫଟୋ ( ମେ ୩୧, ୨୦୨୩ )
କଟକ କଳା ବିକାଶ କେନ୍ଦ୍ର ପକ୍ଷ୍ୟରୁ ଅନୁଷ୍ଠିତ ‘ପ୍ରତିଭା ଅନ୍ୱେଷଣ ୨୦୨୩’ ଉଦଯାପନୀ ସନ୍ଧ୍ୟାରେ, ପରିବେଷିତ ସମବେତ କଣ୍ଠ ସଂଗୀତ ଓ ନୃତ୍ୟ ଗଣେଶ ବନ୍ଦନା ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ବିଭାଗର ପରୀକ୍ଷା…
ଓଡ଼ିଶା: ଆଜିର ଫଟୋ ( ମେ ୩୦, ୨୦୨୩ )
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଆଯୋୖଜିତ କାର୍ଯ୍ୟକ୍ରମ ଦେବସ୍ମୃତିରେ ପରିବେଷିତ ଓଡ଼ିଶୀ ନୃତ୍ୟ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ଉପଲକ୍ଷେ ବନ୍ଦେମାତରଂ ପକ୍ଷରୁ ପିଏମଜି ସ୍କୋୟାରରେ ପଥପ୍ରାନ୍ତ ନାଟକ, ‘ନିଶାମୁକ୍ତ ଭାରତ’ କଟକ…
ଓଡ଼ିଶା: ଆଜିର ଫଟୋ ( ମେ ୨୮ , ୨୦୨୩ )
ରବିବାର ଦିନ ଜିକେସିଏମ ରେ ନୃତ୍ୟଞ୍ଜଳି ର ବାର୍ଷିକ ନୃତ୍ୟ ମହୋତ୍ସବ
ଓଡ଼ିଶା: ଆଜିର ଫଟୋ (ମେ ୨୭, ୨୦୨୩ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଗାନ୍ଧର୍ବ କଳା ମହୋତ୍ସବ ଧରିତ୍ରୀ ଓ ଏନଭାଇରନମେଣ୍ଟାଲିଷ୍ଟ ଫାଉଣ୍ଡେସନ ଅଫ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ପଞ୍ଚାୟତରେ ଥିବା ହରିଡାମଡା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ମେଣ୍ଢାଶାଳ ହରିଡାମଡା ପୋଖରୀରେ…
ଓଡ଼ିଶା: ଆଜିର ଫଟୋ (ମେ ୨୬, ୨୦୨୩ )
କଟକ ଗଡ଼ଗଡ଼େଶ୍ୱର ମନ୍ଦିର ପ୍ରାଙ୍ଗଣରେ ‘ତୂଳୀରେ ବିବଶ ମହାନଦୀ’ ଚିତ୍ରକଳା ଶିବିର କଟକ ଜଗତପୁର ମହାନଦୀ ବ୍ୟାରେଜ ଠାରେ କ୍ଷେତ୍ର ପରିଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ ମହାନଦୀ ଟ୍ରିବ୍ୟୁନାଲ ଟିମ କ୍ଷେତ୍ର ପରିଦର୍ଶନ କରୁଥିବା ସମୟରେ କଟକ ଜଗତପୁର…
ଓଡ଼ିଶା: ଆଜିର ଫଟୋ (ମେ ୨୫, ୨୦୨୩ )
ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧ ଉତ୍ସବରେ ନବୀନ ନିବାସ ପରିସରରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧ ଉତ୍ସବରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଏଜି ଛକରେ ଥିବା ପ୍ରତିମୂର୍ତ୍ତିରେ…
ଓଡ଼ିଶା: ଆଜିର ଫଟୋ (ମେ ୨୪, ୨୦୨୩)
ବ୍ରହ୍ମପୁର ଗୋଷଣିନୁଆଗାଁ ଉତ୍ତରେଶ୍ୱର ମନ୍ଦିରରେ ଶିବ ପାର୍ବତୀ ବିବାହ ଉତ୍ସବ କଟକ ଗଡଗଡ଼େଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହରପାର୍ବତୀ ବିବାହ ଉତ୍ସବ କଟକ ମଙ୍ଗଳାବାଗ ରିଙ୍ଗ ରୋଡରେ ଭାରସାମ୍ୟ ହରାଇ କାର ଟି ଫୂଟପାଥ ପ୍ରାଚୀର…
ଓଡ଼ିଶା: ଆଜିର ଫଟୋ (ମେ ୨୩, ୨୦୨୩)
ଲାଞ୍ଜିପଲ୍ଲି ମା’ ତାରା ଦେବୀ ଯାତ୍ରାରେ ଷୋହଳ ଦିନରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଓ ମା’ଙ୍କ ଘଟ ପରିକ୍ରମା ସହ ବହୁ କଳା କୁଞ୍ଜ ରଥ ଉନ୍ମୋଚିତ ରାଜଧାନୀ ଆକାଶରେ ଚନ୍ଦ୍ର ଓ ଶୁକ୍ର ତାରା…
ଓଡ଼ିଶା: ଆଜିର ଫଟୋ (ମେ ୨୨, ୨୦୨୩)
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ନୂଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ପ୍ରସାଦ ନାୟକ ୩ଜଣ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ…
Archives


