୧୫ରୁ ପ୍ରବଳ ବର୍ଷା
ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ୨୪ଟି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବାରୁ ଅଧିକାଂଶ ସ୍ଥାନରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କୋରାପୁଟରେ ନିଅଣ୍ଟିଆ ବର୍ଷା ନାହିଁ। ସେହିପରି ଭଦ୍ରକ, ଯାଜପୁର, କଳାହାଣ୍ଡି, କେନ୍ଦୁଝର…
ଦଳିତମାନଙ୍କ ଉପରେ ବାରମ୍ବାର ଆକ୍ରମଣର ପ୍ରତିବାଦ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଭାଜପା
ଛତ୍ରପୁର,୧୨ା୮(ଡି.ଏନ୍.ଏ.): ବିଜେଡି ନେତା ଓ କର୍ମୀମାନଙ୍କ ଦ୍ୱାରା ଦଳିତମାନଙ୍କ ଉପରେ ବାରମ୍ବାର ଆକ୍ରମଣ, ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ରହିବା ନେଇ ରାଜ୍ୟ ଭାଜପା ଅନୁସୂଚିତ ମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି ା ଏହାର ପ୍ରତିବାଦରେ ଗୁରୁବାର ଛତପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ…
ସରକାରୀ କାର୍ଯ୍ୟରେ ଅବହେଳା: ୩ ସହକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍
ଛତ୍ରପୁର,୧୨ା୮(ଡି.ଏନ୍.ଏ.): ସରକାରୀ କାର୍ଯ୍ୟରେ ଅବହେଳା ଓ ଅନିୟମିତତା ନେଇ ୩ ଜଣ ସହକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ସେମାନେ ହେଲେ ଗଞ୍ଜାମ ଜିଲା ଖଲିକୋଟ ବ୍ଲକ ଅଧୀନ ଝରାପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ…
ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଆଜିଠାରୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତି ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରୁଛନ୍ତି ଛାତ୍ରୀଛାତ୍ର। ଏଥିପାଇଁ www.samsodisha.gov.in ଜରିଆରେ ଛାତ୍ରୀଛାତ୍ରଙ୍କ ପାଇଁ ଆବେଦନ ସୁବିଧା…
ଉଗ୍ରରୂପ ନେଲା ଖରସ୍ରୋତା ଜଳ ବିବାଦ: ପୋଲିସ-ପ୍ରକଳ୍ପ ବିରୋଧୀ ଧସ୍ତାଧସ୍ତି
ଆଳି,୧୨ା୮(ଡି.ଏନ୍.ଏ.): ଖରସ୍ରୋତା ନଦୀ ପାଣି ବିବାଦ ଗୁରୁବାର ଉଗ୍ର ରୂପ ନେଇଛି। ଆନ୍ଦୋଳନକାରୀ ଚାନ୍ଦବାଲି ରାସ୍ତାର କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଚ୍ୟୁତପୁରଠାରେ ରାସ୍ତାରୋକୋ କରିଛନ୍ତି । ଏଥିସହିତ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ବରୁଣାଡିହା ପାଣି ପ୍ରକଳ୍ପ ସ୍ଥାନକୁ ଯାଉଥିବା ଗାଡ଼ି…
‘ଜୁଆର ପଶି ଆସିଥିବା ସ୍ଥାନ ଚିହ୍ନଟ କର’
ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଲୁଣାଘେରି ବନ୍ଧ ଏବଂ ବନ୍ୟା ସୁରକ୍ଷା ଘେରିବନ୍ଧଗୁଡ଼ିକର ଦୃଢ଼ୀକରଣ ନିମନ୍ତେ ରାଜ୍ୟ ସରକାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଉପଯୋଗୀ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ…
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ରିହର୍ସାଲ୍
ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଗତବର୍ଷ ପରି ଏବର୍ଷ ମଧ୍ୟ ରାଜ୍ୟରେ କଟକଣାରେ ପାଳିତ ହେବ ରାଜ୍ୟ ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବେ। ଏନେଇ ବୁଧବାର ପୋଲିସ ବିଭାଗ…
‘ପୂର୍ବତଟ ରେଳପଥରୁ ଓ୍ବାଲ୍ଟିୟର ଅଲଗା ନ ହେଉ’
ଭୁବନେଶ୍ୱର, ୧୨ା୮(ବ୍ୟୁରୋ): ୨୦୧୯ରେ ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥ ଜୋନ୍ରୁ ଓ୍ବାଲ୍ଟିୟର ଡିଭିଜନ ଅଲଗା କରିନେଇ ଆନ୍ଧ୍ରପ୍ରଦେଶ ପାଇଁ ଏକ ସ୍ବତନ୍ତ୍ର ରେଳ ଜୋନ୍ ପ୍ରତିଷ୍ଠାର ଘୋଷଣା କରିଛି। ଏହି ନିଷ୍ପତ୍ତି ଯୋଗୁ ଇଷ୍ଟକୋଷ୍ଟ ଜୋନ୍ର ବଡ଼ କ୍ଷତି ହେବାକୁ ଯାଉଛି।…
୧୦୪କୁ ଦିନକୁ ଆସୁଛି ୩ଶହ ଫେକ୍ କଲ୍
ଭୁବନେଶ୍ୱର,୧୨ା୮(ବ୍ୟୁରୋ): ମାଡାମ୍ ନମସ୍କାର, ଆମ ଘର ଗଳି ପଡିଛି, ମାଡାମ କରୋନା ଭାଇରସ୍ ମୋତେ ଧୋକା ଦେଇଛି, ଶହେ ଟଙ୍କା ଦିଅ ମୁଁ ମଦ ପିଇବି – ରାଜ୍ୟ ସରକାରଙ୍କ କୋଭିଡ୍ ହେଲ୍ପଲାଇନ୍ ନମ୍ବର ‘୧୦୪’କୁ ଏମିତି ପ୍ରତିଦିନ ୩ଶହରୁ ଊର୍ଦ୍ଧ୍ୱ…
ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ବାଙ୍କୀ, ୧୨ା୮(ସ୍ବ.ପ୍ର.): ଡମପଡ଼ା ବ୍ଲକ କୁସୁପଙ୍ଗି ଓ ତାଳବସ୍ତ ପଞ୍ଚାୟତରେ ଏମ୍ଜିଏନଆରଇଜିଏସ୍ କାର୍ଯ୍ୟ ଓ ରୁବାନ ଅନୁଦାନରେ ନିର୍ମାଣ ହୋଇଥିବା ପ୍ରକଳ୍ପଗୁଡିକରେ ମହାଦୁର୍ନୀତିରେ ହୋଇଛି। ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଗିରଫ କରିବାକୁ ଦାବି କରି…
ରାଜ୍ୟ ତାଲିକା ଆଧାରରେ ପଛୁଆବର୍ଗକୁ ସଂରକ୍ଷଣ ମିଳୁ: ଧର୍ମେନ୍ଦ୍ର
ଭୁବନେଶ୍ୱର, ୧୨ା୮(ବ୍ୟୁରୋ): କେନ୍ଦ୍ର ସରକାର ପଛୁଆବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷାକ୍ଷେତ୍ରରେ ୨୭% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ସରକାର ଏହି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନ ଦେଇ ୫୦%ରୁ ଅଧିକ ସ୍ଥାନ ଦାବି କରିବା ଅମୂଳକ। ଓଡ଼ିଶା ଏକମାତ୍ର…
ଜାତିଭିତ୍ତିକ ଜନଗଣନା ହେଉ
ଭୁବନେଶ୍ୱର, ୧୨ା୮(ବ୍ୟୁରୋ): ପଛୁଆ ବର୍ଗ ଗଣନାକୁ ନେଇ ରାଜନୀତି ଜୋର ଧରିଛି। ଏହି ବର୍ଗଙ୍କ ପାଇଁ ବିିଭିନ୍ନ ରାଜ୍ୟରୁ ଦାବି ହେଉଥିବାବେଳେ ଓଡ଼ିଶା ପକ୍ଷରୁ ମଧ୍ୟ ଜନଗଣନାରେ ପଛୁଆବର୍ଗ ଜାତି ଗଣନା କରିବାକୁ ଦାବି କରାଯାଇଛି। ଏ ନେଇ ବିଜେଡି ସଂସଦୀୟ…
Archives


