ଭଞ୍ଜନଗରରେ ଝଡ ତୋଫାନ ସହ ପ୍ରବଳ ବର୍ଷା: ଭାଙ୍ଗିଲା ଗଛ ବିଦ୍ୟୁତ୍ ସେବା ବ୍ୟାହତ
ଭଞ୍ଜନଗର,୨୮।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ୧ ଟା ରୁ ୪ ଟା ପର୍ଯ୍ୟନ୍ତ ଝଡ଼ତୋଫାନ ସହ ମଝିରେ ମଝିରେ ତୁହାକୁ ତୁହା ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ…
ନିର୍ବାଚନ ବେଳେ କିଏ କାଢ଼ିଥିଲେ ବିଜୁଙ୍କ ଫୋଟ: କହୁକହୁ କହିଦେଲ…
ଭୁବନେଶ୍ୱର,୨୮।୪: ବର୍ଷିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର। ସେ କହିଛନ୍ତି, ବିଜୁ ବାବୁଙ୍କ ନାଁକୁ ବୁଡ଼ାଇକି ଦଳ ରଖିଲେ ଆମେ ରହିପାରିବୁନି। ନିର୍ବାଚନ ବେଳେ ବିଜୁ ବାବୁଙ୍କ ଫୋଟ ଯିଏ କାଢ଼ିଛି ସିଏ ସେ ଫଳ ପାଇଛି। ଅନ୍ୟପକ୍ଷେ ସେ…
ମଧୁବାବୁଙ୍କ ଜୟନ୍ତୀରେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ଉପକୃତ ହେବେ ଏମାନେ…
କେନ୍ଦୁଝର,୨୭।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଉଚ୍ଚବାଲି ଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରୀଡ…
ପୁଅର ନୃଶଂସ କାଣ୍ଡ: ବାପାଙ୍କୁ ଠେଙ୍ଗାରେ ପିଟିପିଟି କଲେ ହତ୍ୟା, ଅଳ୍ପକେ ବଞ୍ଚିଲେ ମାଆ, ଅଞ୍ଚଳରେ ଚାଞ୍ଚଲ୍ୟ
ଟେନ୍ସା,୨୮।୪(ସମୀର କୁମାର ପାଢୀ): ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ପୁଅ, ଅଳ୍ପକେ ବଞ୍ଚିଲେ ମାଆ। ଏଭଳି ଏକ ନୃଶଂସ କାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲା କୋଇଡା ବ୍ଳକ କଦମଡ଼ିହି ଗ୍ରାମରେ। ଏହି ଖବର ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଛି ।…
କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମଧୁବାବୁଙ୍କ ଆଦର୍ଶରେ ଗଢ଼ାହେବ…
କେନ୍ଦୁଝର,୨୭।୪ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଓଡ଼ିଆ ଜାତିର ଅସ୍ମିତା, ସ୍ବାଭିମାନ ଓ ସଂକଳ୍ପର ମୂର୍ତ୍ତିମନ୍ତ ପ୍ରତୀକ ‘ଉତ୍କଳ ଗୌରବ’ ମଧୁସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରଠାରେ ଆୟୋଜିତ ଏକ ସ୍ବତନ୍ତ୍ର…
ଦିଗପହଣ୍ଡିରେ ଆଇନଜୀବୀ ଦିବସ ପାଳିତ, ସାମୁହିକ ସମସ୍ଯାର ସମାଧାନ…
ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ ତମ ଜନ୍ମ ଜୟନ୍ତୀ ଏବଂ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଓକିଲ ସଂଘ ସଭାଗୃହରେ ପ୍ରଥମେ ମଧୁବାବୁଙ୍କ ଫଟୋ ଚିତ୍ରରେ…
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ରାଜ୍ୟରେ ଖୋଲିବ…
ଭୁବନେଶ୍ୱର,୨୮।୪: ରାଜ୍ୟରେ ଖୁବଶୀଘ୍ର ହିଟ୍ ୱେଭ ସେଣ୍ଟର ଖୋଲିବେ ସରକାର ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଆଗକୁ ଗ୍ରୀଷ୍ମ ପ୍ରଭାବ ବଢ଼ିବ, ହିଟ ୱେଭ ସେଣ୍ଟର ଖୋଲିବାର ଅଛି। ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ଭଳି ଏହା…
ଗାଁରେ ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ, ଧାରୁଆ ଅସ୍ତ୍ରରେ ହାଣିଲେ ମଦ ବ୍ୟବସାୟୀ
ବୌଦ୍ଧ,୨୮।୪( ଅଜିତ କୁମାର ବାରିକ): ବୌଦ୍ଧ ଥାନା ବାଘପଳି ଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ । ଗଣ୍ଡଗୋଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ, ବାଘପାଲି ଗ୍ରାମର ଦୀନବନ୍ଧୁ ମେହେର ଚୋରାରେ ଗ୍ରାମରେ ମଦ ବିକ୍ରି କରୁଥିବା…
ଗୋ ସମ୍ମାନ ଦିବସ: ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର, ଗୋମାତାଙ୍କୁ ରାଷ୍ଟ୍ରମାତା ମାନ୍ୟତା ….
ବଲାଙ୍ଗୀର,୨୮।୪(ସୁନିଲ କୁମାର ମହାନ୍ତି): ସୋମବାର ବଲାଙ୍ଗୀର ସହରରେ “ଗୋ ସମ୍ମାନ ଆହ୍ୱାନ ଅଭିଯାନ” ଓ “ଗୋ ସମ୍ମାନ ଦିବସ ” କାର୍ଯ୍ୟକ୍ରମ ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ବଲାଙ୍ଗୀର ସହର ସମଲେଶ୍ୱରୀ ମନ୍ଦିର ଛକ ଠାରୁ ଆରମ୍ଭ ହୋଇଥିବା ଏହି…
ଆଜିଠୁ କାଳବୈଶାଖୀ: ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର, ୨୮।୪ (ବନ୍ଦନା ସେଠୀ)- ଗତ କିଛିଦିନ ଧରି ଅସହ୍ୟ ଗରମରେ ସିଝୁଥିବା ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି। ଲଗାତାର ଦୁଇ ସପ୍ତାହ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରକୋପ ପରେ ମଙ୍ଗଳବାରଠାରୁ ରାଜ୍ୟରେ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିବା ନେଇ ବିଭାଗ…
ବୃଦ୍ଧଙ୍କୁ ଗଳା କାଟି ହତ୍ୟା, ଚା’ ପିଇବାକୁ ଯାଇ ଆଉ…
ଜୟପୁର,୨୮।୪(ପବନ ପାଣିଗ୍ରାହୀ): ବୃଦ୍ଧଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସଦର ଥାନା ଫାମ୍ପୁଣି ନିକଟସ୍ଥ କୁମୁଲିପୁଟ ଗାଁରେ । ମୃତ ବୃଦ୍ଧଙ୍କ ନାମ ରଘୁନାଥ ଗୌଡ଼ ବୋଲି ଜଣପଡିଛି । ସୂଚନା ଅନୁସାରେ,…
୩ଜଣଙ୍କୁ ଗିରଫ କରିଥିଲା କୋଟିଆ ପୋଲିସ, ବେଲ୍ କରାଇଲେ ଆନ୍ଧ୍ର ଆଇନଜୀବୀ
ପଟ୍ଟାଙ୍ଗି,୨୮।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନ କୋଟିଆ ପଞ୍ଚାୟତର ଉପର ସେମ୍ବି ଗ୍ରାମର ତିନି ବ୍ୟକ୍ତିଙ୍କୁ ଓଡ଼ିଶା ପକ୍ଷରୁ କୋଟିଆ ପୋଲିସ ଦ୍ୱାରା ଗିରଫ କରା ଯାଇଥିଲା । ତେବେ ସୋମବାର ଆନ୍ଧ୍ର ରାଜ୍ୟର ଟିଡିପି ଦଳର…

