ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (୧୨ ନଭେମ୍ବର , ୨୦୨୩ )

ଦୀପାବଳୀ ଅବସର ରେ ପୟା ଶ୍ରାଦ୍ଧ ନିମନ୍ତେ ଶ୍ରୀ ମନ୍ଦିର ସମ୍ମୁଖ ରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ସତ୍ୟନଗରରେ ସତ୍ୟକାଳୀଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ହାଇକୋର୍ଟ କାଳୀ ମନ୍ଦିରରେ ପୂଜାର୍ଚନା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୧, ୨୦୨୩ )

ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକା କଳାରେ ନିର୍ମିତ ଦୀପାବଳୀ ଶୁଭେଚ୍ଛା ବାର୍ତ୍ତା   ଖଲ୍ଲିକୋଟ ଖେଳ ପଡିଆ ଠାରେ ଚିନ୍ମୟ ମିଶନ ପକ୍ଷରୁ ବ୍ରହ୍ମପୁରର ବିଭିନ୍ନ ସ୍କୁଲର ପିଲାମାନେ ସମୂହ ଗୀତା ପାଠ କରୁଛନ୍ତି   ଦୀପାବଳି ପାଇଁ…

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୦, ୨୦୨୩ )

ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଦ୍ଵିତୀୟ ଦିନ   ଭୁବନେଶ୍ୱର ଜନତା ମୈଦାନରେ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ମଞ୍ଚରେ ଅନ୍ୟ ଅତିଥିମାନଙ୍କ ସହ ଯୋଗଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ   ଭୁବନେଶ୍ୱର ସ୍ଥିତ ସୂଚନା ଭବନରେ ନିଖିଳ…

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୮, ୨୦୨୩ )

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ହସ୍ତତନ୍ତ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀରେ ଗ୍ରାହକମାନେ ଟେରାକୋଟା ସାମଗ୍ରୀ କିଣୁଛନ୍ତି     ଭୁବନେଶ୍ୱର ଜନତା ମଇଦାନରେ ନଭେମ୍ବର ୯ରୁ ହେବାକୁ ଥିବା ମିଲେଟ ଆନ୍ତର୍ଜାତୀୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ଚାଲିଛି    …

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୭, ୨୦୨୩ )

କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ସାତ ସାହି କଟକ ନୃତ୍ୟ ଉତ୍ସବର ଷଷ୍ଠ ସନ୍ଧ୍ୟା ରୂପାୟନ ନୁତ୍ୟାନୁଷ୍ଠାନ ପକ୍ଷ୍ୟରୁ ମଞ୍ଚସ୍ଥ ଓଡିଶୀ ନୃତ୍ୟ       ଶୋଭାଯାତ୍ରାରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ମରଶରୀରକୁ ବାସଭବନରୁ ସ୍ଵର୍ଗଦ୍ଵାରକୁ ନିଆଯାଉଛି…

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୫, ୨୦୨୩ )

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ହସ୍ତତନ୍ତ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଏକ କଳା ପ୍ରଦର୍ଶନୀରେ ଟେରାକୋଟା ସାମଗ୍ରୀ     ଭୁବନେଶ୍ୱରର ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ଅଫିସରେ ସତ୍ୟନଗର ଲେଡିଜ୍ ଫୋରମ୍ ଦ୍ୱାରା ଆୟୋଜିତ ଶିଶୁ ପ୍ରତିଭା ପ୍ରତିଯୋଗିତା    …

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୪, ୨୦୨୩ )

ଧରିତ୍ରୀର ୫୦ତମ ଜନ୍ମ ଦିବସ ସମାରୋହ ଅନୁଷ୍ଠିତ     ଆଇଆଇଟି ବନାରସ ଛାତ୍ରୀଙ୍କ ଉପରେ ଅସଦାଚରଣ ବିରୁଦ୍ଧରେ ରମାଦେବୀ ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ AIDSO ପକ୍ଷରୁ କଳା ଦିବସ ପାଳିତ   ଭୁବନେଶ୍ୱର ଭଞ୍ଜକଳା ମଣ୍ଡପଠାରେ ଏକାମ୍ର ନାଟ୍ୟ ସଂଗଠନ…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩, ୨୦୨୩)

ବ୍ରହ୍ମପୁର ଭି .ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ସୁରଭି ୨୦୨୩ ଓ ମଧ୍ୟାହ୍ନ ଭୋଜନ ମେଳା ଅନୁଷ୍ଠିତ   ବ୍ରହ୍ମପୁରରେ ଦୁର୍ନୀତି ନିବାରଣ ସଚେତନତା ରାଲି ଅନୁଷ୍ଠିତ   ଏସିଆନ ପାରା ଅଲିମ୍ପିକ୍ସରେ କୃତିତ୍ୱ…

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧, ୨୦୨୩ )

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଉତ୍କଳ ନୃତ୍ୟ ଏବଂ ଅନୁସନ୍ଧାନ ଏକାଡେମୀ ଦ୍ୱାରା ୨୦ ତମ କୁମାର ଉତ୍ସବ     ଶପଥ ଗ୍ରହଣ ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଛନ୍ତି ମହାମାନ୍ୟ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ     ସରକାରୀ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୦, ୨୦୨୩ )

କାର୍ତ୍ତିକ ମାସର ପ୍ରଥମ ସୋମବାର ରେ ବିଭିନ୍ନ ଶୈବପୀଠ ଗୁଡ଼ିକର ରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା କାର୍ତିକ ମାସ ପ୍ରଥମ ସୋମବାରରେ କଟକ ସ୍ଥିତ ଶ୍ରୀ ଅମରେଶ୍ବର ମନ୍ଦିରରେ ପୂଜାର୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ସୋମବାର ଦିନ ଭୁବନେଶ୍ୱର ଆର.ବି.ଆଇ ଠାରେ ୨୦୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?