ରାଜ୍ୟ

ରାଜ୍ୟରେ ଆଉ ୧୫ କରୋନା ପଜିଟିଭ ଚିହ୍ନଟ;  ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଲା

ଭୁବନେଶ୍ୱର,୧୦।୫(ବ୍ୟୁରୋ)-ରାଜ୍ୟରେ ପୁଣି ରବିବାର ସାରେ ୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ପୁରୀ ଓ ଅନୁଗୋଳରୁ ୨ ଜଣ ରହିଥିବାବେଳେ ଗଞ୍ଜାମରୁ ୭, ବୌଦ୍ଧରୁ ୩ ଓ ଯାଜପୁରରୁ…

୧୦ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ୮ ସୁରଟ ଫେରନ୍ତା

ଭୁବନେଶ୍ୱର,୧୦।୫(ବ୍ୟୁରୋ)-ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ରବିବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୦ ନୂତନ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମଧ୍ୟରେ ୪ ଜଣ ଯାଜପୁରର ହୋଇଥିବାବେଳେ ୨ ଜଣ ସୁରଟ ଫେରନ୍ତା ଏବଂ…

ପ୍ରବେଶ ପଥରେ ହେବ ସ୍ବାଗତ ଓ ସ୍କ୍ରିନିଂ: ବିଏମ୍‌ସି

ଭୁବନେଶ୍ୱର,୧୦।୫(ବ୍ୟୁରୋ)-କରୋନା ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ନିଆଯାଉଛି ବ୍ୟାପକ ପଦେକ୍ଷପ। ବିଭିନ୍ନ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ ଲୋକଙ୍କ ସ୍ବାବ୍‌ ସଂଗ୍ରହ କରାଯାଉଥିବାବେଳେ ପ୍ରତ୍ୟେକ ଘର ଘର ବୁଲି ତଥ୍ୟ ସଂଗ୍ରହ କରାଯାଉଛି। ରବିବାର ବିଏମସି ପକ୍ଷରୁ ଭୁବନେଶ୍ୱରର ୩…

୨ ସରପଞ୍ଚ ଦେଖାଇଲେ ଜିଲାପାଳଙ୍କ କ୍ଷମତା; ମନ୍ଦାର, ମଧୁପଲ୍ଲୀ ସଟ୍‌ଡାଉନ ଘୋଷଣା

ପୋଲସରା,୧୦।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ପୋଲସରା ବ୍ଲକର ମନ୍ଦାର ଓ ମଧୁପଲ୍ଲୀ ସରପଞ୍ଚ କରୋନା ମୁକାବିଲା ପାଇଁ ରବିବାର ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି। ମନ୍ଦାର ଓ ମଧୁପଲ୍ଲୀକୁ ଉଭୟ ସରପଞ୍ଚ ୭ ଦିନ ଯାଏଁ ସଟଡାଉନ ଘୋଷଣା କରିଛନ୍ତି।

ଏମ୍‌କେସିଜିରେ ଅଘଟଣ: ଲେବର୍‌ ରୁମ୍‌କୁ ଛାଡ଼ିବାକୁ ମନା କରିବାରୁ ଡାକ୍ତରଙ୍କ କାନ କାମୁଡ଼ି ଛିଡାଇଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର ଅଫିସ, ୧୦।୫- ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ରବିବାର ଏକ ଅଘଟଣ ଘଟିଛି। ଜଣେ ରୋଗୀ ସମ୍ପର୍କୀୟ କାର୍ଯ୍ୟରତ ଡାକ୍ତରଙ୍କ କାନ କାମୁଡି ଛିଣ୍ଡାଇ ଦେଇଛନ୍ତି। ଏପରିକି ମେଡିକାଲରେ ଥିବା ଅନ୍ୟ କେତେକ ଡାକ୍ତରଙ୍କୁ ଆକ୍ରମଣ କରିବା ସହ…

ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗୋଟିଏ ଦିନରେ ଏଯାଏ ଚିହ୍ନଟ ହେଲେଣି ୬୮

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟକୁ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ପରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ମୋଟ ୩୬୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ସକାଳୁ ଅପରାହ୍ନ ୪ଟା ସୁଦ୍ଧା ମୋଟ ୬୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।…

CORONAVIRUS BREAKING: ଆଉ ୧୦ ନୂଆ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୬୨କୁ ବୃଦ୍ଧି

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ରବିବାର ଅପରାହ୍ନରେ ଆଉ ୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଣୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨ ହୋଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୬ଜଣ ଥିବା ବେଳେ ଯାଜପୁରର…

ତାଗିଦ କଲେ ଗଞ୍ଜାମ ଜିଲାପାଳ: କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଯାଉଛନ୍ତି ପରିବାର ସଦସ୍ୟ, ଉଲ୍ଲଂଘନ ନେଇ ରୁଜୁ ହେବ ମାମଲା

ଛତ୍ରପୁର, ୧୦।୫(ଡି.ଏନ୍‌.ଏ.)- ବାରମ୍ବାର ଜ଼ିଲାପାଳଙ୍କ ତାଗିଦ୍‌ ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ ମଧ୍ୟ୍ୟ ଗଞ୍ଜାମ ଜିଲାର କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକରେ ଥିବା ପ୍ରବାସୀଙ୍କୁ ଭେଟିବା ଲାଗି ପରିବାର ସଦସ୍ୟ ଯାଉଛନ୍ତି। ଉକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଜିଲାପାଳ…

ବ୍ରହ୍ମପୁରକୁ ପୋଲିସ ଡିଜିଙ୍କ ଅଚାନକ ଗସ୍ତ: କୋଭିଡ-୧୯ ମୁକାବିଲା ଉପରେ ସମୀକ୍ଷା, ସଂଗରୋଧ କକ୍ଷ ବାହାରେ ସୁରକ୍ଷା କଡ଼ାକଡ଼ି ଉପରେ ଗୁରୁତ୍ୱାରୋପ

ବ୍ରହ୍ମପୁର ଅଫିସ,୧୦।୫- ସୁରଟ ଫେରନ୍ତାଙ୍କୁ ନେଇ ରାଜ୍ୟରେ ଗଞ୍ଜାମ ଜିଲାର ଚିତ୍ର ସମୂର୍ଣ୍ଣ ଭାବେ ବଦଳି ଯାଇଛି। ଲକ୍‌ଡାଉନ୍‌ କୋହଳ ହେବା ପରେ ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଛି। ଜିଲାରେ ଗତ ୭ ଦିନ…

ରେଡ୍‌ ଜୋନ୍‌ ଘୋଷଣା କ୍ଷମତା ବାହାରେ, ସରକାରଙ୍କ ନିର୍ଦ୍ଦେଶ ଯାଏ ପୂର୍ବବତ୍‌ ରହିବ ଅନୁଗୋଳ: ଜିଲାପାଳ

ଅନୁଗୋଳ ଅଫିସ,୧୦।୫: ଅନୁଗୋଳ ଜିଲାରେ ରବିବାର ସକାଳୁ ୧୩ ଜଣ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସୁରଟ ଫେରନ୍ତା, ଜଣେ ମହାରାଷ୍ଟ୍ର ଫେରନ୍ତା ଥିବା ବେଳେ…

ପାଣିରେ ପଡ଼ିଲା ଓପିଟିସିଏଲ୍‌ର ୧୫ କୋଟି

ଭୁବନେଶ୍ୱର, ୧୦।୫ (ବ୍ୟୁରୋ): ସାମୁଦ୍ରିକ ଝଡ଼ ’ଫନୀ’କୁ ବର୍ଷେ ପୂରିଗଲା। ବର୍ଷକ ତଳେ ଏହି ଝଡ଼ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ବିଦ୍ୟୁତ୍‌ ଭିତ୍ତିଭୂମି ଉଜାଡି ଦେଇଥିଲା। ଶକ୍ତି ବିଭାଗ ଆକଳନ ଅନୁଯାୟୀ ୧୪ ଜିଲାରେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା।…

ନିର୍ଦ୍ଦେଶନାମାର ପ୍ରୟୋଗ କମ୍‌, ପ୍ରଚାର ଅଧିକ: କାହା ପାଇଁ ତାଲା, କାହା ପାଇଁ ଖୋଲା

ଭୁବନେଶ୍ୱର, ୧୦।୫ (ବ୍ୟୁରୋ): କରୋନାକୁ ରୋକୁଥିବା ମୁଖ୍ୟଅସ୍ତ୍ର ସାମାଜିକ ଦୂରତ୍ୱ ନିୟମ ଅନୁପାଳନ କ୍ଷେତ୍ରରେ ସାଲିସ୍‌ କରାଯାଉଥିବା ଦେଖିବାକୁ ମିଳିଛି। କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ତାଲାବନ୍ଦ ଥିବାବେଳେ ବଡ଼ ବ୍ୟବସାୟୀଙ୍କ ପାଇଁ ଭୁବନେଶ୍ୱର ବଜାର ଖୋଲା ରହିବା ନାନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri