ରାଜ୍ୟ

ଆଗରେ ଚାଲିଛି ଶଙ୍ଖ: ତିର୍ତ୍ତୋଲରେ ୨୯,୯୮୭; ବାଲେଶ୍ୱରରେ ୮୬୬୧ ଭୋଟରେ ଆଗୁଆ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଗଣତି ଜାରି ରହିଛି। ଉଭୟ ଆସନରେ ଭାଜପାକୁ ପଛରେ ପକାଇଛି ବିଜେଡି। ତିର୍ତ୍ତୋଲ ବିଧାନସଭାରେ ୨୦ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୯,୯୮୭ ଭୋଟରେ ଆଗୁଆ ରହିଛି। ସେହିଭଳି ବାଲେଶ୍ୱର ବିଧାନସଭାରେ…

ବାଲେଶ୍ୱର-ତିର୍ତ୍ତୋଲ ବିଧାନସଭା କାଉଣ୍ଟଡାଉନ୍‌: ଆଗରେ ଶଙ୍ଖ, ପଛରେ ପଡ଼ିଛି ପଦ୍ମ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଗଣତି ଜାରି ରହିଛି। ଉଭୟ ଆସନରେ ଭାଜପାକୁ ପଛରେ ପକାଇଛି ବିଜେଡି। ତିର୍ତ୍ତୋଲ ବିଧାନସଭାରେ ୧୬ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୪,୬୯୭ ଭୋଟରେ ଆଗୁଆ ରହିଛି। ସେହିଭଳି ବାଲେଶ୍ୱର ବିଧାନସଭାରେ…

ଭିଜିଲାନ୍ସ, ବନ ବିଭାଗର ମିଳିତ ଚଢ଼ାଉ: ୨୬ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଖୋର୍ଦ୍ଧା ଅଫିସ,୧୦।୧୧: ବାଲିପାଟଣା ବନାଞ୍ଚଳର ଧାନହରା ଏବଂ ଡେଙ୍ଗ କରତକଳ ଉପରେ ମଙ୍ଗଳବାର ସକାଳୁ ଖୋର୍ଦ୍ଧା ବନଖଣ୍ଡ ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଯନ୍ତ୍ରାଂଶ, କାଠ ଏବଂ ୨ ଟ୍ରାକ୍ଟର ଜବତ…

ଦାଦାବଟି ମାଗିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା ଗିରଫ

କଟକ ଅଫିସ, ୧୦।୧୧: ଦାଦାବଟି ମାଗିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରାଯାଇଛି। ରଞ୍ଜିତାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଜଣେ ବ୍ୟବସାୟୀଙ୍କୁ ଏମାନେ ଦାଦାବଟି ମାଗିଥିଲେ। ଏ ନେଇ ବ୍ୟବସାୟୀ ଜଣଙ୍କ ପୋଲିସର ଦ୍ୱାରସ୍ଥ…

ଆଗରେ ଚାଲିଛି ବିଜେଡି: ତିର୍ତ୍ତୋଲରେ ୧୭,୪୧୫ ଭୋଟରେ ଆଗୁଆ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ଉଭୟ ଆସନରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ତିର୍ତ୍ତୋଲ ବିଧାନସଭାରେ ୧୧ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୭,୪୧୫ ଭୋଟରେ ଆଗୁଆ ରହିଛି। ସେହିପରି…

୨୦ରୁ ବିଧାନସଭା ଶୀତ ଅଧିବେଶନ: ପୂର୍ବରୁ ହେବ କୋଭିଡ୍‌ ଟେଷ୍ଟ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। କରୋନା କଟକଣାକୁ ଦୃଷ୍ଟିରେ ରଖି ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ କୋଭିଡ୍‌ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଏ ନେଇ ବାଚସ୍ପତି କହିଛନ୍ତି, ପୂର୍ବ ଅଧିବେଶନ ଭଳି ଏଥର…

ସ୍କୁଲ ଫି’ ଛାଡ ପ୍ରସଙ୍ଗ: ହାଇକୋର୍ଟଙ୍କ ଉପରେ ଛାଡିଲେ ସରକାର

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ଛାଡ ଆବେଦନ ମାମଲା। ରାଜ୍ୟ ସରକାର ସ୍କୁଲ ଫି’ ଛାଡ ନିଷ୍ପତ୍ତି ହାଇକୋର୍ଟଙ୍କ ଉପରେ ଛାଡି ଦେଇଛନ୍ତି। ତେଣୁ ଏବେ ସ୍କୁଲ ଫି’ ଛାଡ କରାଯିବ କି ନାହିଁ ସେ ନିଷ୍ପତ୍ତି ହାଇକୋର୍ଟ…

ଆଗରେ ଚାଲିଛି ବିଜେଡି: ତିର୍ତ୍ତୋଲରେ ୧୦,୭୩୬ ଭୋଟରେ ଆଗୁଆ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ଉଭୟ ଆସନରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ତିର୍ତ୍ତୋଲ ବିଧାନସଭାରେ ୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୦,୭୩୬ ଭୋଟରେ ଆଗୁଆ ରହିଛି। ସେହିପରି…

ପଣ୍ୟ ପରିବହନରେ ପୂର୍ବତଟ ରେଳପଥ ଦେଶରେ ପ୍ରଥମ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍‌ ଏପ୍ରିଲ ପହିଲାରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ପ୍ରାୟ ୧୦୪.୮୮ ନିୟୁତ ଟନ୍‌ ମାଲ ପରିବହନ କରିଛି। ଫଳରେ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।…

ଟେରାକୋଟା ଟ୍ରେଣ୍ଡ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ଭିଣ୍ଟେଜ୍‌ ଟ୍ରେଣ୍ଡ୍‌ ଆଜିକାଲି ମାର୍କେଟରେ ବେଶ୍‌ ଚାଲିଛି। ପୂର୍ବଜମାନେ ବ୍ୟବହାର କରୁଥିବା କିଛି ସାମଗ୍ରୀ ଏବେ ପୁଣିଥରେ ଲୋକଙ୍କ ମଧ୍ୟରେ ଆଦୃତ ହେଉଛି। କେବଳ ଦେଖାସୁନ୍ଦର ପାଇଁ ନୁହେଁ, ବରଂ ସ୍ବାସ୍ଥ୍ୟ ପାଇଁ ହିତକର ଦୃଷ୍ଟିରୁ ଲୋକେ ପୁରୁଣା ସାମଗ୍ରୀକୁ…

ବାଲେଶ୍ୱର ଫଳାଫଳ: ଚତୁର୍ଥ ରାଉଣ୍ଡ ଶେଷରେ ବି ବିଜେଡି ଆଗରେ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ବାଲେଶ୍ୱରରେ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପୁଣି ଆଗରେ ରହିଛି। ବାଲେଶ୍ୱରରେ ବିଜେଡିକୁ ୧୪,୪୮୦, ଭୋଟ ମିଳିଥିବା ବେଳେ ଭାଜପାକୁ ୧୧୮୦୯ ଓ…

ଆଗେଇ ଚାଲିଛି ବିଜେଡି: ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ତିର୍ତ୍ତୋଲରେ ୬,୪୦୦ ଭୋଟ୍‌ରେ ଆଗୁଆ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତିର୍ତ୍ତୋଲରେ ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପୁଣି ୬,୪୦୦ ଭୋଟ୍‌ ରେ ଆଗରେ ରହିଛି। ତିର୍ତ୍ତୋଲରେ ବିଜେଡିକୁ ୧୮,୩୯୭, ଭୋଟ ମିଳିଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri