ରାଜ୍ୟ

ପ୍ରାର୍ଥୀଙ୍କୁ ହତ୍ୟା ଧମକ, ଚିରିଲେ ବ୍ୟାନର

ପାଟଣାଗଡ଼,୧୧ା୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଭଇଁଷାଠାରେ ସମିତି ସଭ୍ୟ ପ୍ରାର୍ଥିନୀ ଭାନୁପ୍ରିୟା ନାଏକଙ୍କୁ ପ୍ରଚାର ବେଳେ କେତେକ ବ୍ୟକ୍ତି ଗାଳିଗୁଲଜ କରିଥିବା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଭାନୁପ୍ରିୟା ପାଟଣାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ,…

ଗଡ଼ ବଞ୍ଚାଇବାକୁ ବିଜେଡିର ଉଦ୍ୟମ

ଆରଡ଼ି,୧୧।୨(ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ୧ ନଂ. ଜିଲା ପରିଷଦ ଜୋନ୍‌ରେ ଏଥର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଥର ସାଧାରଣ ବର୍ଗର ପ୍ରାର୍ଥୀମାନେ ଏଠାରେ ନିର୍ବାଚନ ଲଢୁଛନ୍ତି। ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ବି ମୁଖ୍ୟତଃ ବିଜେଡି,…

ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି ପ୍ରାର୍ଥୀ

ଭଣ୍ଡାରିପୋଖରୀ,୧୧।୨(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରାର୍ଥୀମାନେ ଭୋଟ୍‌ ପାଇଁ ଦୁଆର ଦୁଆର ବୁଲି ପ୍ରଚାରକୁ ସେତେ ସରଗରମ କରୁଛନ୍ତି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ବିଜେଡିର…

ପାଣି, ଟାୱାର ପାଇଁ ବିକ୍ଷୋଭ

ବାରିପଦା ଅଫିସ,୧୧।୨ ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଧୀନ ଚାନ୍ଦୁଆ ପଞ୍ଚାୟତର ଠାରୁଆସାହି ଓ କଖାରୁଆଶୋଳ ଗ୍ରାମବାସୀ ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି। ପାଣି ଦିଅ ଭୋଟ ନିଅ ଏବଂ ଟାୱାର ନାହିଁ ତ ଭୋଟ ନାହିଁ ବୋଲି…

ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ପୂର୍ବତନ ଉପବାଚସ୍ପତି, ବିଧାୟକ

ଛତ୍ରପୁର,୧୧ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ୧୯ ନଂ. ଜୋନ୍‌ ଜିଲାପରିଷଦ ସଭ୍ୟ ପାଇଁ ବିଜେଡି ପ୍ରାର୍ଥୀ ରଶ୍ମିତା ନାହାକଙ୍କ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଜେଡି ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି…

କୋରାପୁଟ ଗସ୍ତରେ ପୋଲିସ ଡିଜି

କୋରାପୁଟ,୧୧।୨(ସ୍ବ.ପ୍ର.): କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ। ଡିଜିଙ୍କ ସହିତ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଜିଲାରେ ମାଓବାଦୀ ସ୍ଥିତିର ସମୀକ୍ଷା କରିବା ସହ ଆଗକୁ କିଭଳି ସୂଚାର ରୂପେ ପଞ୍ଚାୟତ ନିର୍ବାଚନ ସମ୍ପାଦନ ହୋଇପାରିବ…

ପୁନରୁଦ୍ଧାର ଅପେକ୍ଷାରେ ପୁରୀ ସଂଗ୍ରହାଳୟ

ପୁରୀ ଅଫିସ,୧୧।୨: ସଂସ୍କୃତି ଓ ଐତିହ୍ୟର ବାର୍ତ୍ତାବହ କୁହାଯାଉଥିବା ପୁରୀ ସଂଗ୍ରହାଳୟ ଏବେ ଅବହେଳିତ ହୋଇପଡ଼ିଛି। ଉଦ୍‌ଘାଟନ ଦିନଠାରୁ ଅର୍ଥାତ ଦୀର୍ଘ ୩୦ବର୍ଷ ହେଲା ସଂଗ୍ରହାଳୟ ଭଡ଼ାଘରେ ଚାଲିଛି। ଏଠାରେ ଅନେକ ଦୁର୍ମୂଲ୍ୟ କଳାକୃତି, ପଥର ମୂର୍ତ୍ତି, ସୋଲ କାରୁକାର୍ଯ୍ୟ ଓ…

ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ

ଧର୍ମଗଡ,୧୧।୨(ଡି.ଏନ୍‌.ଏ.): ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଭୁବନେଶ୍ବରସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ କୋକସରାରୁ ଲଗାତର ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୫-୨୦୦୦ ଏବଂ…

ଭୁବନେଶ୍ୱର ବିମାନବନ୍ଦରକୁ ‘ଭଏସ୍‌ ଅଫ୍‌ କଷ୍ଟମର’ ମାନ୍ୟତା

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଏୟାରପୋର୍ଟ କାଉନ୍‌ସିଲ ଇଣ୍ଟରନ୍ୟାଶନାଲ(ଏସିଆଇ) ଅଧୀନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ୨୦୨୧ ପାଇଁ ‘ଯାତ୍ରୀଙ୍କ ସ୍ବର’ ବା ‘ଭଏସ୍‌ ଅଫ୍‌ କଷ୍ଟମର’ ମାନ୍ୟତା ମିଳିଛି। ଏହାସହିତ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ସାତୋଟି ବିମାନବନ୍ଦର ଏହି ମାନ୍ୟତା ପାଇଛନ୍ତି।…

ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌, ଆଉ ୨୦ ଆକ୍ରାନ୍ତ ମୃତ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢିଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୦ ଜଣ ଆକ୍ରାନ୍ତଙ୍କ ମତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୃତକଙ୍କ ମଧ୍ୟରୁ ଯାଜପୁରରୁ…

ଆଚରଣ ବିଧି ଉଲ୍ଲଂଘନ କଲା ବିଜେଡି

ବାଲେଶ୍ୱର ଅଫିସ,୧୧ା୨: ନିର୍ବାଚନ କମିଶନ ସାରା ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରିଥିବାବେଳେ ବିଭିନ୍ନ ସ୍ଥାନରେ ସରକାରୀ ଦଳ ପକ୍ଷରୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳୁଛି। ନିର୍ବାଚନ କମିଶନ କରୋନାକୁ…

ଆଗାମୀ ୫ ଦିନ ଯାଏ ପାଗ ଶୁଖିଲା, ବଢ଼ିବ ଥଣ୍ଡା

ଭୁବନେଶ୍ୱର,୧୧।୨(ବ୍ୟୁରୋ): ପଶ୍ଚିମା ଝଡର ପ୍ରଭାବ କମିଛି । ଏବେ ସ୍ବାଭାବିକ ହେବ ରାତ୍ରି ତାପମାତ୍ରା । ତେବେ ରାଜ୍ୟରେ ସାମାନ୍ୟ ବଢ଼ିବ ଥଣ୍ଡା। ଆଗାମୀ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ଧୀରେ ଧୀରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri