ପ୍ରତି ମାସରେ ସରପଞ୍ଚଙ୍କୁ ଭେଟୁଛନ୍ତି ବିଡିଓ
ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଜିଲାପାଳଙ୍କ ପରାମର୍ଶ କ୍ରମେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ ପ୍ରତ୍ୟେକ ଶନିବାର ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଏଥିସହ ପ୍ରତ୍ୟେକ…
ଧରିତ୍ରୀ ପ୍ରଭାବ: ମାନସଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଲା ଅଂଶୁମାନ ଟ୍ରଷ୍ଟ
ଧର୍ମଶାଳା,୧୭।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ମୁରତପୁର ଗାଁର ମାନସ ଦଳାଇ ଦୀର୍ଘଦିନ ହେବ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ତ ଥିବା ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ପରେ ଏହି ଖବର ପ୍ରକାଶ ପାଇବା…
ବିଦେଶରେ ପୁଣି ଅଦିନିଆ ରଥଯାତ୍ରା: ରଥଯାତ୍ରା ପୋଷ୍ଟରରେ ବ୍ୟାପକ ଭୁଲ
ଭୁବନେଶ୍ୱର,୧୭।୫: ପୁଣି ଅଦିନିଆ ରଥଯାତ୍ରା କରିବାକୁ ଯାଉଛି ଇସ୍କନ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରବିବାର ଲଣ୍ଡନରେ ରଥଯାତ୍ରା କରୁଛି ଇସ୍କନ। ରଥଯାତ୍ରାରେ ସାମିଲ ହେବାକୁ ଅନଲାଇନରେ ପ୍ରଚାର ହେଉଛି।ତେବେ ଏହି ରଥଯାତ୍ରା ପୋଷ୍ଟରରେ ବ୍ୟାପକ ଭୁଲ ରହିଥିବା…
ଯାଜପୁରରେ ସୃଷ୍ଟି ହେବ ୩୪ ହଜାର ନିଯୁକ୍ତି ସୁଯୋଗ, ଘୋଷଣା କଲେ ଶିଳ୍ପମନ୍ତ୍ରୀ
ଭୁବନେଶ୍ୱର,୧୭ା୫: ଶିଳ୍ପ ପାଇଁ ଜମି ନେଇ କାମ କରୁ ନ ଥିବା ଶିଳ୍ପାନୁଷ୍ଠାନକୁ ୨ୟ ସୁଯୋଗ ରହିଛି। ଏହା ପରେ ଯଦି ସୁଯୋଗରେ କାମ ନ କରିବ ତେବେ କମ୍ପାନୀକୁ ଜମି ଫେରାଇବା ପାଇଁ କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ। ପୂର୍ବରୁ…
ବିସ୍ଫୋରକ ବୟାନ ଦେଲେ ଭୂପିନ୍ଦର: ୨୪ ନିର୍ବାଚନରେ ଅଫର ଦେଇଥିଲା ଭାଜପା, ଏବେବି…
ଭୁବନେଶ୍ୱର,୧୭।୫: ବିଜେଡି ନେତା ଭୂପିନ୍ଦର ସିଂଙ୍କ ବିସ୍ଫୋରକ ବୟାନ। ବିଜେଡି କମିଟି ଓ ପିଏସ୍ସିରୁ ବାଦ୍ ପଡ଼ିବା ପରେ ବିଜେଡିକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୂପିନ୍ଦର । ସେ କହିଛନ୍ତି, ଏବେ IPL ଚାଲିଛି। ଭଲ ପ୍ଲେୟାର୍ଙ୍କୁ ସମସ୍ତେ ନେବାକୁ…
କରୋନା ସଂକ୍ରମଣକୁ ନେଇ ରାଜ୍ୟ ସରକାର ଆଲର୍ଟ, ସବୁ ଜିଲାରେ ଆରମ୍ଭ ହେଲା ଟେଷ୍ଟିଂ
ଭୁବନେଶ୍ୱର,୧୭ା୫: ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏନେଇ ସଜାଗ ରହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି। ସେମାନେ କୌଣସି…
ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ବୋଲେରୋ: ୧୨ ଗୁରୁତର
ବାସୁଦେବପୁର,୧୭ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜାମୁଝାଡ଼ି ଧାମରା ରାସ୍ତାର ବେତଡ଼ା ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବୋଲେରୋ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ରାସ୍ତାକଡ଼ ନୟନଜୋରୀକୁ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ୩ ଛୋଟ…
ଆଗକୁ ସାବିତ୍ରୀ: ବଢୁଛି ଲିଚୁକୋଳିର ଚାହିଦା, ଚାଷ କରି ମାଲମାଲ ଚାଷୀ
ଦାରିଙ୍ଗବାଡ଼ି,୧୭ା୫(ଅରୁଣ ସାହୁ): ଆଉ କିଛି ଦିନ ପରେ ଆସୁଛି ସାବିତ୍ରୀ। ଏଥିପାଇଁ ବିଭିନ୍ନ ପ୍ରକାର ଫଳଆମ୍ବ, ପଣସ , ଲିଚୁ, କାକୁଡ଼ି, ତାଳର ଆବଶ୍ୟକ ରହିଛି । ତେବେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆମ୍ବ, ପଣସ, ଲିଚୁ ଫଳର ଅଭାବ…
ବାଇକ୍ରେ ଆସିଲେ ୨ ଦୁର୍ବୃତ୍ତ, ଦୋକାନୀ-ଗ୍ରାହକଙ୍କୁ କଲେ ଗୁଳିମାଡ଼
ରାଉରକେଲା,୧୭ା୫(ସଙ୍ଗୀତା ଜେନା): ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ବାଇକରେ ଦୁଇ ଦୁର୍ବୃତ୍ତ ଆସି ଦୋକାନୀ ଏବଂ ଜଣେ ଗ୍ରାହକଙ୍କୁ ଗୁଳିମାଡ଼ କରିଛନ୍ତି। ଗୁରୁତର ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣଙ୍କର ଛାତିରେ…
ଫୋକସ୍ରେ ଓଡ଼ିଶା: ଜୁନ୍ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, ୧୭ା୫(ସୁନିତ୍ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ରାଜ୍ୟରେ ଭାଜପା ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ସମେତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଆସିପାରନ୍ତି…
ତପସ୍ବିନୀ ଏକ୍ସପ୍ରେସ୍କୁ ପଥର ମାଡ଼: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ସମ୍ବଲପୁର,୧୭।୫(ପ୍ରମୋଦ ବହିଦାର): ତପସ୍ବିନୀ ଏକ୍ସପ୍ରେସ ଟ୍ରେନକୁ ପଥର ମାଡ଼ ହୋଇଛି। ଏଥିରେ ଟ୍ରେନର କାଚ ଭାଙ୍ଗିପଡ଼ିଛି। ପଥର ମାଡ଼ ପରେ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରେଙ୍ଗାଲି ଓ ଝାରସୁଗୁଡ଼ା ମଝିରେ ଏହି ପଥର ମାଡ଼ ସୂଚନା ମିଳିଛି। ଏସି ବଗି ବି-୭…
ମାର୍କଣ୍ଡି ବେଳାଭୂମିରେ ମାରି ଫିଙ୍ଗି ଦେଲେ! ବେକରେ କଟା ଚିହ୍ନ, ଗୋଳନ୍ଥରା ପୋଲିସର ଛାନଭିନ ଆରମ୍ଭ
ଗୋପାଳପୁର, ୧୬।୫(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ମାର୍କଣ୍ଡି ସମୁଦ୍ର ବେଳାଭୂମିରୁ ଜଣେ ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଶୁକ୍ରବାର ସାରେ ଠାବ କରିଛି । ମୃତ ଯୁବକ ଜଣଙ୍କ ଆନ୍ଧ୍ର ପ୍ରଦେଶ କାବିଟି ଥାନା ଅଧୀନ କପାସ କୁଦି ଗ୍ରାମର…

