ଡ୍ରେନ୍ ସମସ୍ୟାର ସମାଧାନ ନାହିଁ
ଅନୁଗୋଳ ଅଫିସ,୧୮ା୩- ଅନେକଥର ପୌର ନିର୍ବାଚନ ହେଲାଣି। କେତେ କାଉନସିଲରଙ୍କ କାର୍ଯ୍ୟକାଳ ସରିଲାଣି। ହେଲେ ଅନୁଗୋଳ ପୌର ପରିଷଦର ୧୯ନଂ. ଓ୍ବାର୍ଡ ଏବେ ବି ଅବହେଳିତ ଅବସ୍ଥାରେ ପଡ଼ିଛି। ପ୍ରମୁଖ ସମସ୍ୟା କୁହାଯାଉଥିବା ଡ୍ରେନ୍ ବ୍ୟବସ୍ଥାକୁ ଆଦୌ ଗୁରୁତ୍ୱ ଦିଆଯାଉ ନାହିଁ।…
ଦୋଳରେ ଦୁଲୁକାଇବ ଦୁଲ୍ଦୁଲ
ଖମାର,୧୮ା୩(ଡି.ଏନ.ଏ.) ୨ବର୍ଷ ହେଲା କୋଭିଡ୍ କାରଣରୁ ଦୋଳ ଓ ହୋଲି ପର୍ବ ଫିକା ପଡ଼ିଯାଇଥିଲା। ହେଲେ ଏବେ ସ୍ଥିତି ନିୟନ୍ତ୍ରଣରେ ଥିବାରୁ ଚଳିତବର୍ଷ ଧୁମ୍ଧାମରେ ଦୋଳ ଉତ୍ସବ ପାଳନ ହେବ। ସମ୍ବଲପୁରୀ ଲୋକବାଦ୍ୟ ଦୁଲ୍ଦୁଲିରେ କମ୍ପିବ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକର…
ଖସୁଛି କରୋନା ଗ୍ରାଫ୍, ଆଜି ୭୯ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୮ା୩(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୦୩୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୪୬ ଜଣ ଚିହ୍ନଟ ହୋଇଥିବା…
ଇଭିଏମ୍ରେ ଲାଗୁଛି ପ୍ରାର୍ଥୀଙ୍କ ନାମ, ଦଳ, ଚିହ୍ନ
ଭୁବନେଶ୍ୱର,୧୮।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଗୁରୁବାରଠାରୁ କମଶନିଂ ଆରମ୍ଭ ହୋଇଛି। ଖୋର୍ଦ୍ଧାରୁ ଇଭିଏମ୍ ଆସିବା ପରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଷ୍ଟ୍ରଙ୍ଗ୍ରୁମ୍ରେ କଡ଼ା ସୁରକ୍ଷାରେ ଏହାକୁ ରଖାଯାଇଥିଲା। ପ୍ରଥମ…
ଖଣି ମାଫିଆଙ୍କ ସହ ତହସିଲଦାରଙ୍କ ସମ୍ପୃକ୍ତି ଅଭିଯୋଗ
ଖୋର୍ଦ୍ଧା ଅଫିସ/ଜଟଣୀ, ୧୮ା୩(ଡି.ଏନ୍.ଏ.): ଲଘୁ ଖଣିଜ ସମ୍ପଦ ଚୋରାଚାଲାଣରେ ମାଫିଆଙ୍କ ସହ ଅର୍ଥ କାରବାର ସମ୍ପୃକ୍ତି ନେଇ ଖୋର୍ଦ୍ଧା ଜିଲା ଜଟଣୀ ତହସିଲରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ପ୍ରୋଗ୍ରାମ ସର୍ଭରଙ୍କୁ ବୁଧବାର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଲମ୍ବନ…
ଆଜି ଦୋଳ ପୂର୍ଣ୍ଣିମା, ଗାଁଠୁ ସହର ଯାଏ ଉତ୍ସବମୁଖର
ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଆଜି ଦୋଳ ପୂର୍ଣ୍ଣିମା। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ଘଟିବ। ବିମାନରେ ସଜ୍ଜିତ ହୋଇ ଗାଁ ଗାଁ ସାହି ସାହି ବୁଲି ଭୋଗ ଖାଇବେ ଦୋଳଗୋବିନ୍ଦ। ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁ ଫିକା ପଡ଼ିଥିଲା…
ପୂର୍ବ ଅବ୍ୟବସ୍ଥାକୁ ଭୁଲିଛନ୍ତି ଭୋଟର
ଯାଜପୁର ରୋଡ,୧୮ା୩(ଡି.ଏନ.ଏ.): ଭୋଟ ସରିଲେ ବିଜୟୀ ନେତା ଯେମିତି ତାଙ୍କ ପ୍ରତିଶ୍ରୁତି ଭୁଲି ଯାଇଥାନ୍ତି ସେମିତି ଭୋଟ ଆସିଲେ ଭୋଟର ମଧ୍ୟ ସହରର ପୂର୍ବ ଅବ୍ୟବସ୍ଥାକୁ ଭୁଲି ଯାଉଛନ୍ତି ବୋଲି ବ୍ୟାସନଗର ପୌର ନିର୍ବାଚନ ବେଳେ ଚର୍ଚ୍ଚା ଜୋର ଧରିଛି। ଏହି…
ମିଲରଙ୍କ ମାଡ଼ରେ ଚାଷୀ ଗୁରୁତର
ମହାକାଳପଡ଼ା,୧୮ା୩ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ସେବା ସମବାୟ ସମିତିରେ ଜଣେ ଚାଷୀ ଗୁରୁବାର ଧାନ ବିକ୍ରି କରିବାକୁ ଯାଇ ମିଲରଙ୍କ ମାଡ଼ର ଶିକାର ହୋଇ ଗୁରୁତର ହୋଇ ପଡିଛନ୍ତି। ସେ ଏବେ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ…
ଜମି ଦେବାକୁ କହି କୋଟିଏରୁ ଊର୍ଦ୍ଧ୍ୱ ଠକେଇ: ଅଭିଯୁକ୍ତ ରଶ୍ମିରଞ୍ଜନଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର,୧୮।୩(ବ୍ୟୁରୋ): ଜଣେ ପେସାଦାର ଠକଙ୍କୁ କ୍ରାଇମବ୍ରାଞ୍ଚର ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେ ହେଲେ ରଶ୍ମିରଞ୍ଜନ ଦାସ। ସେ ନିଜକୁ ଆର୍ଡି ଗ୍ରୁପ୍ ଅଫ୍ କମ୍ପାନୀର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କଠାରୁ ଜମି ଦେବା ବାହାନାରେ…
ଉପକୂଳରୁ ଉପାନ୍ତ ସବୁଠି ତାତି
ଭୁବନେଶ୍ୱର, ୧୮।୩(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମରେ ଉତ୍ତପ୍ତ ହୋଇଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ ଦେଖାଦେଇଛି। ଗତ ୨-୩ ଦିନ ହେବ ପାରଦ ଉପରମୁହଁା ହୋଇଥିବାବେଳେ ଅସହ୍ୟ ଝାଞ୍ଜି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଦିନ ୧୧ଟା ପରେ ବାହାରେ…
ନିଆଁରେ ପୋଡ଼ି ୨ ମୃତ, ୩ ଗୁରୁତର
ରାୟଗଡ଼ା ଅଫିସ,୧୮ା୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ଅଞ୍ଚଳରେ ଗୁରୁବାର ଘରେ ନିଆଁ ଲାଗି ଗୋଟିଏ ପରିବାରର ୫ ଜଣ ପୋଡ଼ିହୋଇ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଆଜି ପରିବାରର ମୁଖ୍ୟ ଦୟାନିଧି ବେହେରା ଏବଂ ମା’…
ଆଶ୍ରମ ଭିତରେ ଅନ୍ତରଙ୍ଗ ଭିଡିଓ ଭାଇରାଲ
ଭୁବନେଶ୍ୱର,୧୮।୩ (ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ ଓ ନିର୍ଯାତନା ପରେ ହତ୍ୟା କରି ପୋତି ଦିଆଯିବା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାନସଙ୍କୁ ଚାନ୍ଦବାଲିରୁ…
Archives


