ଓଡ଼ିଶା: ଆଜିର ଫଟୋ ( ଜୁନ୍ ୩,  ୨୦୨୩ )

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଆହତ ମାନଙ୍କୁ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଉଛି ଓ ମେଡିକାଲରେ ଜନ ଗହଳି

 

 

ଭୁବନେଶ୍ୱର ରେଳ ଷ୍ଟେସନରେ, ଟ୍ରେନ ବାତିଲ ଯୋଗୁ ଯାତ୍ରୀମାନେ ଅପେକ୍ଷା କରିଛନ୍ତି

 

 

ରାଜଧାନୀରେ ପ୍ରବଳ ଖରା, ରେଳ ଷ୍ଟେସନରେ ୨ଜଣ ଶିଶୁ ଶୋଇଛନ୍ତି ଜଣେ ଶିଶୁ ବିଞ୍ଚଣାରେ ବିଂଛୁଛି

 

 

ବାଲେଶ୍ୱର ରେଳ ଦୁର୍ଘଟଣା ସ୍ଥଳରୁ ଆସୁଥିବା ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ, କାସୁଆଲଟି ସମ୍ମୁଖରେ ଅପେକ୍ଷାରତ ଜୁନିଅର ଡାକ୍ତର ମାନେ

 

 

ଏସସିବି ମେଡିକାଲ କାସୁଆଲଟି ସମ୍ମୁଖରେ ସ୍ଵେଚ୍ଛା ସେବି ସଂଗଠନ ପକ୍ଷ୍ୟରୁ ମୃଦୁ ପାନୀୟ ବଣ୍ଟନ କରାଯାଉଛି

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri