ରାଜ୍ୟ

‘ସାହିତ୍ୟର ମୌଳିକତା ଫେସ୍‌ବୁକ୍‌ ନଷ୍ଟ ନ କରୁ’

କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ କବି ଡିଲେଶ୍ୱର ରଣା ମନୋନୀତ ହୋଇଛନ୍ତି। କଳାହାଣ୍ଡି ଜିଲା ଧଅଁରାମାଲ ଗ୍ରାମରେ ଜନ୍ମିତ ଡିଲେଶ୍ୱର ସ୍ବରଚିତ ପୁସ୍ତକ ‘ସେଁର୍‌ରା’ ନିମନ୍ତେ ଏହି ପୁରସ୍କାର ପାଇବେ। ସମ୍ପ୍ରତି ସେ ଭବାନୀପାଟଣାସ୍ଥିତ କୁଟେନପଦର ପ୍ରାଥମିକ...

୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର, ୧୮।୧୨(ଅନୁରାଧା ମହାରଣା): ରାଜ୍ୟରେ ଶୀତ ଲହରି ଜାରି ରହିଛି। ଧୀରେ ଧୀରେ ଥଣ୍ଡା ବଢୁଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। କନ୍ଧମାଳ ଜିଲାରେ ଥଣ୍ଡାର ସର୍ବାଧିକ...

ମାଗଣା ସିଭିଲ ସର୍ଭିସ କୋଚିଂ ଭେଳିକି

ଭୁବନେଶ୍ୱର,୧୮।୧୨(ଅସମାପିକା ସାହୁ): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ପରୀକ୍ଷାରେ ଓଡ଼ିଆ ଛାତ୍ରୀଛାତ୍ରଙ୍କ ହାର କମ୍‌ ରହୁଛି। ଏଥିରେ କିପରି ଅଧିକରୁ ଅଧିକ କୃତକାର୍ଯ୍ୟ ହାସଲ କରିବେ ସେଥିପାଇଁ ରାଜ୍ୟ ସରକାର କଲେଜରୁ ଆଇଏଏସ୍‌ କୋଚିଂ ଦେବା ପାଇଁ ଯୋଜନା କରିଛନ୍ତି। ଆସନ୍ତା...

ଝାଡ଼ାବାନ୍ତି: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ରାଉରକେଲା,୧୭।୧୨(ସଙ୍ଗୀତା ଜେନା): ରାଉରକେଲାରେ ଝାଡ଼ାବାନ୍ତି ପ୍ରକୋପ କ୍ରମଶଃ ବଢ଼ିବାରେ ଲାଗିଛି। ଝାଡ଼ାବାନ୍ତିରେ ପୂର୍ବରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ହୋଟେଲ ବ୍ୟବସାୟୀ ପ୍ରଣବ ସ୍ବାଇଁ, ଏମ୍‌ଡି. ଅସଲମ୍‌ ଏବଂ...

ମେଡିକାଲ ୱାର୍ଡରୁ ରକ୍ତ ସଂଗ୍ରହ କିଟ୍‌ ଧରି ଦଉଡ଼ିଲା କୁକୁର

ପୁରୀ,୧୭।୧୨: ପୁରୀ ଜିଲା ହସ୍ପିଟାଲରେ ଦିନକୁ ଦିନ ବଢୁଛି ବୁଲା କୁକୁରଙ୍କ ପ୍ରାଦୁର୍ଭାବ। କୁକୁର ମେଡିକାଲରେ ଅବାଧରେ ପଶି ବେଡ୍‌ରେ ଶୋଉଛନ୍ତି। ଏପରିକି ଏକ କୁକୁର ମେଡିକାଲ ୱାର୍ଡରୁ ରକ୍ତ ସଂଗ୍ରହ କିଟ୍‌ ଧରି ଦଉଡ଼ିବା ଘଟଣା ଏବେ ସାମ୍ନାକୁ...

ସୁନ୍ଦରଗଡ ସଡକ ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭/୧୨: ରବିବାର ସୁନ୍ଦରଗଡ ଜିଲାର ଟାଙ୍ଗର ମୁଣ୍ଡା ନିକଟରେ ଏକ ସଡକ ଦୁର୍ଘଟଣାରେ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ...

ନାବାଳିକା ଯାଆଁଳା ଶିଶୁ ଜନ୍ମ ମାମଲା: ଧରାପଡ଼ିଲେ ନାବାଳକ ପ୍ରେମିକ

କେନ୍ଦୁଝର,୧୭।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ରବିବାର ଅଭିଯୁକ୍ତ ନାବାଳକଙ୍କୁ ଧରିଛି। ନାବାଳିକା ଜଣକ ଗର୍ଭବତୀ ହୋଇ ଯାଆଁଳା ଶିଶୁ ଜନ୍ମ ଦେବା ପରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଘଟଣା ସ୍ଥଳରେ ୨ ମୃତ

ବେହେରା,୧୭/୧୨ (ଭୂପେଶ ତିୱାରୀ/କୋକସରା, (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବେହେରା ଖପରାମାଲ ରାସ୍ତାରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଦୁଇ ଜଣଙ୍କ ଘଟଣା...

ଏଟିଏମ୍‌ କାଟି ନେଇଗଲେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ପାଟଣାଗଡ଼,୧୭।୧୨: ବଲାଙ୍ଗୀର ଜିଲା ପାଟଣାଗଡ଼ ସରମୁହାଣ ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। କେତେକ ଦୁର୍ବୃତ୍ତ ଏଟିଏମ୍‌ କାଉଣ୍ଟରକୁ କଟର ମେଶିନରେ କାଟି ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଖବର ପାଇ...

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ୩୦୦ ମିଟର ଘୋଷାଡ଼ିଲେ

ଦଶମନ୍ତପୁର, ୧୭।୧୨( ଅରବିନ୍ଦ ନାୟକ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡ଼ା ପଞ୍ଚାୟତ ପଦାବାଗ୍ରୀ ଗ୍ରାମରେ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଜୟ ଜାନୀ(୬୦)। ମୃତକଙ୍କୁ ଟାଙ୍ଗିଆରେ ହାଣିବା ପରେ ତାଙ୍କୁ ପ୍ରାୟ...

ଜିଏନ୍‌ଏମ୍‌ ପ୍ରଶ୍ନପତ୍ର ଲିକ୍‌: ବନ୍ଦ ହେଲା ପରୀକ୍ଷା

ହାଟଡିହୀ,୧୭।୧୨(ଶୁଭକାନ୍ତ ନାୟକ): ରାଜ୍ୟରେ ଓଡ଼ିଶା ନର୍ସେସ ଆଣ୍ଡ ମିଡ୍‌ୱାଇଭସ୍‌ ଏଗ୍‌ଜାମିନେଶନ ବୋର୍ଡ(ଓଏନ୍‌ଏମ୍‌ଇବି) ପକ୍ଷରୁ ଗତ ୧୧।୧୨।୨୦୨୩ରୁ ପରୀକ୍ଷା ଆରମ୍ଭ ହୋଇ ୧୯।୧୨।୨୦୨୩ରେ ଶେଷ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା l ଏନେଇ ବୋର୍ଡ ପକ୍ଷରୁ ୧୮।୮।୨୦୨୩ ତାରିଖରେ ଏଏନ୍‌ଏମ୍‌...

ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା, ହାଇୱା ଧକ୍କାରେ ୫ମୃତ

ସୁନ୍ଦରଗଡ଼, ୧୭ା୧୨: ସୁନ୍ଦରଗଡ଼ ସଦର ଥାନା ତେଲେନଡିହିରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ଉପରେ ହାଇୱା ମାଡିଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri