ମୋ ବସ୍ ଷ୍ଟାଣ୍ଡ୍ ଏବେ ପରିବା ଦୋକାନ
ଭୁବନେଶ୍ୱର, ୯ା୪(ବ୍ୟୁରୋ): ସାମାଜିକ ଦୂରତ୍ୱକୁ ବଜାୟ ରଖିବା ସହ ସଂକ୍ରମଣକୁ ଏଡ଼ାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଲୋକଙ୍କ ପାଇଁ ନୂଆ ବ୍ୟବସ୍ଥା କରିଛି। ଭୁବନେଶ୍ୱରର ପ୍ରାୟ ସମସ୍ତ ମୋ ବସ୍ ଷ୍ଟାଣ୍ଡ୍କୁ ପରିବା ଦୋକାନ ଭାବେ ବ୍ୟବହାର କରାଯାଇଛି।…
ଦିଲ୍ଲୀରେ ଓଡ଼ିଆ ଶ୍ରମିକଙ୍କ ପାଇଁ ଲଢୁଛି ଓଡ଼ିଆ ସମାଜ
ଭୁବନେଶ୍ୱର,୯ା୪(ବ୍ୟୁରୋ): କୋଭିଡ-୧୯ ଏବେ ବିଶ୍ୱ ମହାମାରୀ ରୂପ ନେଇଥିବାବେଳେ ଏହାର କଡ଼ା ମୁକାବିଲା କରିବା ନିମନ୍ତେ ସମଗ୍ର ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଜାରି ରହିଛି। ରୋଜଗାର ପାଇଁ ଯାଇ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ହଜାର ହଜାର ଓଡ଼ିଆ ଲକ୍ଡାଉନ୍ରେ…
ଆବଦ୍ଧ ଅଞ୍ଚଳର ଦୈନିକ ୫୦ ପ୍ରତିଶତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେଉଛି
ଭୁବନେଶ୍ୱର, ୯ା୪(ବ୍ୟୁରୋ): ଭୁବନେଶ୍ୱରରେ ୩୪ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସୂର୍ଯ୍ୟନଗର, ବମିଖାଲ, ସତ୍ୟନଗର, ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଘୋଷଣା ସହ ସିଲ୍ କରାଯାଇଛି। ଏଥିସହ କେନ୍ଦ୍ରିୟ ଗୋଇନ୍ଦା…
ଆଜିଠୁ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତା ପାର୍ଶ୍ୱରେ ବସିବେ ୩୫ ବ୍ୟବସାୟୀ
ଭୁବନେଶ୍ୱର,୯ା୪(ବ୍ୟୁରୋ): ଗୁରୁବାରଠାରୁ ରାଜ ମହଲଠାରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତା ପାର୍ଶ୍ୱରେ ୩୫ ବ୍ୟବସାୟୀଙ୍କୁ ବ୍ୟବସାୟ କରିବାକୁ ଅନୁମତି ମିଳିଛି। ଏଥିମଧ୍ୟରେ ୨୨ ପରିବା ଦୋକାନ, ୯ ଗ୍ରସେରି ଦୋକାନ ଏବଂ ୨ଟି ଲେଖାଏ ଫଳ ଓ କ୍ଷୀର ଦୋକାନ ରହିବ ବୋଲି ଭୁବନେଶ୍ୱର…
ଲକ୍ଡାଉନ: ଅସହାୟଙ୍କ ପାଇଁ ଅଭିଶାପ
ଭୁବନେଶ୍ୱର,୯ା୪(ବ୍ୟୁରୋ): ସମଗ୍ର ଦେଶରେ ୨୧ଦିନିଆ ଲକ୍ଡାଉନ ବଳବତ୍ତର ରହିଛି। ରାଜ୍ୟ ତଥା ବାହାର ରାଜ୍ୟର ପ୍ରାୟ ୪୭ହଜାର ଅତିଥି ଶ୍ରମଜୀବୀ ଏବଂ ଅସହାୟଙ୍କୁ ବିଭିନ୍ନ ଜିଲାର ୧୭୬୫ ଶିବିରରେ ରଖାଯାଇଛି। ସେମାନଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା ସରକାରଙ୍କ ତରଫରୁ ଯୋଗାଇ…
ଟେଲିକମ୍ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି: ମୋବାଇଲ୍ ସଂଯୋଗ ନ କାଟିବାକୁ ଅନୁରୋଧ
ଭୁବନେଶ୍ୱର,୯ା୪: କରୋନା ଭୂତାଣୁ ସଂକ୍ରମଣ ଲାଗି କରାଯାଇଥିବା ଲକ୍ଡାଉନ୍ ଯୋଗୁ ମୋବାଇଲ୍ ବିଲ୍ ପଇଠ ଏବଂ ରିଚାର୍ଜ କରିବାରେ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଲ୍ ପଇଠ ନ କାରିପାରିଲେ ମଧ୍ୟ ସଂଯୋଗ ନ କାଟିବା ପାଇଁ ବୁଧବାର କେନ୍ଦ୍ର…
ସ୍ବତନ୍ତ୍ର କାର୍ଗୋ ବିମାନରେ ଆସିଲା କୋଭିଡ୍-୧୯ କିଟ୍
ଭୁବନେଶ୍ୱର, ୯ା୪(ବ୍ୟୁରୋ): ଲକ୍ଡାଉନ୍ ଜାରି ରହିଥିବାରୁ କାର୍ଗୋ ବିମାନ ଯୋଗେ ଓଡ଼ିଶାକୁ ଔଷଧ ଓ ମେଡିକାଲ ସାମଗ୍ରୀ ପରିବହନ ଜାରି ରହିଛି। ତେବେ ବୁଧବାର ଏକ ସ୍ବତନ୍ତ୍ର କାର୍ଗୋ ବିମାନରେ କୋଭିଡ୍-୧୯ ପାଇଁ ଟେଷ୍ଟିଂ କିଟ୍ ସହ ଅନ୍ୟ ମେଡିକାଲ ସରଞ୍ଜାମ…
ଓଡ଼ିଶାର ୮ ଜିଲାରେ ଆବଦ୍ଧ ଅଞ୍ଚଳ
ଭୁବନେଶ୍ୱର, ୯ା୪(ବ୍ୟୁରୋ): ଓଡ଼ିଶାରେ ବୁଧବାର ସୁଦ୍ଧା ୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ରାଜ୍ୟର ମୋଟ ୮ ଜିଲାରେ ସଂକ୍ରମିତ ଥିବା କେତେକ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ବା…
ମଧୁସୂଦନ ନଗର, ଝାରପଡ଼ା ଆବଦ୍ଧ ଅଞ୍ଚଳ ଘୋଷଣା ନେଇ ଚାଲିଛି ଆଲୋଚନା
ଭୁବନେଶ୍ୱର, ୯ା୪(ବ୍ୟୁରୋ): ଭୁବନେଶ୍ୱରର ୟୁନିଟ୍-୪ ଅନ୍ତର୍ଗତ ମଧୂସୂଦନ ନଗର ଓ ଝାରପଡ଼ା ଅଞ୍ଚଳରୁ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସମ୍ପୃକ୍ତ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯିବ କି ନାହିଁ ସେନେଇ ଆଲୋଚନା ଚାଲିଥିବା ବିଏମ୍ସି ପକ୍ଷରୁ…
ମନ ଶାନ୍ତ ରଖିଲେ ସଂଗ୍ରାମକୁ ଜୟ କରିହେବ: ବାଗ୍ଚୀ
ଭୁବନେଶ୍ୱର,୯ା୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଓ ସ୍ବଚ୍ଛତାକୁ ଅଧିକ ଗୁରୁତ୍ୱ ଦେଇ ସାରା ଦେଶ ଏବେ ଲକ୍ଡାଉନରେ ରହିଛି। ୨୧ ଦିନିଆ ତାଲାବନ୍ଦ ଗତ ୨୪ ତାରିଖ ମଧ୍ୟରାତ୍ରିରୁ ଜାରି ରହିଛି। ଆଉ ଓଡ଼ିଶାରେ ମଧ୍ୟ କରୋନାକୁ ହରାଇବା…
ହୋମ୍ କ୍ୱାରାଣ୍ଟାଇନ୍ରେ ପରିବାରର ୪ ସଦସ୍ୟ
ବ୍ରହ୍ମପୁର ଅଫିସ,୮ା୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଫେରନ୍ତାଙ୍କୁ ହୋମ କ୍ୱାରାଣ୍ଟାଇନ୍ରେ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ବୁଧବାର…
ପ୍ରସ୍ତାବିତ କୋଭିଡ ହସ୍ପିଟାଲ ବୁଲି ଦେଖିଲେ ୫-ଟି ସଚିବ
ଭଦ୍ରକ ଅଫିସ, ୮ା୪: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକରେ କରୋନା ସନ୍ଦିଗ୍ଧ ଏବଂ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଭାବେ ମୋଟେଲ ଛକସ୍ଥିତ ସାଳନ୍ଦୀ ଘରୋଇ ହସ୍ପିଟାଲକୁ ମନୋନୀତ କରାଯାଇଛି। ଯେଉଁମାନେ ସନ୍ଦିଗ୍ଧ ସେମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଏହି ହସ୍ପିଟାଲରେ…
Archives


