ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩୦, ୨୦୨୧)

କଟକ ରାଣୀହାଟ ପୋଲ ଫୁଟପାଥରେ ବିକ୍ରୟ ପାଇଁ ଧାନ ବେଣ୍ଟକୁ ଟାଙ୍ଗୁଛନ୍ତି ବ୍ୟବସାୟୀ   ଏଡ୍ସ ଓ କରୋନା ଲାଗି ଭୁବନେଶ୍ୱରରେ ପଥପ୍ରାନ୍ତ ସଚେତନତା ବାର୍ତ୍ତା   ଜୁନିୟର ହକି ବିଶ୍ୱକପ ଲାଗି ଭୁବନେଶ୍ୱରରେ ପାଚେରୀକୁ ଚିତ୍ରିତ କରାଯାଉଛି  ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୯, ୨୦୨୧)

ଭୁବନେଶ୍ୱର ପଟେଲ ଭବନ ପୁରୁଣା ବିଧାନସୌଧରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଛାୟା ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରୟଣ ପାତ୍ରଙ୍କ ସହ ଅନ୍ୟ ମଞ୍ଚାସୀନ ଅତିଥି ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ଏବଂ ବିଧାୟକଙ୍କର ଆରଟି-ପିସିଆର...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୮, ୨୦୨୧)

ଭୁବନେଶ୍ୱର ସୂଚନାଭବନ ସମୁଖରେ ଲାଗିଥିବା ଲୁହା ବାଡକୁ ରଙ୍ଗ କରାଯାଉଛି   ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ନେଦରଲ୍ୟାଣ୍ଡ ଓ ୟୁନାଇଟେଡ଼ ଷ୍ଟେଟସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍   ଭୁବନେଶ୍ୱର ବିଧାନସଭାର କାନ୍ଥକୁ...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୬, ୨୦୨୧)

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ସ୍ପେନ ଓ ନେଦରଲାଣ୍ଡସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍: ନେଦରଲାଣ୍ଡ ୩-୨ ଗୋଲରେ ବିଜୟୀ     ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୫, ୨୦୨୧ )

କଟକ ଏସସିବି ମେଡିକାଲ୍ କଲେଜ୍ ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ପରିସରରେ ଥିବା ଏକ ପ୍ରାଚୀରକୁ ଚିତ୍ରିତ କରାଯାଉଛି   ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଆର୍ଜେଣ୍ଟିନା ଓ ଇଜିପ୍ଟ ମଧ୍ୟରେ ଅନୁଷ୍ଠିତ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୪, ୨୦୨୧)

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜର୍ମାନୀ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍ ର ଉଦଘାଟନୀ ମ୍ୟାଚ୍ ‘ଧରିତ୍ରୀ’ର ୪୮ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଭୁବନେଶ୍ୱର ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୩, ୨୦୨୧ )

ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ଠାରେ ଧରିତ୍ରୀର ୪୮ତମ ଜନ୍ମ ଦିବସ ସମାରୋହ   ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ  ରାୟଗଡା ମା’ ସନ୍ତୋଷୀ କଳା ପ୍ରତିଷ୍ଠାନର କଳାକାରଙ୍କ ନୃତ୍ୟ ପରିବେଷଣ  

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୨, ୨୦୨୧)

ପ୍ଲାଟିନମ୍ ଜୟନ୍ତୀ ପାଳନ ଅବସରରେ କଳାକାରମାନେ କଟକ ଏସସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ପରିସରରେ ସ୍ଥାପିତ ହୋଇଥିବା ବ୍ରାସ ରେ ନିର୍ମିତ ଭାସ୍କର୍ଯ୍ୟ କଳାକୄତ୍ତି ସୋମବାର ସନ୍ଧ୍ୟାରେ ବର୍ଷା ହେଉଥିବାର ଦୃଶ୍ୟ  

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୧, ୨୦୨୧)

 ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପାଇଁ ଗଜପତି ମହାରାଜ ଶ୍ରୀନହରରେ ଗୁଆ ଟେକି କାର୍ଯ୍ୟର ଶୁଭାରମ୍ଭ କରୁଛନ୍ତି ଛାଡଖାଇ ଉପଲକ୍ଷେ ଭୁବନେଶ୍ୱରରେ ମାଛ, ମାଂସ କିଣିବାପାଇଁ  ପ୍ରବଳ ଭିଡ ଭୁବନେଶ୍ୱରରୁ କୋଣାର୍କ ମୋଟରସାଇକେଲ ରାଲି

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୦, ୨୦୨୧)

ମହାନଦୀର କଟକ ଗଡ଼ଗଡ଼ିଆ ଘାଟରେ  ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ କାର୍ତ୍ତିକେଶ୍ୱରଙ୍କ ମୂର୍ତ୍ତି ବିସର୍ଜନ   ଭୁବନେଶ୍ୱରରେ ଶିଶୁ ଅଧିକାର ଅଭିଯାନ ଆରମ୍ଭ

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୯, ୨୦୨୧)

କଟକ ବିଡାନାସୀ ଚହଟା ଘାଟଠାରେ କାର୍ତ୍ତିକପୂର୍ଣ୍ଣିମା ଉପଲକ୍ଷେ ଡଙ୍ଗା ଭସାଇବା ଲାଗି ଭିଡ   କଟକ ଗଡଗଡ଼େଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁ ଦୀପ ଲଗାଉଛନ୍ତି   କାର୍ତ୍ତିକପୂର୍ଣ୍ଣିମା ଅବସରରେ ବୋଇତ ଭସାଣ ସହିତ ବୃନ୍ଦାବତୀଙ୍କୁ ପୂଜା   କଟକ ଟାଉନ୍ ହଲଠାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri