ରାଜ୍ୟ

କମୁଛି କରୋନା ଗ୍ରାଫ୍‌ : ଅଳ୍ପ ଦିନ ଭିତରେ ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଫେରିବା

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣର ଗତି ଲଗାତାର ଭାବେ କମି ଚାଲିଛି । ଏହାକୁ ମାାନିଲେ ଆଗକୁ ଏହି ଟ୍ରେଣ୍ଡ ଜାରି ରହିବ। ବହୁତ ଅଳ୍ପ ଦିନ ଭିତରେ ଆମେ ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଆସିବା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ…

ଚିଲିକାରେ ଫ୍ଲୋରା ଫୌନା ସର୍ଭେ ଆରମ୍ଭ

ଖୋର୍ଦ୍ଧା ଅଫିସ,୧।୨: ଚିଲିକାରେ ଫ୍ଲୋରା ଫୌନା ସର୍ଭେ ଆରମ୍ଭ ହୋଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହି ସର୍ଭେ କାର୍ଯ୍ୟ ସକାଳ ୬ଟାରୁ ଆରମ୍ଭ ହୋଇଛି । ଚିଲିକାରେ ଜୈବ ବିବିଧତା ଜାଣିବା ପାଇଁ ଜଳଜ ଉଦ୍ଭିଦ ଓ ଚିଲିକାରେ ବାସ…

ରାଜ୍ୟରୁ ପୁଣି ୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୬୨୯କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କଟକ ଜିଲାରୁ…

ରାଜ୍ୟରେ ଚିହ୍ନଟ ହେଲେ ୩୦୮୬ କରୋନା ପଜିଟିଭ୍‌, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୦୮୬ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୪୫୪ ଜଣ ପିଲା ଅଛନ୍ତି। ୧୭୯୭ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୨୮୯ ଲୋକାଲ କେସ ରହିଛି। ଏନେଇ ମଙ୍ଗଳବାର ରାଜ୍ୟ ସୂଚନା…

ପ୍ରେମ ପ୍ରତାରଣା ପାଇଁ ଚାଲିଗଲା ୨ ଜୀବନ

ଭୁବନେଶ୍ୱର,୧।୨(ବ୍ୟୁରୋ): ଦୁଇବର୍ଷ ହେବ ଜଣେ ଗାୟିକାଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କ ବିବାହ ବି ସ୍ଥିର ହୋଇଯାଇଥିଲା। ହେଲେ ପ୍ରେମିକାଙ୍କ ପ୍ରତାରଣା ଶେଷରେ ଜଣେ ମଡେଲଙ୍କ ପ୍ରାଣ ନେଇଗଲା। ସୋମବାର ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।…

ଛତିଶଗଡ଼, ଓଡ଼ିଶା ସବ୍‌ ଏରିଆ କମାଣ୍ଡର ହେଲେ ବ୍ରିଗେଡିୟର ଭିଗ୍ନେଶ ମହାନ୍ତି

ଭୁବନେଶ୍ୱର, ୧।୨ (ବ୍ୟୁରୋ): ଛତିଶଗଡ଼ ଓ ଓଡ଼ିଶା ସବ୍‌ ଏରିଆ କମାଣ୍ଡର ହେଲେ ବ୍ରିଗେଡିୟର ଭିଗ୍ନେଶ ମହାନ୍ତି। ବ୍ରିଗେଡିୟର୍‌ ପ୍ରଶାନ୍ତ ଚୌହାନଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ସବ୍‌ଏରିଆ କମାଣ୍ଡର ବ୍ରିଗେଡିୟର୍‌ ଚୌହାନ୍‌ ରାଜ୍ୟ ସରକାରଙ୍କ ସହ ଏକ ଉତ୍ତମ…

ସରାଇ ଆପ୍‌ ସୁରକ୍ଷିତ

ସରାଇ ଆପ୍‌ ହ୍ୟାକ୍‌ ହୋଇପାରିବ ନାହିଁ କି ? ଯଦି ଏହି ଆପ୍‌ ଦ୍ୱାରା କୌଣସି ନିରୀହ ଯାତ୍ରୀ କିମ୍ବା ବ୍ୟବସାୟୀ ପ୍ରତିନିଧିଙ୍କ ତଥ୍ୟ ଲିକ୍‌ ହୋଇଯାଏ, ତେବେ କ’ଣ ହେବ ? ଡିସିପି: ପୂର୍ବରୁ ଅନେକ ହୋଟେଲ ସେମାନଙ୍କ ଅତିଥିଙ୍କ…

୨୫୪ ବିଜୁ ସେତୁ ଅଧାପନ୍ତରିଆ

ଯାଜପୁର ଅଫିସ,୧।୨: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୦୧୧ ଅକ୍ଟୋବରରୁ ବିଜୁ ସେତୁ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ସାଧାରଣ ଲୋକଙ୍କ ଟିକସରୁ ବ୍ୟାପକ ଅର୍ଥ ଆବଣ୍ଟିତ ହେଉଛି। କିନ୍ତୁ ଏହି ଯୋଜନାରେ ଯେଉଁ…

ଜିଲା ବିଜେଡି ଉପସଭାପତି ନିଲମ୍ବିତ

ନବରଙ୍ଗପୁର,୧।୨(ବି.ପ୍ର.): ନବରଙ୍ଗପୁର ଜିଲା ବିଜେଡି ଉପସଭାପତି ଦିବ୍ୟଦାନ ସୁନାଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀଭାବେ ନନ୍ଦାହାଣ୍ଡି ବ୍ଲକ ଜିଲା ପରିଷଦ ଜୋନ୍‌-୧ରୁ ନିର୍ବାଚନ ଲଢୁଛନ୍ତି। ତେବେ ଦିବ୍ୟଦାନଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିବା ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଆବାସ ପ୍ଲସ୍‌ ଖୋଲିବାକୁ ପୁଣି ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ୱର,୧ା୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍‌ଏୱାଇ-ଜି) ଅଧୀନରେ ଗୃହ ମଞ୍ଜୁର କରିବା ସଂକ୍ରାନ୍ତରେ ରାଜ୍ୟ ସରକାର କେନ୍ଦ୍ରକୁ ପୁଣି ମନେପକାଇ ଦେଇଛନ୍ତି। ରାଜ୍ୟ ସରକାର ଘର ଯୋଗାଇ ଦେବାକୁ କେନ୍ଦ୍ରକୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ କୌଣସି ଉତ୍ତର ମିଳୁନାହିଁ।…

ଦୁର୍ଘଟଣା କମାଇବାକୁ ଆଜିଠୁ କଡ଼ା ଚେକିଂ

ଭୁବନେଶ୍ୱର,୧ା୨(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଜୋର୍‌ଦାର ପ୍ରୟାସ ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ସୁପ୍ରିମକୋର୍ଟ କମିଟି ଆଗରେ…

ଇଲେକ୍ଟ୍ରି ଗାଡ଼ି କିଣିଥିଲେ ପିଛିଲା ଭାବେ ମିଳିବ ସବ୍‌ସିଡି

ଭୁବନେଶ୍ୱର,୧ା୨(ବ୍ୟୁରୋ): ବିଦ୍ୟୁତ୍‌ ଚାଳିତ ଗାଡ଼ି କ୍ରୟ କରିଥିବା ଗ୍ରାହକମାନଙ୍କ ଲାଗି ଖୁସି ଖବର ଆସିଛି। ଏହି ଗାଡ଼ି କ୍ରୟ ସମୟରେ ଗ୍ରାହକମାନଙ୍କୁ ରେଜିଷ୍ଟ୍ରେଶନ ଫି ଓ ମୋଟରଯାନ ଟିକସ ଦେବାକୁ ପଡ଼ି ନ ଥିଲା। ଏବେ ଅତିରିକ୍ତ ୧୫ ପ୍ରତିଶତ ସବ୍‌ସିଡି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri