ଓଡ଼ିଶା: ଆଜିର ଫଟୋ (ମେ ୨୨, ୨୦୨୩)

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ନୂଆ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ପ୍ରସାଦ ନାୟକ

୩ଜଣ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଚାଲିଥିବା ବେଳେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ସମ୍ମୁଖ ରାସ୍ତାରେ ଟ୍ରାଫିକ ଜାମ

 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୩ଜଣ ନୂଆ କ୍ୟାବିନେଟ ମନ୍ତ୍ରୀ

 

ପ୍ରବଳ ଖରା ଯୋଗୁଁ ଭୁବନେଶ୍ୱର ରାସ୍ତାରେ ଛତା ଧରି ଯାଉଛନ୍ତି ଯୁବତୀ

 

ଓଡିଶାରୁ ୨୦ଜଣ ମହାକାଶ ଗବେଷଣା ଲାଗି ଇସ୍ରୋ ଯିବାକୁ ମନୋନୀତ ହୋଇଥିବାରୁ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିଅମ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

 

ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଧାଂଶୁ ଷଡ଼ଙ୍ଗୀ

 

କଟକ ସ୍ଥିତ ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ପ୍ରଫେସରମାନଙ୍କ ଗହଣରେ ଶୁନ୍ୟ ଛାୟା ଦିବସ ସମ୍ପର୍କରେ ଅବଗତ ହେଛି ଛାତ୍ରୀଛାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri