ରାଜା ଚକ୍ର ଓକିଲଙ୍କ ବିସ୍ଫୋରକ ବୟାନ ପରେ ମୁହଁ ଖୋଲିଲେ ମନମୋହନ: କହିଲେ ମୋ ମନ …
ଭୁବନେଶ୍ୱର,୪।୪: ଆର୍ଥିକ ଅନିୟମିତତା ମାମଲାରେ କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲ୍ୟୁ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ବିଜେଡି ନେତା ରାଜା ଚକ୍ରଙ୍କ ଓକିଲ ସୁଧାଂଶୁ ଦ୍ୱିବେଦୀଙ୍କ ବିସ୍ଫୋରକ ବୟାନ ପରେ ମୁହଁ ଖୋଲିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ…
ବିଜେଡିରେ ଏ କ’ଣ ହେଉଛି, ପ୍ରଥମ ଥର ଏତେ ବଡ଼ କନ୍ଦଳ
ନୂଆଦିଲ୍ଲୀ/ଭୁବନେଶ୍ୱର,୪।୪: ଓ୍ବକଫ ବିଲ ରାଜ୍ୟ ସଭାରେ ପାରିତ ହେବା ପୂର୍ବରୁ ବିଜେଡିର ରାଜନୈତିକ ଚରିତ୍ର ଆଉ ଥରେ ପଦାରେ ପଡ଼ିଯାଇଛି। ଏବେ ଚର୍ଚ୍ଚା ହେଲାଣି କାଳେ ବିଜେଡି-ଭାଜପା ମଧ୍ୟରେ କେଉଁି ମେଣ୍ଟ କାଏମ ରହିଛି। ଏପରି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ଓଡ଼ିଶା…
ଯାତ୍ରାରୁ ସନ୍ୟାସ ନେବା ପୂର୍ବରୁ ମାଲିକ ସଂଘର ଶକ୍ତ ଚାପୁଡ଼ା: ନରିଙ୍କୁ ଯାତ୍ରା ପାର୍ଟିରୁ ବ୍ୟାନ୍
ଭୁବନେଶ୍ୱର,୪।୪: କଳାକାର ମହାସଂଘକୁ ମାଲିକ ସଂଘର ଶକ୍ତ ଚାପୁଡ଼ା। ଆଗକୁ ଯାତ୍ରା ପାର୍ଟିରେ କାମ କରିପାରିବେନି ଅଭିନେତା ନରି ପଣ୍ଡା । ଯାତ୍ରା ତୁଳସୀ ମାଲିକ ଓ ନରି ପଣ୍ଡାଙ୍କ ଭିତରେ ହୋଇଥିଲା ବିବାଦ ଏବେ ନୂଆ ମୋଡ଼ ନେଇଛି। ହାସ୍ୟ…
ଶଙ୍ଖଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଭାଜପା ସହ ହେବ ମେଣ୍ଟ!
ଭୁବନେଶ୍ୱର,୪ା୪: ଶଙ୍ଖ ଭବନରେ ଶୁକ୍ରବାର ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଉକ୍ତ ବୈଠକରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ଥିବାବେଳେ ଅଶୋକ ପଣ୍ଡା, ଭୂପିନ୍ଦର ସିଂ, ଚନ୍ଦ୍ରଶେଖର ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଏକ ବଡ଼ ଅଭିଯୋଗ…
ଭାଙ୍ଗିଲା ମେଘନାଦ ପାଚେରିରେ ଥିବା ମଗରମୁଣ୍ଡ
ପୁରୀ,୪ା୪(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିରକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଏକ ଭାବାବେଗ ଜଡ଼ିତ ରହିଛି। ମେଘନାଦ ପାଚେରିରେ ଥିବା ଏକ ମଗରମୁଣ୍ଡକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ଭକ୍ତ ଓ ସେବାୟତ ଏପରି କି ଏଏସ୍ଆଇ ପକ୍ଷରୁ…
ଶୁଖିଲା ପଡ଼ିଛି ତେଲେନ ନଦୀ
କୋଲାବିରା,୪।୪(ଚିନ୍ମୟ କୁମାର ବହିଦାର): ଝାରସୁଗୁଡ଼ା ଜିଲା କୋଲାବିରା ଅଞ୍ଚଳରେ ଅନେକ ଜଳାଶୟ ଏବଂ ନଈନାଳର ପାଣି ଏବର୍ଷ ଯଥେଷ୍ଟ ଆଗରୁ ଶୁଖିଗଲାଣି। ପୂର୍ବ ବର୍ଷ ଏପ୍ରିଲରେ ଯେଉଁ ସ୍ଥିତି ଥିଲା, ଏବର୍ଷ ଜାନୁଆରୀ ପରଠାରୁ ତାହା ଦେଖାଗଲାଣି। ଗ୍ରୀଷ୍ମ ଆରମ୍ଭ ହେଉଣୁ…
ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ ସିଲିଣ୍ଡର, ଜଣେ ଗୁରୁତର
ବଲାଙ୍ଗୀର/ଟିଟିଲାଗଡ଼,୪ା୪(ସୁନୀଲ କୁମାର ମହାନ୍ତି/ଶରତ ମିଶ୍ର): ନବଜାତ ଯାଆଁଳା ଶିଶୁ କନ୍ୟାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର ସମୟରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଛି। ଆମ୍ବୁଲାନ୍ସର ଅକ୍ସିଜେନ…
ଭୁବନେଶ୍ୱରରେ ଦୁଇ ଲୁଟେରାଙ୍କୁ ଏନ୍କାଉଣ୍ଟର
ଭୁବନେଶ୍ୱର,୪।୪(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ଟଙ୍କପାଣି ବ୍ରିଜ୍ ନିକଟ ବାଙ୍କୁଆଳ ବାଲିଯାତ୍ରା ପଡ଼ିଆ ପାଖରେ ଗୁରୁବାର ରାତିରେ ପୋଲିସ ଏନ୍କାଉଣ୍ଟରରେ ଦୁଇ ଆନ୍ତଃରାଜ୍ୟ ଲୁଟେରା ଆହତ ହୋଇଛନ୍ତି। ସେମାନେ ହେଲେ ବିହାର କଟିଆର ଜିଲାର ମନୀଷ ଯାଦବ ଓ ସୋନୁ ଯାଦବ। ଉଭୟଙ୍କ…
ଘରୁ ଡାକିଆଣି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
ଖୋର୍ଦ୍ଧା,୪ା୪(ପ୍ରଭାତ ପାଣିଗ୍ରାହୀ): ଜଟଣୀ ଥାନା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ଜଟଣୀ ବିକାଶ ନଗରର ମାନସ ଦଳାଇ। ଗୁରୁବାର ବିଳମ୍ବିତ ରାତିରେ ଘରୁ ଡାକିନେଇ ଖଣ୍ଡାରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡ ପଛରେ ନିଶା…
ଏବେ ବି ରାଜସ୍ବ ମାନଚିତ୍ରରେ ନାହିଁ ମାଛକୁଣ୍ଡ ନଦୀ
ନନ୍ଦପୁର,୪ା୪(ତୁଷାରକାନ୍ତ ମହାନ୍ତି): ୨୦୨୪ ଏପ୍ରିଲ ୪ରେ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ ଓ ସୁଡୁବ ଘାଟ ଜାତୀୟ ହରିତ ଅଧିକରଣ(ଗ୍ରୀନ ଟ୍ରିବୁନାଲ) ଟିମ୍ ଦୁଇ ଆନ୍ଧ୍ର-ଓଡ଼ିଶାର ରାଜସ୍ବ ଅଧିକାରୀଙ୍କ ସହ ପରିଦର୍ଶନ…
ବ୍ୟବସାୟ ନୁହେଁ, ସାଲିସ୍ବିହୀନ ଶିକ୍ଷାକୁ ପ୍ରାଧାନ୍ୟ
ଯୁବୋଦୟ ଇନ୍ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଅମ୍ବରୀଶ ଦାଶ ସମ୍ବଲପୁରରେ ୧୯୭୧ରେ ଜନ୍ମଗ୍ରହଣ କରିଥିଲେ। କଟକରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଏବଂ ଦିଲ୍ଲୀରେ ଏମ୍ବିଏ କରିବା ପରେ ସେଠାରେ ଏକ କମ୍ପାନୀରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ନିଜ ଜନ୍ମମାଟିରେ ଓଡ଼ିଶାରେ କିଛି କରିବାକୁ ଚାହଁୁଥିଲେ।…
ଓ୍ବକଫ୍ ବିଲ୍କୁ ନେଇ ବିଜେଡିର ବଦଳ ବେପାର
ଭୁବନେଶ୍ୱର,୪ା୪(ସୁନିତ୍ ମିଶ୍ର): ଓ୍ବକଫ୍ ବିଲ୍ ରାଜ୍ୟ ସଭାରେ ପାରିତହେବା ପୂର୍ବରୁ ବିଜେଡିର ରାଜନୈତିକ ଚରିତ୍ର ଆଉ ଥରେ ପଦାରେ ପଡ଼ିଯାଇଛି। ରାଜ୍ୟ ସଭାରେ ଓ୍ବକଫ୍ ବିଲ୍ ଉପରେ ସକାଳବେଳା ଚାଲିଥିବା ଆଲୋଚନାରେ ଭାଗନେଇ ବିଜେଡି ଏମ୍ପି ମୁଜିବୁଲ୍ଲା (ମୁନ୍ନା) ଖାଁ ଏହାକୁ…
Archives


