ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧୪, ୨୦୨୩ )

ଶ୍ରୀ ମନ୍ଦିର ନିକଟରେ ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ, ମହାଳୟା ଅବସରରେ ସାମୁହିକ ପିଣ୍ଡ ଦାନ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଗୁରୁ ଦେବ ପ୍ରସାଦ ଦାସ ଓଡିଶୀ ନୃତ୍ୟ ପରିବାର ପକ୍ଷରୁ ରୌପ୍ୟ ମହାସର -୨୦୨୩…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୨, ୨୦୨୩ )

ବଲିଉଡ଼ ଅଭିନେତା କିରଣ କୁମାର ମହାପ୍ରଭୁ ଙ୍କୁ ଦର୍ଶନସାରୀ ଫେରୁଛନ୍ତି ଟଙ୍କପାଣି ରୋଡ ବ୍ରହ୍ମେଶ୍ୱର ପାଟଣା ରେ ବେଆଇନି ଘରକୁ ବିଡିଏ ଉଛେଦ କରୁଛି ବିଧାନସଭା ସମୁଖ ପାର୍କ ରେ ଲାଇନ ହୋଇ ପ୍ରତିମୁର୍ତି ରଖାଯାଇଛି

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧୧, ୨୦୨୩ )

ଓଡିଆ ହକି ଖେଳାଳି ଅମିତ ରୋହିଦାସ ଓ ଦୀପ ଗ୍ରେସ ଏକ୍କା ଭୁବନେଶ୍ୱର ବିମାନବନ୍ଦରରେ     ମା ଝାଞ୍ଜିରୀ ମଙ୍ଗଳାଙ୍କ ବଗଳାମୁଖୀ ବେଶ     ମା କଟକ ଚଣ୍ଡୀଙ୍କ ମାତଙ୍ଗୀ ବେଶ     ପିଠାପୁର ମା ଧାକୁଲେଇଙ୍କ…

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧୦, ୨୦୨୩ )

କଟକ ଦୀଵାନ ବଜାର ତନ୍ତୀ ସାହି ଅଂଚଳରେ ଶ୍ରୀ ଶ୍ରୀ ଷୋଳପୁଅ ମା ଘଟ ବିସର୍ଜନ ଅବସରରେ ମହିଳାମାନେ ଘଟ ନେଇ ପୂଜା ସ୍ଥଳକୁ ଶୋଭାଯାତ୍ରାରେ ଯାଉଛନ୍ତି     ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାର…

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୮, ୨୦୨୩ )

ସ୍ମାର୍ଟ ସିଟି ଭୁବନେଶ୍ୱର ସତ୍ୟନଗର ବିଏମସି ଅଫିସ ପଛ ପଟ ରାସ୍ତାରେ ଖାଲ     ମା ବାସନ୍ତୀ ଦୁର୍ଗାଙ୍କ ମାତଙ୍ଗୀ ବେଶ     ମା ଗଡ଼ଚଣ୍ଡୀଙ୍କ କମଳା ବେଶ     ମା ଝାଞ୍ଜିରୀ ମଙ୍ଗଳାଙ୍କ ଷୋଡ଼ଶୀ ବେଶ…

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୭, ୨୦୨୩ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆର୍ଟ ଭିଜନ ସଂଗଠନ ପକ୍ଷରୁ ୧୯ ତମ ବାର୍ଷିକ ଦିବସ (ସଙ୍ଗମ) ପାଳନ     ମା ବାସନ୍ତୀ ଦୁର୍ଗାଙ୍କ ଦକ୍ଷିଣ କାଳୀ ବେଶ, କଟକ   ମା ଗଡ଼ଚଣ୍ଡୀଙ୍କ ସୁନା ବେଶ, କଟକ    …

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୫, ୨୦୨୩ )

କଟକ ଚୌଧୁରୀ ବଜାର ଚୂନଭାଟି ଲେନରେ ଦୁର୍ଗାପୂଜା ପାଇଁ ଜରି ମେଢ଼ ପ୍ରସ୍ତୁତ କରୁଛନ୍ତି କାରିଗର   ଓଡ଼ିଶା ହାଇକୋର୍ଟ ସମ୍ମୁଖ ରାସ୍ତା ପାର୍ଶ୍ୱକୁ ନୋ ପାର୍କିଙ୍ଗ ଜୋନ ରୂପେ ସୂଚିତ କରାଯାଇଥିବା ବେଳେ ରାସ୍ତାକୁ ଅବରୋଧ କରି ବାଇକ ଗୁଡିକ…

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୪, ୨୦୨୩ )

ଭୁବନେଶ୍ୱର ୟୁନିଟ-୧ ହାଟ ଧର୍ମଘଟ ପରେ ଆଜିଠୁ ଖୋଲିଲା     ଭୁବନେଶ୍ୱର ୟୁନିଟ୍- ୬ ରାଜଧାନୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଛୁଟି ପରେ ଛାତ୍ରୀଛାତ୍ରମାନେ ଘରକୁ ଫେରୁଛନ୍ତି     କଟକ ଖାନନଗର ପୂଜା ମଣ୍ଡପ ପକ୍ଷରୁ ନିର୍ମାଣଧିନ ତୋରଣ…

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୩, ୨୦୨୩ )

ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲିବା ପାଇଁ ପ୍ରଶାସନ ଦେଇଥିବା ଅବଧିକୁ ତଦାରଖ ପାଇଁ ପୁରୀ ଓକିଲ ସଂଘର ଏକ ପ୍ରତିନିଧି ଦଳ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରି ସରକାରଙ୍କୁ ଦୁଇମାସ ସମୟ ଦେଇ ଆସନ୍ତା ଜାନୁଆରୀ ୩…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨, ୨୦୨୩ )

ଲଘୁଚାପଜନିତ ବର୍ଷାଫଳରେ ଭୁବନେଶ୍ୱରର ବମିଖାଲ ରସୁଲଗଡ ରାସ୍ତାରେ ପ୍ରବଳ ପାଣି ଜମିରହିଛି ବିଯେଇଏମ ସ୍କୁଲ ର ଛାତ୍ରୀ ଛାତ୍ର ମାନେ ଗାନ୍ଧୀଜୟନ୍ତୀ ପାଳନ କରୁଛନ୍ତି

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?