‘ଗବେଷଣାକୁ ପ୍ରାଥମିକତା ଦିଅ’
ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟର ୬ ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତିଙ୍କ ସହିତ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟରେ ଗବେଷଣା କାର୍ଯ୍ୟକୁ ଅଧିକ ପ୍ରାଥମିକତା ଦେବା ସହ ଗବେଷଣାର ସନ୍ଦର୍ଭଗୁଡ଼ିକ ପ୍ରମୁଖ ପତ୍ରିକାରେ ପ୍ରକାଶନ…
ଖୋଲିଲା ବନ୍ଧୁକ କାରବାର ଗୁମର
କଟକ ଅଫିସ୍, ୧୨।୧୨: ବ୍ୟବସାୟୀ ଓ ଠିକାଦାରଙ୍କଠାରୁ ବଟି ଆଦାୟ, ଟେଣ୍ଡର ଫିକ୍ସିଂ, ବାଲିଘାଟ ନିଲାମ ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିବା ଅଭିଯୋଗରେ ଗିରଫ ହୋଇ ଦୀର୍ଘ ୪ବର୍ଷ ହେଲା ଜେଲରେ ଥିବା ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତ ଭ୍ରାତାଙ୍କ ଏବେ…
ଆଇନ ସଂଶୋଧନକୁ ଅପେକ୍ଷା
ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ରାଜ୍ୟର ୫ ମହାନଗର ନିଗମ ସମେତ ସମସ୍ତ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ରେ ନିର୍ବାଚନ ହୋଇପାରୁ ନାହିଁ। ସ୍ଥାନ ସଂରକ୍ଷଣ ନେଇ ସମସ୍ୟା ଦେଖାଦେବା ପରେ ନିର୍ବାଚନ ନେଇ ସରକାର…
ଫିକାପଡ଼ିବ ପର୍ଯ୍ୟଟନ ଋତୁ
ଢେଙ୍କାନାଳ ଅଫିସ, ୧୨।୧୨: ଆସିଛି ଶୀତ। ଆଣିଛି ଅଜସ୍ର ଉନ୍ମାଦନା। ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ପ୍ରକୃତିରାଜୀ ଭିଜୁଛି ଶୀତୁଆ ସକାଳର କାକରରେ। କୋଳାହଳମୟ ପରିବେଶଠୁ ଦୂରରେ କେଇଘଣ୍ଟା ହଜିଯିବାକୁ ପର୍ଯ୍ୟଟକଙ୍କୁ ହାତଠାରି ଡାକୁଛି ପର୍ଯ୍ୟଟନସ୍ଥଳୀ। ଭୂତାଣୁ ଭୟରେ କଟକଣା ବେଡିରେ ବନ୍ଧା…
ପର ଘର ପ୍ରତିବନ୍ଧକ
ବଇଣ୍ଡା,୧୨ା୧୨: ମା’ ପେଟରେ ଥିବା ପିଲାଟି ଯେପରି ଅପପୁଷ୍ଟିର ଶିକାର ନ ହେବ ଏବଂ ଏକ ସୁରକ୍ଷିତ ଭବିଷ୍ୟତ ଦିଗରେ ଅଗ୍ରସର ହେବ ସେଥିପାଇଁ ଅଙ୍ଗନଓ୍ବାଡି ଉପରେ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ସରକାର। କିନ୍ତୁ ଏହି ମହତ୍ ଉଦ୍ଦେଶ୍ୟ ପୂରଣ…
ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଅବହେଳାରୁ ବିସ୍ଫୋରଣ
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଭୂତଳ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଘଟଣା ପାଇଁ ଆଇଓସିଏଲ୍ର ପ୍ରାଧିକୃତ ଅଧିକାରୀ ଏବଂ ଠିକାଦାର ସଂସ୍ଥା ମେସର୍ସ ସୂର୍ଯ୍ୟଶକ୍ତି ଭେସେଲ ଲିମିଟେଡର ଅଧିକାରୀଙ୍କୁ ଦାୟୀ କରାଯାଇଛି। ପୋଲିସ ତଦନ୍ତରୁ ଏହା ଜଣାପଡ଼ିଛି। ଏଥିସହ ବିସ୍ଫୋରଣ…
ଚିତ୍ରକୋଣ୍ଡାରେ ଆରମ୍ଭ ହେଲା ୧୦୮ ଆମ୍ବୁଲାନ୍ସ ସେବା
ଚିତ୍ରକୋଣ୍ଡା,୧୧।୧୨: ଦୀର୍ଘଦିନର ଅପେକ୍ଷା ପରେ ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ୧୦୮ ଆମ୍ବୁଲାନ୍ସ ସେବା। ଚିତ୍ରକୋଣ୍ଡା ଲଞ୍ଚ ଘାଟଠାରେ ୧୦୮ ଆମ୍ବୁଲାନ ବୋଟ ସେବାକୁ ଉଦ୍ଘାଟନ କରିଛନ୍ତି ମାଲକାନଗିରି ଜିଲାପାଳ ଓଆଇ ବିଜୟ। ଏହି ଅବସରରେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସା…
ସ୍ବାଭିମାନ ଅଞ୍ଚଳରେ ମାଓ ପୋଷ୍ଟର
ଚିତ୍ରକୋଣ୍ଡା,୧୧।୧୨: ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପଣଷପୁଟ ପଞ୍ଚାୟତର ମସୁରିଗୁଡ଼ା ଗ୍ରାମ ନିକଟରେ ଶୁକ୍ରବାର ଦେଖିବାକୁ ମିଳିଛି ମାଓବାଦୀ ପୋଷ୍ଟର। ପିଏଲଜିଏ ସପ୍ତାହ ଶେଷ ହେବାର ଦୁଇ ଦିନ ପରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀମାନେ। ଏଥିରେ…
ଧଳ ଭ୍ରାତାଙ୍କ ଘରୁ ମିଳିଲା ବିପୁଳ ପରିମାଣର ବନ୍ଧୁକ, ଗୁଳି
ଭୁବନେଶ୍ୱର,୧୧।୧୨- ଚାରି ବର୍ଷ ତଳେ ଗିରଫ ହୋଇଥିବା ଧଳ ସାମନ୍ତ ଭ୍ରାତାଙ୍କ ଘରର ଇଣ୍ଟେରିୟର ଭିତରୁ ମିଳିଛି ୧୬ ଚୋରା ବନ୍ଧୁକ ଓ ୧୦୯୫ ଗୁଳି। ୨୦୧୬ରେ ଗିରଫ ହେବା ପୂର୍ବରୁ ସେମାନେ ଏହି ବନ୍ଧୁକ ଲୁଚାଇଥିଲେ। ଏ ସମ୍ପର୍କରେ ଅଧିକ…
ଭୁବନେଶ୍ୱରରୁ ଆଜି ପୁଣି ୩୨ ପଜିିଟିଭ୍ ଚିହ୍ନଟ: ୨୭ ସୁସ୍ଥ
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୩୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୯ ଜଣ ରହିଥିବା ବେଳେ ଲୋକାଲ କେସ୍ ୨୩ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ: ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୧।୧୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ। ଏନେଇ ଲୋକାୟୁକ୍ତ ଶୁକ୍ରବାର ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨ ମାସ ମଧ୍ୟରେ ମାମଲାର ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଫେବୃୟାରୀ ୧୨ରେ…
ରାସ୍ତାକଡ଼ରେ ପଡ଼ି ରହିଛି ମହିଳାଙ୍କ ମୃତଦେହ: ପରିଚୟ ଖୋଜୁଛି ପାଟଣାଗଡ଼ ପୋଲିସ
ପାଟଣାଗଡ଼,୧୧।୧୨: ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଧୁବଲପଡ଼ା ଗ୍ରାମ ନିକଟରେ ଥିବା ଏକ ଚିନାବାଦାମ କ୍ଷେତରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।…
Archives


