ରାଜ୍ୟ

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହାଣି ଦେଲେ

ସୁନ୍ଦରଗଡ଼,୨୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଏବଗା ଥାନା ଅଧୀନ ଭଦ୍ରାଟୋଲିରେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଲୋହିଆ ପାଢୁଓ୍ବାର(୬୫) ଓ ତାଙ୍କର ସ୍ତ୍ରୀ ଲୋଧି (୬୦)। ଖବରପାଇ ରାଏବଗା ଥାନା ପୋଲିସ ଘଟଣାସ୍ଥଳରେ…

ପୋଲିସ ଭୟରେ ପିଇଲେ କୀଟନାଶକ

କଣ୍ଟାପଡା,୨୧।୧୦(ଡି.ଏନ୍‌.ଏ.): ଏକ ଅଭିଯୋଗର ତଦନ୍ତ ପାଇଁ ପୋଲିସ ଥାନାକୁ ଡାକିବାରୁ ଭୟରେ ଜଣେ ଯୁବକ ଗୁରୁବାର କୀଟନାଶକ ପିଇ ଦେଇଛନ୍ତି। ପରେ ତାଙ୍କର ମୃତ୍ୟୁ ଘଟିଛିି। ମୃତକ ହେଲେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଉରାଢ଼ ଗ୍ରାମର ଦୋଳଗୋବିନ୍ଦ ସେନାପତି(୨୮)। ଖବର ଅନୁଯାୟୀ,…

ନିଜ ସ୍କୁଲରେ ହେବ ପରୀକ୍ଷା

କଟକ ଅଫିସ,୨୧।୧୦: ଚଳିତ ବର୍ଷ ନୂତନ ଢାଞ୍ଚାରେ ପରୀକ୍ଷା ଦେବେ ନବମ ଶ୍ରେଣୀ ଛାତ୍ରୀଛାତ୍ର। ନଭେମ୍ବର ୨୨ରୁ ନବମ ଶ୍ରେଣୀର ସମେଟିଭ୍‌-୧ ପରୀକ୍ଷା ଆରମ୍ଭ ହେବ। ଏ ନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର…

ଶିଶୁଙ୍କ ଟିକାକରଣ ପୂର୍ବରୁ ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ରାଜ୍ୟରେ ଶିଶୁମାନଙ୍କୁ କୋଭିଡ୍‌ ଟିକା ଦେବା ପାଇଁ ଶୁକ୍ରବାରଠାରୁ ପ୍ରସ୍ତୁତି ଆରମ୍ଭ ହେବ। ଗୁରୁବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଗୁରୁବାର ଦେଶରେ ଶହେ କୋଟି…

ବଡ଼ କାର୍ଯ୍ୟାନୁଷ୍ଠାନ: କେ. ଗାଁ ଥାନା ଅଧିକାରୀ ସସ୍‌ପେଣ୍ଡ

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେ.ଗାଁ ଥାନା ଅଧିକାରୀ ଡମୁ ପରଜାଙ୍କୁ ସସ୍‌ପେଣ୍ଡ କରାଯାଇଛି। ଦାୟିତ୍ୱରେ ଅବହେଳା ପାଇଁ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ନେଇ ଗୁରୁବାର କଳାହାଣ୍ଡି ଏସ୍‌ପି ଶ୍ରବଣ ବିବେକ ସୂଚନା ଦେଇଛନ୍ତି।…

ଶେଷରେ ଚିଲିକା ବିଧାୟକଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୧।୧୦: ଖୋର୍ଦ୍ଧା ବାଲୁଗାଁ ଭାଜପା ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଜେଲ ଯାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଶେଷରେ ମିଳିଛି ଜାମିନ। ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ଏଥିସହ ସାକ୍ଷୀଙ୍କୁ ପ୍ରଭାବିତ…

ପରଲୋକରେ ପ୍ରହ୍ଲାଦ ଦୋରା, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ଓଡ଼ିଶା ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ବୁଧବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଆଦିବାସୀ ନେତା କିଛି…

ଆଜିଠୁ ହଟିବ ପାର୍ବଣ କଟକଣା

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ଗୁରୁବାରଠାରୁ ଟ୍ବିନ୍‌ ସିଟିରୁ ହଟିବ ପାର୍ବଣ କଟକଣା। ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଗତ ୧୧ ତାରିଖରୁ ୨୦ ପର୍ଯ୍ୟନ୍ତ କଟକଣା ଲଗାଯାଇଥିଲା। ଏହାର ବୁଧବାର ଥିଲା ଶେଷ ଦିନ। ଏଣୁ ଆଜିଠାରୁ ଭୁବନେଶ୍ୱର ଏବଂ କଟକରେ ରାତି ୮ଟା…

ହାଇକୋର୍ଟ ଗଲା ମମିତା ମେହେର ହତ୍ୟା ମାମଲା

କଟକ ଅଫିସ,୨୧ା୧୦: ହାଇକୋର୍ଟରେ ପହଞ୍ଚିଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା। ଏହି ମାମଲାର ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର୍‌ ହୋଇଛି ଏହି ମାମଲା । ପୀଡ଼ିତାଙ୍କ…

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୨୯୮ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।…

ଆଜିଠୁ ଆରମ୍ଭ ଏକାଦଶ ଶ୍ରେଣୀର ପାଠପଢା

ଭୁବନେଶ୍ବର,୨୧।୧୦(ବ୍ୟୁରୋ): ଏକାଦଶ ଶ୍ରେଣୀର ପାଠପଢା ଗୁରୁବାର ଅଫଲାଇନରେ ଆରମ୍ଭ ହେବ। କୋଭିଡ୍‌ କଟକଣା ମାନି ଶ୍ରେଣୀ ଗୃହରେ ପାଠପଢିବେ ଛାତ୍ରୀଛାତ୍ର। ଏ ନେଇ ସମସ୍ତ ଶିକ୍ଷାନୁଷ୍ଠାନରେ ପ୍ରସ୍ତୁତି ଶେଷ ହୋଇଛି। ଦିନ ୧୦ଟାରୁ ୧ଟା ୩୦ ଯାଏଁ ଅଫଲାଇନରେ ପାଠପଢା ଚାଲିବ।…

ରାଜ୍ୟରେ ବଢୁଛି ପିଲାଙ୍କ ଚିନ୍ତା

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି। ରାଜ୍ୟରେ ଗୁରୁବାର ୫୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୨ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୩୦୮…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri