ରାଜ୍ୟ

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଶ୍ରୀସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଶାସନ ବଦ୍ଧପରିକର

ପୁରୀ,୧୮ା୫(ଅଜିତ କୁମାର ମହାନ୍ତି): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତି ସମ୍ପର୍କିତ ଏକ ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ ରାୟ ଦେଇଛନ୍ତି ମାନ୍ୟବର ହାଇକୋର୍ଟ। ଖୋର୍ଦ୍ଧା ଜିଲା ଜଟଣୀ ତହସିଲ କନ୍ତିଆ ମୌଜାର ବହୁମୂଲ୍ୟ ୧୫ ଏକର ଜମିକୁ ନେଇ ନିର୍ଦ୍ଦିଷ୍ଟ ଏକ ସଂସ୍ଥା…

ପୁଣି ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୪ ବଗି

ଟେନ୍‌ସା,୧୮ା୫(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଳକ ବିମିଳାଗଡ଼ ରେଲଓ୍ବେ ସାଇଡିଂରେ ରବିବାର ସକାଳୁ ରକ୍ସିରୁ ଲୁହା ପଥରଗୁଣ୍ଡ ନେଇ ଆସୁଥିବା ଏକ ମାଲ୍‌ବାହୀ ଟ୍ରେନ ବିମିଳାଗଡ଼ ରେଲଓ୍ବେ ସାଇଡିଂ ୪ଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ କାହାରି କିଛି…

ବୌଦ୍ଧରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେଇ…

ବୌଦ୍ଧ,୧୮ା୫(ଅଜିତ କୁମାର ବାରିକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବୌଦ୍ଧ ଜିଲା ଗସ୍ତ କରି ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ ବୌଦ୍ଧରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏହି…

ସାମ୍ନାକୁ ଆସିଲେ ୟୁଟ୍ୟୁବର ପ୍ରିୟଙ୍କାଙ୍କ ବଡ଼ବାପା, କହିଲେ ଯଦି ଝିଅର କିଛି…

ପୁରୀ,୧୮ା୫: ପୁରୀ ପୋଲିସ ସହାୟତାରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ସ୍ଥାନୀୟ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ବିଷୟରେ ପଚରାଉଚରା କରିଥିବା ଜଣାପଡ଼ିଛି। ଝିଆରୀକୁ ପଚରାଉଚରା ନେଇ ପ୍ରତିକ୍ରିୟା…

ଡୁଲୁରୀ ପାଇନ୍‌ ବଣରେ ଭୋଜି କରି ଗ୍ରୀଷ୍ମଛୁଟିର ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): ପରିବାର ହୁଅନ୍ତୁ ବା ସାଙ୍ଗସାଥୀ ବନ୍ଧୁ ପରିଜନ ସେମାନଙ୍କ ସହ ସମୟ ବିତାଇବା ପାଇଁ ପ୍ରକୃଷ୍ଟ ସମୟ ହେଉଛି ବଣଭୋଜିର ଆସର। ଆଉ ଏହା କରିବା ପାଇଁ କେଉଁ ଭଲ ସ୍ଥାନ ଠିକ୍‌ ତାକୁ ଚୟନ କରବା ମଧ୍ୟ…

ପୁରୀର ୟୁଟ୍ୟୁବରଙ୍କ ସହ କ’ଣ ଥିଲା ଜ୍ୟୋତିଙ୍କ ସମ୍ପର୍କ: ଅଜ୍ଞାତ ସ୍ଥାନରେ ରଖି ….

ପୁରୀ, ୧୮।୫: ଗିରଫ ୟୁଟ୍ୟୁବର ଜ୍ୟୋତି ଲିଙ୍କ୍‌ ନେଇ ଖୋଳତାଡ଼ ଜାରି ରହିଛି। ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା ଜାରି ରହିଛି। ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଜେରା ମଧ୍ୟ ଚାଲିଛି। ଗତକାଲିଠାରୁ ଅଜ୍ଞାତ ସ୍ଥାନରେ…

ସାଙ୍ଗର ଜୀବନ ବଞ୍ଚାଇବାକୁ ଯାଇ ଚାଲିଗଲା ସାଙ୍ଗର ଜୀବନ

ଆନନ୍ଦପୁର,୧୮ା୫(ସୁଶାନ୍ତ କୁମାର ସାହୁ): ସାଙ୍ଗର ଜବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇବାକୁ ପଡ଼ିଛି ଜଣେ ସାଙ୍ଗକୁ। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ତବ୍ଧ ହୋଇପଡ଼ିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବଡପଦନା ଗାଁ। ଶନିବାର ସନ୍ଧ୍ୟାରେ ଗାଁର ୩ସାଙ୍ଗ…

ଖର୍ଚ୍ଚ ହେଲାଣି ୫୦ ଲକ୍ଷ ଟଙ୍କା, ଖୋଲୁନି ଏଗ୍ରୋ ମଲ୍‌, ଚାଷୀ ମହଲରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏଗ୍ରୋ ମଲ୍‌ ଖୋଲିବାରେ ବିଳମ୍ବକୁ ନେଇ ଦେଖାଯାଇଛି ଅସନ୍ତୋଷ। ପ୍ରାୟ ୫୦ଲକ୍ଷ ଟଙ୍କା ବିନିମୟରେ ୨ ମହଲା ବିଶିଷ୍ଟ ଏହି ମଲ୍‌ ଠିଆ କରାଯାଇଥିବା ବେଳେ ଆହୁରି ୨୦ ଲକ୍ଷ ଖର୍ଚ୍ଚ କରାଯାଇ ବ୍ୟବସାୟୀ…

ହଠାତ୍‌ ପାହାଡକୁ ଧକ୍କାଦେଲା ବସ୍‌ : ବସ୍‌ରେ ଥିବା ୪୫ ଯାତ୍ରୀ…

ଗଜପତି୧୮।୫(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡା ବ୍ଲକ ଅନ୍ତର୍ଗତ ମାର୍ଲ୍ଲଭା ଘାଟିରେ ଇସ୍ପାତ ନାମକ ଘରୋଇ ବସ୍‌ ରବିବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସ୍‌ଟି ଘାଟିର ଗୁଡା ନିକଟରେ ଗୋଟିଏ ଏସ ଟର୍ନ ରହିଛି । କୌଣସି କାରଣରୁ ଭାରସମ୍ୟ ହରାଇ…

ଚାଷ ପାଇଁ ଖୋଳାଯାଇଥିବା କୂଅରେ ରାତିଅଧରେ ପଡ଼ିଲା ବଡ଼ ଭାଲୁ, ସକାଳକୁ …

କେସିଙ୍ଗା,୧୮।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅନ୍ତର୍ଗତ ପଥର୍ଲା ଗ୍ରାମର ବିରାଜ ପଟେଲଙ୍କ ପନିପରିବା ଚାଷ ପାଇଁ ଖୋଳାଯାଇଥିବା କୂଅରେ ଏକ ଜଙ୍ଗଲି ଭାଲୁ ଶନିବାର ରାତିରେ ପଡି ମୃତ୍ୟୁ ଘଟିଛି। ବିରାଜ ସକାଳେ ଜମିକୁ ଯାଇଥିବା ବେଳେ ଭାଲୁଟି…

ବଡ଼ ଖବର: ପୁରୀ ଆସିଥିଲେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି, ଏବେ ସ୍କାନରରେ ବାନ୍ଧବୀ

ପୁରୀ,୧୮ା୫: ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରି ଗିରଫ ହୋଇଥିବା ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ଏନେଇ ସେ ୨୭ ତାରିଖରେ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ। ଶନିବାର ତାଙ୍କୁ ଗିରଫ କରାଯିବା ପରେ…

ସରପଞ୍ଚଙ୍କୁ ହତ୍ୟା ଧମକ: ପଡ଼ିଲା ମହଙ୍ଗା

ବଡ଼ଗାଁ,୧୮ା୫(ଅଶୋକ ଷଡ଼ଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ପଞ୍ଚାୟତର ସରପଞ୍ଚ ସାଇବାନୀ ଲାକ୍ରାଙ୍କୁ ଗାଳିଗୁଲଜ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେବା ଘଟଣାରେ ସେହି ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କୁ ଶନିବାର ଗିରଫ କରାଯାଇଛି। ଅଭିଯୁକ୍ତମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?