ରାଜ୍ୟ

ମହାନଦୀରେ ଏକାଧିକ ବ୍ୟାରେଜ, ଚେକଡ୍ୟାମ କରିବେ ଓଡିଶା ସରକାର

ଭୁବନେଶ୍ୱର,୧୯/୯: ଓଡ଼ିଶା ସରକାର ମହାନଦୀର ତଳମୁହାଁ ଅଞ୍ଚଳରେ ପାନୀୟ ଜଳ ଓ ଜଳସେଚନ ସୁବିଧା ଯୋଗାଇବା ପାଇଁ ୧୭ଟି ଚେକଡ୍ୟାମ, ୧୫ଟି ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ଏବଂ ୪୪ଟି ବନ୍ଧ ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ମା’ଠାରୁ ଅଲଗା ହୋଇ ହାତୀ ଛୁଆ ଆଖିରୁ ଝରୁଛି ଲୁହ, ପ୍ରଶଂସନୀୟ କାର୍ଯ୍ୟ କଲା ବନ ବିଭାଗ

ବୌଦ୍ଧ,୧୮ା୯: ମାତ୍ର ୧୫-୨୦ ଦିନର ଏକ ନିରୀହ ହାତୀଛୁଆ, ଯିଏ ଏବେ ମା’ର ଆଲିଙ୍ଗନରେ ପ୍ରକୃତିରେ ଖେଳୁଥାନ୍ତା, ସେ ପଲ୍ଲୀରୁ ବିଚ୍ଛିନ୍ନ ହୋଇ ବୌଦ୍ଧ ବନ ବିଭାଗର ଆଶ୍ରୟରେ ଚାରି କାନ୍ଥ ମଧ୍ୟରେ ଜୀବନ କାଟୁଛି। ଆଠମଲ୍ଲିକର ପଞ୍ଚଧରା ପାହାଡ଼ରୁ କୁସୁମକୁହୁରୀ…

୨୧ରେ ମାଓବାଦୀ ପାଳିବେ ପ୍ରତିଷ୍ଠା ଦିବସ: ବ୍ୟାନର ଲଗାଇ…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା, ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ ବ୍ଲକ୍‌କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଏକାଧିକ ସ୍ଥାନରେ ଗୁରୁବାର କେକେବିଏନ୍‌ ମାଓବାଦୀ ସଂଗଠନ ପକ୍ଷରୁ ବ୍ୟାନର ଲଗାଯାଇଛି। ଆସନ୍ତା ୨୧ ତାରିଖରେ…

ଯାତ୍ରୀଙ୍କୁ ମାଡ଼ ମାରିବା ଆମ ବସ କଣ୍ଡକ୍ଟରଙ୍କୁ ପଡ଼ିଲା ମହଙ୍ଗା: ହେଲା ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,୧୮।୯: ଯାତ୍ରୀଙ୍କୁ ‘ଆମ ବସ’ କଣ୍ଡକ୍ଟରଙ୍କ ମାଡ଼ ଘଟଣାରେ CRUT(କ୍ରୁଟ୍‌) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। CRUT ପକ୍ଷରୁ ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏପରିକି ଏହି ଘଟଣା ପାଇଁ CRUT ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଦୁଃଖ ପ୍ରକାଶ…

୧୭ ମାସରେ ଯୋଜନାର ପ୍ରଚାର ପାଇଁ ୧୩୬ କୋଟି ଟଙ୍କା ଖର୍ଚ୍ଚ କଲେଣି ଓଡ଼ିଶା ସରକାର

ଭୁବନେଶ୍ୱର,୧୮ା୯: ଓଡ଼ିଶା ସରକାର ଗତ ୧୭ ମାସରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ମୋଟ ୧୩୫.୮୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମାଝୀ,…

କୋମ୍ବିଂ ଅପରେଶନବେଳେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ: ଯବାନ ଗୁରୁତର

ଭଞ୍ଜନଗର,୧୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୀମା ଠାରୁ ୫ କି.ମି. ଭିତରକୁ କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ ଦାଉସର ଜଙ୍ଗଲରେ ଗୁରୁବାର ଏସଓଜି ପକ୍ଷରୁ କୋମ୍ବିଂ ଅପରେଶନ ଚାଲିଥିଲା। ଏହି ସମୟରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ଅସ୍ତ୍ରୋପଚାର ପରେ ଅଧାରୁ ଅଚଳ ହେଲା ମେଶିନ , ଆଉ ତା’ପରେ…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଜିଲାର ଡାକ୍ତରଖାନାଗୁଡିକରେ ଡାକ୍ତର ପଦବୀ ଖାଲି ପଡିଥିବା ସାଧାରଣରେ ପରିଣତ ହୋଇଥିବାବେଳେ ଜିଲା ମୁଖ୍ୟ ଡାକ୍ତରଖାନାରେ ହାଡଭଙ୍ଗା ରୋଗୀଙ୍କୁ କାର୍ଡବୋର୍ଡ ଚିକିତ୍ସା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା ।…

ଓଡ଼ିଶାରେ ପାଞ୍ଚ ଦିନ ବର୍ଷା: ଏସବୁ ଜିଲାକୁ ଚେତାବନୀ ଜାରି

ଭୁବନେଶ୍ୱର,୧୮ା୯: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୁବନେଶ୍ୱର କେନ୍ଦ୍ର ଗୁରୁବାର ଓଡ଼ିଶାରେ ଆଗାମୀ ପାଞ୍ଚ ଦିନ ବର୍ଷା ହେବା ନେଇ ୟେଲୋ ଚେତାବନୀ ଜାରି କରିଛି। ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବିଜୁଳି ଓ ୩୦-୪୦…

ଅନାସ୍ଥା ପ୍ରସଙ୍ଗରେ ବିଜେଡି ନେଲା ବଡ଼ ନିଷ୍ପତ୍ତି! ନବୀନ ନିବାସରେ ବୈଠକ ପରେ ପ୍ରସନ୍ନ ଆଚାର୍ଯ୍ୟ କହିଲେ…

ଭୁବନେଶ୍ୱର, ୧୮।୯: ରାଜ୍ୟ ସରକାର ବିରୋଧରେ ଅନାସ୍ଥା ଆଣିଛି କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ବାଚସ୍ପତିଙ୍କୁ ଚିଠି ଦେଇଛି । ପ୍ରସ୍ତାବ ସପକ୍ଷରେ ୧୫ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲା ଦଳ । ସେପଟେ କଂଗ୍ରେସ ବିଧାୟକମାନେ ବିଜେଡି…

ସାରର ଅଭାବୀ ବିକ୍ରି, କଳା ବଜାରକୁ ନେଇ ତାତିଲା ବିଜେଡି, କୃଷି କାର୍ଯ୍ୟଳୟ ଘେରାଉ କରି ଦେଲା କଡ଼ା ଚେତାବନୀ

ବଲାଙ୍ଗୀର,୧୮।୯( ସୁନିଲ ମହାନ୍ତି): ବଲାଙ୍ଗୀର ବିଜୁ ଜନତା ଦଳ ପକ୍ଷରୁ ଜିଲାରେ ସାର ଅଭାବୀ ସାର କଳା ବଜାରକୁ ନେଇ ପ୍ରତିବାଦ କରାଯାଇ ଜିଲା କୃଷି କାର୍ଯ୍ୟାଳୟକୁ ବୁଧବାର ଘେରାଉ କରାଯାଇଥିଲା। ମାନ୍ୟବର ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ…

ପୋତାହେଲା ଲକ୍ଷାଧିକ ଟଙ୍କାର ବାଣ, ବେଆଇନ ଭାବେ ଗଚ୍ଛିତ ରଖି…

ଗଞ୍ଜାମ,୧୮ା୯(ଅଖିଳ ତରାଇ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗ୍ରାମରେ ବେଆଇନ ଭାବେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ବାଣ ସାମଗ୍ରୀକୁ ପୋଲିସ ଜବତ କରିବା ପରେ ଏହାକୁ ନଷ୍ଟ କରିଦିଆଯାଇଛି। ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ମାନ୍ୟବର କୋର୍ଟର…

ସାମ୍ବାଦିକ ସାଜି ବୁମ୍‌ ଧରି ପ୍ରଭାତୀ ପରିଡ଼ାଙ୍କୁ ପ୍ରଶ୍ନ ପଚାରିଲେ କନକବର୍ଦ୍ଧନ ସିଂ ଦେଓ, ଉତ୍ତରରେ କହିଲେ..

ଭୁବନେଶ୍ୱର,୧୮ା୯: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାମ୍ବାଦିକ ସାଜି ବୁମ୍‌ ଧରି ପ୍ରଶ୍ନ ପଚାରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ। ପ୍ରଭାତୀଙ୍କୁ ଆଜିର ବିଧାନସଭା ପରିସରରେ ଯେଉଁ ଚନ୍ଦନ ଗଛ ଲଗାଇଲେ ଏନେଇ ସମାଜକୁ କ’ଣ ବାର୍ତ୍ତା ଦେବାକୁ ଚାହିଁବେ ବୋଲି କନକବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?