ସରକାରୀ କର୍ମଚାରୀଙ୍କ ଏସବୁ କାର୍ଯ୍ୟ ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୭।୭(ବ୍ୟୁରୋ): ସରକାରୀ କର୍ମଚାରୀ ଓ ଠିକା କର୍ମଚାରୀଙ୍କ ଉପରେ ନୂଆ କଟକଣା ଲାଗୁ କରାଯାଇଛି। ବିଶେଷକରି ଗଣମାଧ୍ୟମକୁ ପ୍ରେସ୍‌ ରିଲିଜ ବା ମତାମତ ଦେବା ଉପରେ କଟକଣା ଲାଗିଛି। ପଦୋନ୍ନତି, ଦରମା, ଚାକିରି ସର୍ତ୍ତାବଳୀ ଉପରେ ସେମାନେ କହିପାରିବେ ନାହିଁ। ଚାକିରି ସମ୍ପର୍କିତ ଅଭିଯୋଗ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇପାରିବେ। ନିର୍ଦ୍ଧାରିତ ଧାରାରେ ଉପରିସ୍ଥ ଅଧିକାରୀଙ୍କଠାରେ ଜଣାଇପାରିବେ। ଏପରିକି ସୋସିଆଲ ମିଡିଆକୁ ବ୍ୟବହାର କରି ଅଭିଯୋଗ ଜଣାଇବାକୁ ମଧ୍ୟ ବାରଣ କରାଯାଇଛି। ଏହାର ଅମାନ୍ୟ କଲେ ଚାକିରୀ ସର୍ତ୍ତାବଳୀର ଉଲ୍ଲଂଘନ ଭାବେ ବିବେଚନା କରାଯିବ। ଏନେଇ ସମସ୍ତ ବିଭାଗୀୟ ସଚିବଙ୍କୁ ଜିଏ ସଚିବ ମଙ୍ଗଳବାର ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଗର୍ଜିଲେ ଯୁକ୍ତ ଦୁଇ ଛାତ୍ରୀଛାତ୍ର: ବାତିଲ ହେଉ ପରୀକ୍ଷା

ଭୁବନେଶ୍ୱର,୨୬।୪(ବ୍ୟୁରୋ): ପରୀକ୍ଷା କେବେ ହେବ ଏଯାବତ୍‌ ସ୍ଥିର ହୋଇ ନାହିଁ, ଏପରି ସ୍ଥିତି ଲାଗି ରହିଲେ ଆଗକୁ ଉଚ୍ଚ ଶିକ୍ଷାରେ ଅନେକ ଅସୁବିଧା ହେବ ।...

ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌

ଯାଜପୁର ଅଫିସ, ୧ା୬: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍‌ ସୋମବାର ଅପରାହ୍ନ ପ୍ରାୟ...

କେବିଏନ୍‌ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ପୁଣି ଗିରଫ

ଭୁବନେଶ୍ୱର,୪।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏମ୍ବାସି ବାର୍‌ ଭଙ୍ଗାରୁଜା ଏବଂ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଫେରାର ଥିବା ଅନ୍ୟଜଣେ ଅଭିଯୁକ୍ତ ତଥା କେବିଏନ ଗ୍ୟାଙ୍ଗର ମୁଖ୍ୟଙ୍କୁ...

୨ୟ, ୪ର୍ଥ ଶନିବାର ସରକାରୀ କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ୱର, ୪।୮(ବ୍ୟୁରୋ:ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ କାର୍ଯ୍ୟାଳୟ ଏବଂ ସବ୍‌ ଅର୍ଡିନେଟ ଅଫିସ୍‌ ସମ୍ପୂର୍ଣ୍ଣ ଉପସ୍ଥାନରେ ଚାଲିବ। ଯେପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନ କରାଯାଇଛି...

ସଲଙ୍ଗାବାହାଲ ବଜାର ରାସ୍ତା ମରାମତି: ବିଭାଗ କଲାନି, ପୋଲିସ କର୍ମଚାରୀ କରାଇଲେ

କୁଆଁରମୁଣ୍ଡା,୨୨।୮(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର-ସଲଙ୍ଗାବାହାଲ ପୂର୍ତ୍ତ ବିଭାଗ ରାସ୍ତାର ସଲଙ୍ଗାବାହାଲ ବଜାର ନିକଟରେ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଗତ ପ୍ରାୟ ୨ ମାସରୁ ଊର୍ଦ୍ଧ୍ୱ ହେଲା...

ମହିଳା ପୋଲିସ କର୍ମଚାରୀ, ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ଡିଜିପି

ଭୁବନେଶ୍ୱର,୮।୩(ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଓଡ଼ିଶା ପୋଲିସ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ମହିଳା ଅଧିକାରୀ/କର୍ମଚାରୀଙ୍କୁ...

ବାତ୍ୟା ପାଇଁ ସ୍ଥଗିତ ହେଲା ପରୀକ୍ଷା

ଭୁବନେଶ୍ୱର,୪।୧୨(ବ୍ୟୁରୋ): ବାତ୍ୟା ଜୱାଦ ପାଇଁ ୫ ତାରିଖରେ ହେବାକୁ ଥିବା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ୍‌ ଟ୍ରେଡ୍‌(ଆଇଆଇଏଫ୍‌ଟି)ର ଏମ୍‌ବିଏ(ଆଇବି) ୨୦୨୨-୨୪ ପ୍ରବେଶିକା ପରୀକ୍ଷାକୁ ଓଡ଼ିଶା ସମେତ...

ରୁଙ୍ଗ୍‌ଟାରେ ୧୧ ହଜାର କୋଟିର ପୁଞ୍ଜି ନିବେଶ

ଭୁବନେଶ୍ୱର (ବ୍ୟୁରୋ)/ଢେଙ୍କାନାଳ ଅଫିସ ୧୫।୭: ୨୦୩୦ ମସିହା ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିୟନ ଟନ୍‌ରେ ପହଞ୍ଚତ୍ବ। ଏଥିଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ...

Advertisement
Archives

Model This Week