ମାନସିକ ଦୃଢ଼ତାର ବାର୍ତ୍ତା ଦେଲା ‘ଦି ହିଲିଂ ଟଚ୍’
ଭୁବନେଶ୍ୱର, ୧୮।୯ (ବ୍ୟୁରୋ): ସାଧାରଣ ମଧ୍ୟବିତ୍ତ ପରିବାର। ସବୁ ପରିବାର ପରି ଏଠାରେ ମଧ୍ୟ ସୁଖ, ଦୁଃଖ, ହସ ଲୁହ ରହିଛି। ସବୁକିଛି ଠିକ୍ ଠାକ ଚାଲିଥିବାବେଳେ ହଠାତ୍ ପରିବାରର ମୁଖ୍ୟ କରୋନାରେ ଆକ୍ରାନ୍ତ ହୁଅନ୍ତି। ଚିକିତ୍ସା ପାଇଁ ତାଙ୍କୁ...
୩ଦିନ ହେଲାଣି ଟ୍ରାଙ୍କୁଲାଇଜ୍ ସଫଳ ହେଉନି
ଭୁବନେଶ୍ୱର,୧୮।୯(ବ୍ୟୁରୋ): ଚନ୍ଦକା ବନଖଣ୍ଡ ଅଞ୍ଚଳରେ ଉତ୍ପାତ କରୁଥିବା ତଥା ଜନବସତି ଆସି ଆତଙ୍କ ସୃଷ୍ଟି କରୁଥିବା ହାତୀଙ୍କ ଉପରେ ନଜର ରଖିବାକୁ ଲାଗିବ ରେଡିଓ କୋଲାର। ଏଥିପାଇଁ ବାଙ୍ଗାଲୋରସ୍ଥିତ ଏସିଆନ ଏଲିଫ୍ୟାଣ୍ଟ୍ ରିସର୍ଚ୍ଚ ସେଣ୍ଟରରୁ ୬ଜଣିଆ ବିଶେଷଜ୍ଞ ଟିମ୍ ମଧ୍ୟ...
‘ଆଗାମୀ ୨୫ ବର୍ଷରେ ଯୁବଗୋଷ୍ଠୀ ହେବେ ଆତ୍ମନିର୍ଭର’
ଭୁବନେଶ୍ୱର,୧୮।୯(ବ୍ୟୁରୋ): ଆଗାମୀ ଦିନରେ ଦେଶରେ ଉତ୍ପାଦନ ଏବଂ ଅର୍ଥନୀତିକୁ ବଢ଼ାଇବା ପାଇଁ ଦେଶର ଯୁବତୀଯୁବକଙ୍କୁ ସ୍କିଲ୍ ମାଧ୍ୟମରେ ସ୍ବାବଲମ୍ବୀ କରାଯିବ। ଏହି ପୃଷ୍ଠଭୂମିରେ ସେମାନଙ୍କୁ ଆତ୍ମନିର୍ଭର କରିବା ଅମୃତ ମହୋତ୍ସବର ଅମୃତବିନ୍ଦୁ। ସ୍ବାଧୀନତାର ୧୦୦ ବର୍ଷ ପୂରଣ କରିବା ତଥା...
ବିଜୟଙ୍କ ନଁ।ରେ ଓଡ଼ିଶାରେ ଜମି, ହୋଟେଲ, ଫାର୍ମହାଉସ୍
ଭୁବନେଶ୍ୱର,୧୮।୯(ବ୍ୟୁରୋ): ବହୁ କୋଟି ଟଙ୍କାର ଓ୍ବେଲ୍ଫେୟାର ଚିଟ୍ପଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇ ୩ ଦିନିଆ ରିମାଣ୍ଡରେ ଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ମାଲ୍ଲା ବିଜୟ ପ୍ରସାଦଙ୍କ ଓଡ଼ିଶା ଲିଙ୍କ୍ର ଗୁମର ଫିଟିବାରେ ଲାଗିଛି। କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲ୍ୟୁ ତାଙ୍କୁ...
ପ୍ରଥମ ଡୋଜ୍ ଟିକାକରଣ ୨କୋଟି ଟପିଲା
ଭୁବନେଶ୍ୱର୧୮।୯,(ବ୍ୟୁରୋ): ରାଜ୍ୟରେ ଟିକାକରଣକୁ ତ୍ୱରାନ୍ବିତ କରାଯାଇଛି। ଦିନକୁ ୩ଲକ୍ଷରୁ ଊର୍ଦ୍ଧ୍ୱ ଡୋଜ୍ ଟିକା ଦିଆଯାଉଛି। ଫଳରେ ଶୁକ୍ରବାର ଟିକାକରଣରେ ଆଉଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା। ୨କୋଟିରୁ ଊର୍ଦ୍ଧ୍ୱ ଲୋକ ପ୍ରଥମ ଡୋଜ୍ ନେଇସାରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...
ମେଢ଼ ଖୋଜୁଛି ମଣ୍ଡପ
ବଅଁରପାଳ,୧୮ା୯(ଡି.ଏନ.ଏ.) ପୂଜା ପାଇଲେ ଦେବଶିଳ୍ପୀ। ରୀନିନୀତି ଅନୁଯାୟୀ କରାଗଲା ଆବାହନ। ହେଲେ ନା’ ଦୂରକୁ ଶୁଭିଲା ପଣ୍ଡିତଙ୍କ ମନ୍ତ୍ରପାଠ ନା’ ଉତ୍ସବମୁଖର ହେଲା ନାଲ୍କୋନଗର। ପୂଜା କେଉଁଠି ହେଲା, କେମିତି ହେଲା, ତାହା ଜାଣିପାରିଲେନି ଅଞ୍ଚଳବାସୀ। କୋଭିଡ୍ କାଳ ହୋଇ...
ଖଣି ପାଇଁ ଉଜୁଡ଼ିବ ୬୦୦ ହେକ୍ଟର ଜଙ୍ଗଲ
ଭୁବନେଶ୍ୱର,୧୮।୯(ବ୍ୟୁରୋ): ବିକାଶ ନାଁରେ ରାଜ୍ୟରେ ଛାରଖାର ହୋଇଯାଉଛି ଜଙ୍ଗଲ ସମ୍ପଦ। ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକଳ୍ପ ସକାଶେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିଣତ କରିବା କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ବିଭିନ୍ନ ପ୍ରକଳ୍ପ ପାଇଁ ଗତ କିଛି ବର୍ଷ...
୩ ମାସ ଗୁରୁତ୍ୱପୂର୍ଣ୍ଣ: ଡିଏମ୍ଇଟି
ଭୁବନେଶ୍ୱର,୧୮।୯(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣ ଋତୁ। ୩ ମାସ ଦୋକାନ ବଜାରରେ ଲୋକଙ୍କ ଭିଡ଼ ଅଧିକ ହେବ। ତେଣୁ ଏହି ସମୟରେ ପୁଣିଥରେ ସଂକ୍ରମଣ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ତେଣୁ ଏହି ୩ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ...
ଷ୍ଟେଟ୍ ସ୍କେଲ୍ ଅଧ୍ୟାପକ ଆଇଏଏସ୍ ଅଫିସର ହେବେ
ଭୁବନେଶ୍ୱର,୧୮ା୯(ବ୍ୟୁରୋ): ରାଜ୍ୟ ହାର ଦରମାପ୍ରାପ୍ତ(ଷ୍ଟେଟସ୍ ସ୍କେଲ୍ ଅଫ୍ ପେ) ଅଧ୍ୟାପକମାନେ ଆଇଏଏସ୍ ଅଫିସର ର଼୍ୟାଙ୍କ୍କୁ ପଦୋନ୍ନତି ପାଇବେ। ଓଡ଼ିଶା ଶିକ୍ଷା ସେବା(ଓଇଏସ୍)କୁ ନନ୍ ଷ୍ଟେଟ ସିଭିଲ ସର୍ଭିସ ତାଲିକାରେ ସାମିଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ...
ଲଗାଣ ବର୍ଷା: ୨୫ ଗାଁ ପାଣିଘେରରେ
ଆରଡ଼ି,୧୭।୯(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ, ସୁନ୍ଦରପୁର, ଆରଡ଼ି, ନାନ୍ଦପୁର ଆଦି ପଞ୍ଚାୟତର ୨୫ ଗାଁ ପ୍ରଭାବିତ ହୋଇଛି। ଓଳଗ...
ମୋଦିଙ୍କୁ ଉପହାର ଦେଲେ ଓଡ଼ିଆ ଝିଅ
ଭୁବନେଶ୍ୱର,୧୭।୯: ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଅବସରରେ ଓଡ଼ିଶାର ଚିତ୍ରଶିଳ୍ପୀ ପ୍ରିୟଙ୍କା ଭେଟି ଦେଇଛନ୍ତି ଏକ ନିଆରା ଉପହାର। ସେ ୮ ଫୁଟ ଉଚ୍ଚତା ଓ ୪ ଫୁଟ୍ ଓସାରରେ ମୋଦିଙ୍କର ଏକ ଚିତ୍ର ଆଙ୍କିଛନ୍ତି। ସେହି ଚିତ୍ରରେ...
ନିଶା ଖାଇ ହଇରାଣ କରୁଥିଲେ, ମାରିକି ପୋତିଦେଲେ ବାପା
ଫୁଲବାଣୀ ଅଫିସ,/ବାଲିଗୁଡ଼ା(ଡି.ଏନ୍.ଏ.)୧୭।୯: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ୨ଟି ହତ୍ୟାକାଣ୍ଡ ଘଟିଛି। ଗୁରୁବାର ରେବିଙ୍ଗିଆ ଗ୍ରାମର ବ୍ୟବସାୟୀ ନବଘନ ସାହୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ତାଙ୍କ ପଡ଼ୋଶୀ ଭୀମ ବେହେରାଙ୍କୁ ଶୁକ୍ରବାର ଗିରଫ...
Archives


