ଟିମ୍ ଇଣ୍ଡିଆ ବିପକ୍ଷରେ ହାଫ୍ସେଞ୍ଚୁରି ମାରିଥିବା ଅନ୍ତର୍ଜାତୀୟ ଖେଳାଳି ଏବେ ଓଡ଼ିଶା ଦଳରେ
ଭୁବନେଶ୍ୱର,୨୯।୮: ହଂକଂର ପୂର୍ବତନ ଅଧିନାୟକ ଅଂଶୁମାନ ରଥ ଚଳିତ ଘରୋଇ ସିଜନରେ ଓଡ଼ିଶା ପାଇଁ ଖେଳିବେ। ଭାରତୀୟ ପାସପୋର୍ଟଧାରୀ ରଥ ଜଣେ ଓଡ଼ିଆ ଖେଳାଳି। ଗତ ଏକ ବର୍ଷ ହେଲା ସେ ହଂକଂ ପାଇଁ ଆଉ ଅନ୍ତର୍ଜାତୀୟ ସ୍ତରରେ ଖେଳୁ...
ଜନ୍ମାଷ୍ଟମୀ ଲାଗି ଜଲେଶପଟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଫୁଲବାଣୀ ଅଫିସ/ଚକାପାଦ/ତୁମୁଡିବନ୍ଧ,୨୯ା୮: କନ୍ଧମାଳ ଜିଲା ଚକାପାଦ ଏବଂ ତୁମୁଡିବନ୍ଧସ୍ଥିତ ଜଲେଶପଟା ଆଶ୍ରମରେ ସୋମବାର ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୩ତମ ଶ୍ରାଦ୍ଧଦିବସ ପାଳନ କରାଯିବ। କୋଭିଡ୍ କଟକଣା ମଧ୍ୟରେ ଏହା ପାଳନ କରାଯିବ। ଏନେଇ ଆଶ୍ରମ ପରିସର ଚଳଚଞ୍ଚଳ...
ଜେଲ ଗଲେ ବିଜେପୁର ବିଡିଓ
ସୋନପୁର/ବିଜେପୁର,୨୯।୮(ନି.ପ୍ର./ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ପଦ୍ମନାଭ ସାମନ୍ତରାୟଙ୍କୁ ଭିଜିଲାନ୍ସ ବିଭାଗ ରବିବାର ଗିରଫ କରିଛି। ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ବିଚାରପତି ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ବଲାଙ୍ଗୀର ଜେଲ...
ଖୋର୍ଦ୍ଧାରେ ଜାରି ରହିପାରେ ଶଟ୍ଡାଉନ
ଭୁବନେଶ୍ୱର,୨୯।୮(ବ୍ୟୁରୋ): ଆଉ ଗୋଟିଏ ଦିନ ରାଜ୍ୟରେ ଅଗଷ୍ଟ ମାସର କରୋନା ଗାଇଡ଼ଲାଇନ ଶେଷ ହେବ। ସେପ୍ଟେମ୍ବର ମାସରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେବେ ତାହା ଏବେ ସମସ୍ତଙ୍କ ନଜର। ଯଦିଓ ଏବେ ସାଧାରଣ ଲୋକଙ୍କ ପାଇଁ ଯିବା ଆସିବା...
ବର୍ଷେ ତିଷ୍ଟିଲାନି ପ୍ରେମ ବିବାହ: ଦଉଡି ଦେଲେ ମହିଳା କନଷ୍ଟେବଳ
ଗୋପାଳପୁର,୨୯ା୮(ଡି.ଏନ.ଏ.): ଗୋପାଳପୁର ଥାନା ଅଧୀନ ଆମ୍ବପୁଆ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳା କନଷ୍ଟେବଳ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଯାଜ୍ଞସିନୀ ବେହେରା(୨୭)। ବ୍ରହ୍ମପୁର ପୋଲିସ ଜିଲା ରିଜର୍ଭରେ ଯାଜ୍ଞସିନୀ ଏପିଆର କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ ।...
ଶାଶୁ ଘରେ ଛାଡିଦେବାକୁ କହି ମହିଳାଙ୍କୁ ଗଣବଳାତ୍କାର
ବନ୍ତ,୨୯।୮(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ବନ୍ତ ଥାନା ପୋଲିସ ଶନିବାର ଏକ ମାମଲା (ନଂ.୧୪୮/୨୧) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପୋଲିସ...
ନୂଆ ରୂପ ପାଇବ ନୀଳାଚଳ ଅଶୋକ
ପୁରୀ ଅଫିସ,୨୯।୮: କେନ୍ଦ୍ର ସରକାର ନୂତନ ମୁଦ୍ରୀକରଣ ବ୍ୟବସ୍ଥା ଦ୍ୱାରା ଭାରତୀୟ ଅର୍ଥନୀତିକୁ ସବଳ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କିଛି ଅଚଳ ସମ୍ପତ୍ତିିରେ ପୁଞ୍ଜି ନିବେଶ ପାଇଁ ଘରୋଇ ସଂସ୍ଥାକୁ...
କେନ୍ଦୁଝରରେ ପ୍ରିୟ ବିଦେଶୀଙ୍କ ନାଲି ଚା’
କେନ୍ଦୁଝର, ୨୯ା୮(ସ୍ବ.ପ୍ର.): କେନ୍ଦୁଝର ସହରର ବିଭିନ୍ନ ସାହି ଗଳିରେ ଚା’ ଦୋକାନ ଖୋଲିଛି। କିନ୍ତୁ ସିନେମା ହଲ ନିକଟରେରେ ଥିବା ବିଦେଶୀ ନାୟକ(୭୧)ଙ୍କ ଦୋକାନରୁ ଚା’ପିଇବାର ମଜା ଅଲଗା। ଏଥିପାଇଁ ସକାଳ ଓ ସନ୍ଧ୍ୟାରେ ଭିଡ ଜମିଥାଏ। ଚାକିରିଆ ଲୋକଙ୍କ...
ମୋଟା ଅଙ୍କର ଟଙ୍କା ସହିତ ଧରାପଡ଼ିଲେ ବିଜେପୁର ବିଡିଓ
ସୋନପୁର/ବିଜେପୁର,୨୯ା୮(ନି.ପ୍ର./ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ପଦ୍ମନାଭ ସାମନ୍ତରାୟ ରବିବାର ଭୋର୍ରୁ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେ ମୋଟାଅଙ୍କର ଟଙ୍କା ଧରି ଏକ ଗାଡ଼ିରେ ପୁରୀ ଜିଲା ଗଡଚାନ୍ଦପୁର ଗ୍ରାମର ନିଜ ଘରକୁ ଯାଉଥିବା ସୂଚନା...
ପାର୍ବଣ: ସତର୍କତା ଜରୁରୀ, ସେପ୍ଟେମ୍ବର ୩୦ ଯାଏ ବଢ଼ିଲା କୋଭିଡ୍ କଟକଣା
ଭୁବନେଶ୍ୱର,୨୯ା୮(ବ୍ୟୁରୋ): ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ କଟକଣା ଅବଧି ଆସନ୍ତା ସେପ୍ଟେମ୍ବର ୧ରେ ଶେଷ ହେବ। ଏବେ ଯାହା ବି କଟକଣା ରହିଛି ତାହାକୁ ଠିକ୍ ଢଙ୍ଗରେ ପାଳନ କରାଯାଉ ନାହିଁ। ଅନେକ ଲୋକ ସାମାଜିକ ଦୂରତା ରକ୍ଷା...
୧୧୯ ପିଲାଙ୍କ ସହ ରାଜ୍ୟରେ ୮୪୯ କରୋନା ଆକ୍ରାନ୍ତ ଚିହ୍ନଟ; ପ୍ରାଣ ହରାଇଲେ ୬୯
ଭୁବନେଶ୍ୱର,୨୯।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୧୯ ଜଣ ପିଲା ରହିଛନ୍ତି। ସେମାନଙ୍କ ବୟସ ୧୮ ବର୍ଷ ମଧ୍ୟରେ ରହିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୧ ଜଣ କ୍ୱାରେଣ୍ଟାଇନ୍ରୁ ଥିବା...
ଦୁବାଇରେ ଚାକିରି ଦେବାକୁ କହି ୫ ଲକ୍ଷ ନେଇଗଲେ
ଦିଗପହଣ୍ଡି,୨୯ା୮(ଡି.ଏନ.ଏ.): ଦୁବାଇରେ ଚାକିରି ଦେବାକୁ କହି ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝରିପଦର ଗ୍ରାମର ୮ ଯୁବକଙ୍କଠାରୁ ସାଇବର୍ ଦଲାଲ୍ମାନେ ୫ ଲକ୍ଷ ଟଙ୍କା ଠକି ନେଇଥିବା ଶନିବାର ଅଭିଯୋଗ ହୋଇଛି। ଠକାମିରେ ଶିକାର ହୋଇଥିବା ଯୁବକମାନେ ହେଲେ ଝରିପଦର...
Archives


