ଓଡ଼ିଶା: ଆଜିର ଫଟୋ (ମେ ୨୪, ୨୦୨୩)

ବ୍ରହ୍ମପୁର ଗୋଷଣିନୁଆଗାଁ ଉତ୍ତରେଶ୍ୱର ମନ୍ଦିରରେ ଶିବ ପାର୍ବତୀ ବିବାହ ଉତ୍ସବ

 

 

କଟକ ଗଡଗଡ଼େଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହରପାର୍ବତୀ ବିବାହ ଉତ୍ସବ

 

 

କଟକ ମଙ୍ଗଳାବାଗ ରିଙ୍ଗ ରୋଡରେ ଭାରସାମ୍ୟ ହରାଇ କାର ଟି ଫୂଟପାଥ ପ୍ରାଚୀର ଉପରକୁ ଚଢି ଯାଇଛି

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନୃତ୍ୟାୟନର ୩୧ ତମ ବାର୍ଷିକ ଦିବସ ଉତ୍ସବରେ ନୃତ୍ୟାୟନର ଛାତ୍ରୀଛାତ୍ରମାନେ ଓଡିଶୀ ନୃତ୍ୟ ନାଟକ ‘କୈକେଇ’ ପ୍ରଦର୍ଶନ କରୁଛନ୍ତି

 

 

ଲାଞ୍ଜିପଲ୍ଲି ମା’ ତାରା ଦେବୀ ଯାତ୍ରାରେ, ସତର ଦିନରେ ମା’ ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଓ ମା’ ଙ୍କ ଘଟ ପରିକ୍ରମା ସହ ବହୁ କଳା କୁଞ୍ଜ ରଥ ଉନ୍ମୋଚିତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୨, ୨୦୨୨ )

କଟକ କୁମ୍ଭାର ସାହିରେ ଶ୍ରୀଗଣେଶଙ୍କ ପ୍ରତିମାକୁ ରଙ୍ଗ ତୁଳିରେ ରୂପରେଖ ଦେଉଛନ୍ତି ଶିଳ୍ପୀ ଲଗାଣ ବର୍ଷାରେ କଟକ ଚାନ୍ଦିନି ଚୌକ ବେଲଭିଉ ଛକ ରାସ୍ତା ଶୋଚନୀୟ...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୯ , ୨୦୨୨)

କଟକ ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୋଲର ଗାର୍ଡ ୱାଲ ଭୁଶୁଡ଼ି ପଡିଛି   ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରି...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୯, ୨୦୨୨)

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଲାଗି କଟକ ଓଡ଼ିଆ ବଜ଼ାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଚାଲିଛି ପ୍ରସ୍ତୁତି   ପଞ୍ଚାୟତ ନିର୍ବାଚନ ପାଇଁ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୧, ୨୦୨୧)

ଭୁବନେଶ୍ୱରର ନିଲାଦ୍ରି ବିହାରର ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଲଲିତକଳା ଏକାଡେମୀ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନ ଗୋପାଷ୍ଟମି ଅବସରରେ କଟକସ୍ଥିତ ମାରୱାରୀ କ୍ଲବରେ ଗୋମାତା ଙ୍କୁ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୭, ୨୦୨୨)

ଯୋବ୍ରା ଆନିକଟ ମହାନଦୀ ଜଳ ରାଶି ଉପରେ ଶୋଭା ପାଉଥିବା ମେଘାଛନ୍ନ ଆକାଶ ପ୍ରବଳ ବର୍ଷାରେ ଭିଜି ଝୋଲା ସାହି ରାସ୍ତାରେ ଯାଉଥିବା ଗାଡି ଚାଳକ

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୪, ୨୦୨୦)

ମହାନଦୀ ଜଳରାଶିରେ ଶୋଭା ପାଉଥିବା ନୀଳାକାଶର ଭସା ବାଦଲଖଣ୍ଡର ପ୍ରତିବିମ୍ବ ପୁରୀଘାଟ ପାର୍ଶ୍ୱସ୍ଥ କାଠଯୋଡି ଜଳରାଶି ମଧ୍ୟରେ ବିଶ୍ରାମ ନେଉଥିବା ମଇଁଷିପଲ ବନ୍ୟାଜଳ ହ୍ରାସ ପାଇବା...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୧, ୨୦୨୨)

ଭୁବନେଶ୍ୱର ରାମମନ୍ଦିର ଛକ ଟ୍ରାଫିକ ନିକଟରେ  ମାସ୍କ ପିନ୍ଧିଥିବା କୁକୁର ବାଇକରେ ବସି ଯାଉଛନ୍ତି

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୯, ୨୦୨୨)

ଭୁବନେଶ୍ୱରରେ ଚାଲିଛି ମାସ୍କ ବିକ୍ରୟ   ପଥଚାରୀଙ୍କ ପାଇଁ କଟକ ମଙ୍ଗଳବାଗ ଇଣ୍ଟରନାଶନାଲ କ୍ଲୁବ ତରଫରୁ  ପଥପ୍ରାନ୍ତରେ ଖବର କାଗଜ ପଠନ ଉଦଘାଟନ

Advertisement
Archives

Model This Week