ଗୁଗଲ୍ ପରେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ‘ଓଡ଼ିଆ’
ଭୁବନେଶ୍ୱର(ବ୍ୟୁରୋ),୧୫।୮: ଗୁଗଲ୍ ପରେ ଏବେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଯୋଡ଼ି ହୋଇଛି ଓଡ଼ିଆ। ମାଇକ୍ରୋସଫ୍ଟରେ ଓଡ଼ିଆ ଟେକ୍ସଟ୍ ଟ୍ରାନ୍ସଲେଶନକୁ ଯୋଗ କରାଯିବା ପରେ କମ୍ପାନୀ ଏନେଇ ଘୋଷଣା କରିଛି। ଓଡ଼ିଆମାନେ ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍, ମାଇକ୍ରୋସଫ୍ଟ ଅଫିସ୍, ଟ୍ରାନ୍ସଲେଟର ଫର୍ ବିଙ୍ଗ୍…
କଟକଣା ସହ ଖୋଲିବ ଆର୍ଟିଓ
କଟକ ଅଫିସ,୧୫।୮: କରୋନା ମହାମାରୀ ବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ) କାର୍ଯ୍ୟ କରୁଥିଲେ ମଧ୍ୟ ସଂକ୍ରମଣ ଭୟରେ ସର୍ବସାଧାରଣଙ୍କ ପାଇଁ ଏଗୁଡ଼ିକ ବନ୍ଦ ରହିଥିଲା। ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟାଳୟ ଚାଲିଥିଲା। କିନ୍ତୁ ଏବେ ସୀମିତ ସେବା ଓ କଟକଣା…
ଅନ୍ତର୍ଜାତୀୟ ବ୍ରେଲ୍ ମାଗାଜିନ୍ ଲୋକାର୍ପିତ
ଭୁବନେଶ୍ୱର, ୧୫।୮(ବ୍ୟୁରୋ): ସଲାମ ଜୀବନ ପକ୍ଷରୁ ଶୁକ୍ରବାର ଅନ୍ତର୍ଜାତୀୟ ବ୍ରେଲ୍ ମାଗାଜିନ୍ ‘ବ୍ରେଲ୍ କମ୍ୟୁନିକ୍’ ଲୋକାର୍ପିତ ହୋଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଡିଏସ୍ଏସ୍ଓ ହେଡ୍କ୍ୱାର୍ଟର ସନ୍ନ୍ୟାସୀ କୁମାର ବେହେରା ଓ ତେଜେଶ୍ୱେର…
ସିବିଆଇ ତଦନ୍ତ ଦାବି କଲେ ଆଦିତ୍ୟଙ୍କ ମା
ଭୁବନେଶ୍ୱର, ୧୫।୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଏକ ମାସରୁ ଊର୍ଦ୍ଧ୍ୱ ବିତିଛି। ଏବେ ମାମଲାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଜିଆର୍ପି ଭଳି ସୁରାକ ପାଇପାରୁନି। ଫଳରେ ଆଦିତ୍ୟଙ୍କ ପରିବାର ଓ ସମର୍ଥକଙ୍କ ଭରସା ତୁଟିବାକୁ ବସିଲାଣି। ଆଦିତ୍ୟଙ୍କ ମା’…
୨ ଦିନ ପ୍ରବଳ ବର୍ଷା
ଭୁବନେଶ୍ୱର,୧୫।୮(ବ୍ୟୁରୋ): ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏଥିସହିତ ସମୁଦ୍ର ପତ୍ତନରୁ ୭.୬ କିମି ଉପର ଦକ୍ଷିଣ ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ…
କୋଠାବାଡ଼ି ନିୟମ କୋହଳ ହେଲା
ଭୁବନେଶ୍ୱର,୧୫।୮(ବ୍ୟୁରୋ): ସହରାଞ୍ଚଳରେ ଗୃହ ନିର୍ମାଣ କରିବା ସହଜ ହେବ। ରାଜ୍ୟ ସରକାର କୋଠାବାଡ଼ି ନିର୍ମାଣକୁ ନେଇ ଥିବା ନିୟମରେ କେତେକ ସଂଶୋଧନ ଆଣିଛନ୍ତି । ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଇଁ ଗୋଟିଏ ପ୍ରକାର କୋଠାବାଡି ନିୟମ ପ୍ରଚଳନ କରାଯିବ। ଉନ୍ନୟନ…
ଗାଁକୁ ଯାଇ ପାଠ ପଢ଼ାଇବେ ଶିକ୍ଷକ
ଭୁବନେଶ୍ୱର,୧୫।୮(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଦୋହଲିଯାଇଛି। କେବେ ସ୍କୁଲ ଖୋଲିବ ଏବଂ ଶ୍ରେଣୀରେ ପାଠପଢ଼ା ସ୍ବାଭାବିକ ହେବ ସେନେଇ ନିର୍ଦ୍ଦିଷ୍ଟ କହିହେଉନାହିଁ। ତେଣୁ ଅନ୍ଲାଇନ୍ ପାଠପଢ଼ାକୁ ଅଧିକାଂଶ ଶିକ୍ଷାନୁଷ୍ଠାନ ଆପଣାଇଛନ୍ତି। କିନ୍ତୁ ଏ କ୍ଷେତ୍ରରେ ସରକାରୀ ବିଦ୍ୟାଳୟଗୁଡିକ…
ଭାଇରାଲ ଅଡିଓ: ଜଳେଶ୍ୱର ଆଇଆଇସି ନିଲମ୍ବିତ
ବାଲେଶର ଅଫିସ/କଟକ ଅଫିସ, ୧୫।୮: ଜଣେ ବ୍ରାଉନ ସୁଗର ବ୍ୟବସାୟୀଙ୍କ ସହ କଥା ହେଉଥିବାର ଅଡିଓ କ୍ଲିପ ଭାଇରାଲ ଘଟଣାକୁ ନେଇ ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କ ଅଡ଼ୁଆ ବଢିଛି। ଶନିବାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ତାଙ୍କୁ…
ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୮(ବ୍ୟୁରୋ): କରୋନା କଟକଣା ମଧ୍ୟରେ ସମଗ୍ର ଦେଶ ୭୪ତମ ସ୍ବାଧୀନତା ଦିବସ ପାଳନ କରୁଛି। ଶନିବାର ସକାଳେ କରୋନା କଟକଣା ମଧ୍ୟରେ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ପାଳନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀ ପଡ଼ିଆରେ…
ଗଞ୍ଜାମରେ ୧ ଲକ୍ଷ ଟପିଛି କରୋନା ଟେଷ୍ଟ
ବ୍ରହ୍ମପୁର ଅଫିସ,୧୪ା୮-ଗଞ୍ଜାମ ଜିଲାରେ କରୋନା ସ୍ଥିତି ସୁଧୁରୁଛି ା ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। କରୋନା ଟେଷ୍ଟ ବୃଦ୍ଧି ପାଇଛି ା ଜିଲାରେ ଟେଷ୍ଟ ସଂଖ୍ୟା ଏକ ଲକ୍ଷରେ ପହଞ୍ଚିଥିବା ଶୁକ୍ରବାର ବ୍ରହ୍ମପୁର ଟାଉନହଲ ପରିସରରେ ଅନୁଷ୍ଠିତ ଖବରଦାତା…
ଆଇପିଏସ୍, ଓପିଏସ୍ ଅଫିସର ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୧୪।୮(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ୨ଜଣ ଆଇପିଏସ୍ ଏବଂ ୩ଜଣ ଓପିଏସ୍ଙ୍କୁ ବଦଳି କରିଛନ୍ତି। ଇଓଡବ୍ଲ୍ୟୁରେ ଥିବା ୧୯୯୯ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଛି। ଏସ୍ପି (କମ୍ପ୍ୟୁଟର) ସତୀଶ କୁମାର ଗଜଭିୟଙ୍କୁ ବଦଳି…
ରାଜ୍ୟରେ ସୁସ୍ଥ ହେଲେ ୧୩୦୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୪।୮(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ୧୩୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୬୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୬, କଟକରୁ ୧୨୮, ଯାଜପୁରରୁ ୧୧୧, ମାଲକାନଗିରିରୁ ୭୫, ବାଲେଶ୍ୱରରୁ ୭୧, ସୁନ୍ଦରଗଡରୁ ୬୩, ପୁରୀରୁ ୫୦,…
Archives


