ନୂଆଁଖାଇରେ ଉଦାହରଣ ପାଲଟିଲେ ଡାକ୍ତର ଦମ୍ପତି
ବରଗଡ଼ ଅଫିସ,୧ା୯: ଗୁରୁବାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ବର୍ତ୍ତମାନ ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା। ପୂର୍ବରୁ ସମଲେଶ୍ବରୀଙ୍କ ପୀଠରେ ପଣ୍ଡିତମାନଙ୍କ ଦ୍ବାରା ଲଗ୍ନ ନିର୍ଦ୍ଧାରିତ କରିଥିଲେ। ଏହା ପରଠୁ ଅଞ୍ଚଳରେ ଉତ୍ସବର ମାହୋଲ ଆରମ୍ଭ ହୋଇଥିଲା। ଘର…
ବନ୍ଦ କରିଦେଲେ ପ୍ରେସ୍ ବିଜ୍ଞପ୍ତି
ଭୁବନେଶ୍ବର,୧।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ଏବେ ଯେଉଁ ସ୍ଥିତିରେ ପହଞ୍ଚିଛି ତାହାର ବାସ୍ତବ ଚିତ୍ର କେହି ଦେଖିପାରୁନାହାନ୍ତି। ୨୦୧୭ ନଭେମ୍ବର ୧୪ ଶିଶୁଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି…
ସବୁ ପିଲାଙ୍କୁ ୫୦%-୫୦% ଆଧାରରେ ମାର୍କ ଦେଉ ସିବିଏସ୍ଇ
ଭୁବନେଶ୍ୱର, ୧।୯(ବ୍ୟୁରୋ): ଦଶମ ଟର୍ମ-୧ ଓ ଟର୍ମ ୨ର ମୂଲ୍ୟାୟନ ୫୦:୫୦ ପ୍ରତିଶତ ଆଧାରରେ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ସିବିଏସ୍ଇକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ସିବିଏସ୍ଇ ନିଜ ତରଫରୁ ସମସ୍ତ ଛାତ୍ରୀଛାତ୍ରଙ୍କୁ ଏହି ସୁବିଧା ଦେବା ପାଇଁ ଓଡ଼ିଶା ଅଭିଭାବକ…
ଆଜି ସରିବ ଯୁକ୍ତ ୩ ନାମଲେଖା ଆବେଦନ
ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଗୁରୁବାର ଶେଷ ହେବ। ରାତି ୧୧ଟା ୪୫ ଭିତରେ ଛାତ୍ରୀଛାତ୍ର ଆବେଦନ କରିପାରିବେ। ପୂର୍ବରୁ ପ୍ରଥମେ ନାମଲେଖା ଆବେଦନ ସମୟସୀମା ଅଗଷ୍ଟ ୨୫ ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ରାଜ୍ୟରେ…
ସିକ୍ୟୁରିଟି ଗାର୍ଡ ଦେଉଛନ୍ତି ରୋଗୀଙ୍କୁ ଇଞ୍ଜେକ୍ଶନ
ନାଉଗାଁ,୧।୯(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ଡେରିକି ପଞ୍ଚାୟତରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ୫ଟି ପଞ୍ଚାୟତର ୨୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂନ୍ନ କଥା ହେଉଛି…
ଦୁର୍ଘଟଣାରେ ଚାଲିଗଲା ଏସ୍ଆଇଙ୍କ ଜୀବନ
ନୂଆପଡ଼ା ଅଫିସ,୧ା୯: ନୂଆପଡ଼ା ଜିଲା ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୋଲିସ ଏସ୍ଆଇଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଧାଂଶୁ ଶେଖର ପାଣ୍ଡେ। ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର…
ବନ୍ୟା, ବର୍ଷାରେ କେନ୍ଦ୍ରାପଡ଼ା ଜିଲାର ୨୨୦୩ ହେକ୍ଟର ଚାଷ ନଷ୍ଟ
କେନ୍ଦ୍ରାପଡ଼ା ଅଫିସ, ୧।୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍ରେ ବନ୍ୟା ସହ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲାବାସୀ ହନ୍ତସନ୍ତ ହୋଇଥିଲେ। ୪୧ ପଞ୍ଚାୟତର ୯୯ ଗ୍ରାମରେ ପାଣି ପଶିଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ତେବେ…
ପୂର୍ବତଟ ରେଳପଥ: ଆୟ ବଢୁଛି, ହେଲେ ନୂତନ ପ୍ରକଳ୍ପକୁ ଉପେକ୍ଷା
ଯାଜପୁର ଅଫିସ,୧।୯: ପୂର୍ବତଟ ରେଳପଥରେ ଗତ ୫ ବର୍ଷରେ ବ୍ୟୟ ତୁଳନାରେ ଆୟ ୩ ଗୁଣରୁ ଊର୍ଦ୍ଧ୍ୱ ହୋଇଛି। ହେଲେ ୧ ଦଶନ୍ଧି ଧରି ଦାବି ହୋଇ ଆସୁଥିବା ୯୫.୯୫୦ କି.ମି. ବିଶିଷ୍ଟ ଯାଜପୁର ରୋଡରୁ ଧାମରା ଭାୟା ବିରଜା ମନ୍ଦିର…
ନୂଆଁଖାଇର ନିଆରା ପରମ୍ପରା: ନଈ ଓ ଡଙ୍ଗାପୂଜା…
ସାରା ପୃଥିବୀର ଜୀବନ ଜୀବିକାରେ ନଈର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏଇ ନଈକୂଳରେ ହିଁ ଯାତାୟତ ଓ ନୌବାଣିଜ୍ୟ ପାଇଁ ଗଢି ଉଠିଥିଲା ବସତି। ସେଇ କ୍ରମରେ ଓଡିଶାର ନୌବାଣିଜ୍ୟ ପରମ୍ପରା ବି ବହୁତ ପୁରୁଣା। ଆଉ ଅତୀତରେ ଓଡିଶାର ପୂର୍ବାଞ୍ଚଳ…
ଆଜି ନୂଆଁଖାଇ: ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧।୯(ବ୍ୟୁରୋ): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁଖାଇ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଚଳିତ ବର୍ଷ ରବି ଫସଲ ପାଇଁ ୮୬୯ କୋଟି ଟଙ୍କାର କାଳିଆ ଟଙ୍କା ସହାୟତା ପ୍ରଦାନର ଶୁଭାରମ୍ଭ କରିବାକୁ ଯାଉଥିବାରୁ ସେ…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୭ ଆକ୍ରାନ୍ତ
ଭୁବନେଶ୍ୱର,୧।୯(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୯ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୭୮ ଲୋକାଲ କେସ୍ ରହିଛି। ଏହାଛଡ଼ା ୧୮ ବର୍ଷ ମଧ୍ୟରେ ୨୮ ଆକ୍ରାନ୍ତ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ…
ନିଖୋଜ ବୃଦ୍ଧଙ୍କୁ ଅଜଗର ଗିଳିଥିବା ଚର୍ଚ୍ଚା
ଭୁବନେଶ୍ୱର, ୧।୯(ବ୍ୟୁରୋ):କଟକ ଜିଲା ବାଙ୍କୀ ସବ୍ଡିଭିଜନ ଅନ୍ତର୍ଗତ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧଙ୍କୁ ଏକ ଅଜଗର ଗିଳିଦେଇଥିବା ଖବର ମଙ୍ଗଳବାରଠାରୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦିଓ ସାପଟି ମଣିଷକୁ ଗିଳିବା ବା ଧରିବା କେହି ଦେଖିନାହାନ୍ତି, କିନ୍ତୁ…

