ସମୁଦ୍ର ତଟାଞ୍ଚଳରେ ୭ ନଦୀକୁ ସଂଯୋଗ କରାଯାଉ
କେନ୍ଦ୍ରାପଡ଼ା ଅଫିସ, ୧୭।୩: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଞ୍ଚଳର ଗୋବିନ୍ଦପୁର, ଡିମିରିପାଳ, ପେତପଡ଼ା, ସଂସିଧା, ଏରଡ଼ଙ୍ଗ, ଦେସାହି, ପାଳମୀ, କେତୁଆପାଳ ଆଦି ୧୦ ପଞ୍ଚାୟତକୁ କାଣୀ, ଖରସ୍ରୋତା, ବ୍ରାହ୍ମଣୀ ନଦୀ ଘେରି ରହିଛି। ବାଳକାଟୀ, କୋଳଢ଼ିହ ଓ ମହୁ ଗ୍ରାମକୁ…
ଅସୁରକ୍ଷିତ ଜଙ୍ଗଲ ସମ୍ପଦ: ଜବରଦଖଲକାରୀଙ୍କ କବ୍ଜାରେ ୩୩ ହଜାର ହେକ୍ଟର
ଭୁବନେଶ୍ୱର,୧୭ା୩(ବ୍ୟୁରୋ): ରାଜ୍ୟରେ ବହୁମୂଲ୍ୟ ଜଙ୍ଗଲ ସମ୍ପଦ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଉଛି। ଦୀର୍ଘ ବର୍ଷ ପରେ ମଧ୍ୟ ସେହି ଜମି ସରକାରଙ୍କ ନିକଟକୁ ଫେରିପାରୁ ନାହିଁ। ଜଙ୍ଗଲ ଜମି କବ୍ଜା କରିବାରେ ସମଗ୍ର ଦେଶରେ ଓଡ଼ିଶା ୫ମ ସ୍ଥାନରେ ରହିଛି। ରାଜ୍ୟର ୩୩…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧୧ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୬ା୩(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୭,୦୪୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଏବେଠୁ ରାଜ୍ୟରେ ପାରଦ ଉପରମୁହାଁ: ୪୦ ଡିଗ୍ରୀ ଉପରେ ୩ ସହର
ଭୁବନେଶ୍ୱର,୧୬ା୩(ବ୍ୟୁରୋ)-ରାଜ୍ୟରେ ଆରମ୍ଭ ହୋଇଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଦିନକୁ ଦିନ ତାପମାତ୍ରା ବୃଦ୍ଧି ସହିତ ପ୍ରବଳ ଉତ୍ତାପ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ବୁଧବାର ରାଜ୍ୟର ୩ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ…
ଏପ୍ରିଲ ୪ରୁ ସକାଳୁଆ କୋର୍ଟ; ଜାଣନ୍ତୁ କେଉଁଠି ହେବନାହିଁ ଲାଗୁ
କଟକ ଅଫିସ,୧୬।୩: ଏପ୍ରିଲ ୪ ତାରିଖରୁ ସକାଳୁଆ ହେବ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ। ବିଭିନ୍ନ ମାମଲାର ଶୁଣାଣି ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହେବ। କୋର୍ଟ…
ଇସ୍ତଫା ଦେବେ କି ନିରଞ୍ଜନ!
ଭୁବନେଶ୍ୱର,୧୬ା୩(ବ୍ୟୁରୋ): କଂଗ୍ରେସ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଅମାନତ ହାରିବା ପରେ ଆକ୍ସନ ମୋଡ୍କୁ ଆସିଛି ଏଆଇସିସି। ଏହି ରାଜ୍ୟଗୁଡ଼ିକର ସଭାପତିମାନେ ଇସ୍ତଫା ଦେବାକୁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଜାବ ପିସିସି ସଭାପତି ନବଜ୍ୟୋତି ସିଂ ସିଦ୍ଧୁ ଇସ୍ତଫା ଦେଇ…
ଦାୟିତ୍ୱ ଗ୍ରହଣ କଲେ ନବନିର୍ବାଚିତ ସରପଞ୍ଚ
କେସିଙ୍ଗା,୧୬ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପିଇଓ ଉଗ୍ରସେନ ଗୌଡ଼ଙ୍କ ଉପସ୍ଥିତିରେ ଝରଣା ବାଗ ବୁଧବାର ସରପଞ୍ଚ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ସରପଞ୍ଚ ହେମନ୍ତ ନାଗ୍ଙ୍କଠାରୁ ନୂଆ ସରପଞ୍ଚ ଝରଣା ବାଗ୍ ଦାୟିତ୍ୱ ନେଇଛନ୍ତି।…
ଆଉ ୬ ଅଧିକାରୀଙ୍କୁ ବିଦା କଲେ ରାଜ୍ୟ ସରକାର
ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟ ସରକାର ଆଉ ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। କଠୋର କାର୍ଯ୍ୟାନୁଷ୍ଠାନସ୍ବରୂପ ବିଦା ହୋଇଥିବା ଅଧିକାରୀଙ୍କ ମଧ୍ୟରେ ୩ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର ଅଛନ୍ତି। ସୂଚନାନୁଯାୟୀ, ନିର୍ବାହୀ ଯନ୍ତ୍ରୀ ସରୋଜ ଦାସ, ଦୟାନିଧି…
ଆକ୍ସନ ମୋଡରେ ବିଜେଡି: ୨ ନେତାଙ୍କୁ ଦଳରୁ ବିଦାକଲେ ସୁପ୍ରିମୋ
ଭୁବନେଶ୍ୱର,୧୬।୩(ବ୍ୟୁରୋ): ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଠମଲ୍ଲିକ ଏନଏସ୍ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଏ ନେଇ…
ପୁରୀରେ ସେବାୟତଙ୍କୁ ହତ୍ୟା
ପୁରୀ ଅଫିସ, ୧୬।୩ : ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୁରୀ ବାରବାଟୀ ନିକଟରେ ଗୁଳି କରାଯାଇଥିବା ଜଣାପଡିଛି। ଗୁଳି କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଦୁବୃର୍ତ୍ତ। ତେବେ ଗୁରୁତର…
ଆଜି ନକଲି ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ
ଭୁବନେଶ୍ୱର,୧୬।୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ବୁଧବାର ପଲିଗ୍ରାଫ ଟେଷ୍ଟ ହେବ । ପୋଲିସ ବିଭିନ୍ନ ଦିଗକୁ ନେଇ ସ୍ବତନ୍ତ୍ର ପ୍ରଶ୍ନ ତିଆରି କରିଛି । ସେ କିଭଳି ଠକେଇ କରୁଥିଲେ? ଏ ନେଇ ପରିବାର ଛଡ଼ା ଆଉ କେଉଁମାନେ ତାଙ୍କର…
ରାଜ୍ୟରେ ଆଜି ବି ୧୦୦ ତଳେ ପଜିଟିଭ ସଂଖ୍ୟା
ଭୁବନେଶ୍ୱର,୧୬।୩ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨ ଜଣ ପିଲା ଅଛନ୍ତି। ସେହିପରି ୪୫ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୫ ଜଣ ସ୍ଥାନୀୟ ସଂକ୍ରମିତ…
Archives


