ଓଡ଼ିଆ ପୁଅ ଅମିତ ନେବେ ହକି ଟିମ୍ର ନେତୃତ୍ୱ
ଭୁବନେଶ୍ୱର,୧୯।୫(ବ୍ୟୁରୋ): ଭାରତୀୟ ହକି ଟିମ୍ର ନେତୃତ୍ୱ ନେବେ ଓଡ଼ିଆ ପୁଅ ଅମିତ ରୋହିଦାସ। ଅଲିମ୍ପିକ୍ସରେ ଡିଫେଣ୍ଡର ଭାବେ ବ୍ରୋଞ୍ଜ ପଦକ ଜିତିଥିବା ରୋହିଦାସଙ୍କ ନେତୃତ୍ୱରେ ଭାରତ ୨୦୨୧-୨୨ ଏଫ୍ଆଇଏଚ୍ ପ୍ରୋ ଲିଗ୍ର ଶେଷ ଲେଗ ମ୍ୟାଚ୍ ଖେଳିବ। ତାଙ୍କ ନେତୃତ୍ୱରେ ଭାରତୀୟ…
ରାଜ୍ୟରୁ ସୁସ୍ଥ ହେଲେ ୧୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍ ୧୨ ଲକ୍ଷ ୭୯ ହଜାର୦୫୨ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏ ନେଇ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ଏବଂ ଲୋକ ସମ୍ପର୍କ ବିଭାଗ…
ପୂର୍ଣ୍ଣ ଦର୍ଶକରେ ବାରବାଟୀ ମ୍ୟାଚ୍
କଟକ ଅଫିସ,୧୯।୫: ପୂର୍ଣ୍ଣ ଦର୍ଶକୀୟ ’କ୍ଷମତାରେ ବାରବାଟୀ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ଏ ନେଇ ଗୁରୁବାର ବିସିସିଆଇ ପକ୍ଷରୁ ଅନୁମତି ମିଳିଛି। ଜୁନ୍ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ହେବ। କରୋନା ସଂକ୍ରମଣକୁ ନେଇ ବିସିସିଆଇ ପକ୍ଷରୁ ବାରବାଟୀ…
‘ଟମାଟୋ ଫ୍ଲୁ’କୁ ନେଇ ସ୍ବାସ୍ଥ୍ୟ ବିଭାଗ ସଜାଗ
ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟର କିଛି ସ୍ଥାନରେ ଶିଶୁମାନେ ଟମାଟୋ ଫ୍ଲୁରେ ସଂକ୍ରମିତ ହେଉଥିବା ସୂଚନା ମିଳିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇଛି। ଏନେଇ ପ୍ରତିକ୍ରିୟା ରଖି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଏହା ଏକ ଭାଇରାଲ ରୋଗ…
୨ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ, ଦିନକର ଦରମା ବନ୍ଦ
ଛତ୍ରପୁର,୧୯।୫(ଡି.ଏନ.ଏ.)-ସ୍କୁଲରେ ଅନୁପସ୍ଥିତ ରହିବା ନେଇ ଗଞ୍ଜାମ ଜିଲାର ୨ ଜଣ ସହକାରୀ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ଉକ୍ତ ୨ ଶିକ୍ଷକଙ୍କୁ ଭଞ୍ଜନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ସେମାନେ ହେଲେ ଭଞ୍ଜନଗର ବ୍ଳକ…
‘ଟମାଟୋ ଫ୍ଲୁ’ଏକ ଭାଇରାଲ ରୋଗ: ଜନସାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର,୧୯।୫(ବ୍ୟୁରୋ): ‘ଟମାଟୋ ଫ୍ଲୁ’ କୁ ନେଇ ଜନ ସାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏକ ଭାଇରାଲ ରୋଗ। ଏହି ରୋଗର ଲକ୍ଷଣ ହେଉଛି ପିଲା ଖାଇବେ ନାହିଁ,ବାନ୍ତି ହେବା ସହ ଦେହ ଯାକ…
ପାଇପ ବିଛାରେ ଦୁର୍ନୀତି, ଭିଜିଲାନ୍ସ ଡିଏସ୍ପିଙ୍କୁ ଭାଜପାର ଦାବିପତ୍ର
କେନ୍ଦୁଝର, ୧୯।୫(ସ୍ବ.ପ୍ର.): କେନ୍ଦୁଝର ସହରରେ ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ତଦନ୍ତ ପାଇଁ ଭାଜପା ପକ୍ଷରୁ ଭିଜିଲାନ୍ସ ୟୁନିଟରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସମେତ ପୌରଧ୍ୟକ୍ଷା…
ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ହେଲେ କେନ୍ଦୁଝର ଜିଲାପାଳ
କେନ୍ଦୁଝର,୧୯।୫(ସ୍ବ.ପ୍ର.): ଜାତୀୟ ଜନଜାତି କମିଶନଙ୍କ ପାଖରେ ହାଜର ହେଲେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ। କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଉପସ୍ଥିତିରେ ଗୁରୁବାର ଶୁଣାଣି ହୋଇଛି। ଆସନ୍ତା ଜୁନ ୨୮ରେ ମାମଲାରେ ହେବ ପରବର୍ତ୍ତୀ ଶୁଣାଣି ହେବା ପାଇଁ ଦିନ ଧାର୍ଯ୍ୟ…
ଏଥର ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା
ପୁରୀ ଅଫିସ,୧୯ା୫: ଏଥର ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ଭକ୍ତମାନେ ସିଧାସଳଖ ସ୍ନାନଯାତ୍ରାରେ ସାମିଲ ହେବେ। ଶ୍ରୀଜିଉଙ୍କ ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ଓ ବେଶ ପରେ ଦୁଇ ଘଣ୍ଟା ମଣ୍ଡପ…
ରେଭେନ୍ସା ଛାତ୍ରସଂଘ-କର୍ତ୍ତୃପକ୍ଷ ମୁହାଁମୁହିଁ
କଟକ ଅଫିସ,୧୯ା୫: ଗେଟ୍ ବିବାଦକୁ ନେଇ ରେଭେନ୍ସାରେ ଛାତ୍ରସଂଘ ଏବଂ କର୍ତ୍ତୃପକ୍ଷ ମୁହାଁମୁହିଁ ହୋଇଛନ୍ତି। ବହୁଥର ଆଲୋଚନା ପରେ କର୍ତ୍ତୃପକ୍ଷ ଦାବିକୁ ମାନି ନ ନେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ରସଂଘ। ବୁଧବାର ସନ୍ଧ୍ୟାରୁ ମହାବିଦ୍ୟାଳୟ ୨ ନଂ ମୁଖ୍ୟ ଫାଟକ…
ସ୍ବାମୀଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲେ ସ୍ତ୍ରୀ
କପ୍ତିପଦା,୧୯ା୫(ଡି.ଏନ୍.ଏ.): ପାରିବାରିକ କଳହରୁ ସ୍ବାମୀଙ୍କୁ କାଠଫାଳିଆରେ ପିଟିପିଟି ମାରି ଦେଇଛନ୍ତି ସ୍ତ୍ରୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଶରତ ଥାନା ଅନ୍ତର୍ଗତ ସିରିଆପାଳ ଗାଁରେ। ମୃତକ ଜଣକ ହେଲେ ଲାଦୁରା ସିଂ। ତେବେ ଘଟଣା ପରେ ସ୍ତ୍ରୀ…
ରାଜ୍ୟରେ ୧୨ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୯।୫: ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୭ଜଣ ରହିଥିବାବେଳେ ୫ଜଣ ଲୋକାଲ କେସ୍ ରହିଛି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ…
Archives


